ଏହି ୩ଟି ଗଛ ଯେଉଁ ଘରେ ରହିଥାଏ ସେହି ଘରେ ସର୍ବଦା ହୋଇଥାଏ ଧନର ବର୍ଷା !

Spread the love

ବନ୍ଧୁଗଣ ଆଜିକାଲି ସମସ୍ତେ ନିଜ ଘରେ ଗଛ ଲଗାଇଥାନ୍ତି । ସମସ୍ତେ ଭଲ ପାଇଥାନ୍ତି ଘରେ ଗଛ ଲଗାଇବା ସେଥିପାଇଁ ସେମାନେ ବଗିଚା ମଧ୍ୟ ବନାଇଥାନ୍ତି । କିନ୍ତୁ କିଛି ଏମିତି ଗଛ ଲଗା ଯିବା ଦରକାର ଯାହା ଆମ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଭଲ ରହିବ । ଆଜି ଆମେ ଏମିତି ହିଁ ତିନୋଟି ଗଛ ବିଷୟରେ ଜାଣିବା ଯାହା ସମସ୍ତଙ୍କ ଘରେ ରହିବା ଦରକାର । ଆଉ ଏହାକୁ ଘରେ ଲଗାଇବା ଦ୍ୱାରା ଘରରେ ସମସ୍ତ ସଦସ୍ୟ ମାନେ ସୁସ୍ଥ ରହିଥାନ୍ତି । ତେବେ ଆସନ୍ତୁ ଜାଣିବା ସେହି ଗଛ ବିଷୟରେ :-

୧. ତୁଳସୀ ଗଛ

ତୁଳସୀ ଗଛକୁ ହିନ୍ଦୁ ଧର୍ମରେ ବହୁତ ମହତ୍ୱ ଦିଆଯାଇଛି । ଶାସ୍ତ୍ର ଅନୁସାରେ ତୁଳସୀ ଗଛକୁ ପୂଜନୀୟ ମାନା ଯାଏ କିନ୍ତୁ ଧାର୍ମିକ ମାନ୍ୟତା ସହିତ ଏହି ଭିତରେ ବହୁତ ସାରା ଆୟୁର୍ବେଦିକ ଗୁଣ ମଧ୍ୟ ଅଛି । ଆୟୁର୍ବେଦିକରେ ତୁଳସୀ ପତ୍ରକୁ ବହୁତ ଚମତ୍କାରୀ ମାନା ଯାଏ ।ଯେମିତିକି ଯଦି କାହାକୁ ଥଣ୍ଡା ହୋଇଯାଇଛି ତ ତୁଳସୀ ପତ୍ରର ରସକୁ ପିଇବା ଦ୍ୱାରା ଥଣ୍ଡାରୁ ତୁରନ୍ତ ମୁକ୍ତି ମିଳିଥାଏ । ଯଦି କାହାର ଦାନ୍ତରେ କିଛି ସମସ୍ୟା ଅଛି ତ ତୁଳସୀ ପତ୍ରକୁ ଗୁଣ୍ଡ କରି ଦାନ୍ତରେ ଜାକିବା ଦ୍ୱାରା ଦନ୍ତର ସବୁ ସମସ୍ୟା ଦୂର ହୋଇଯାଏ ।

୨. ମେସିଙ୍ଗା ଗଛ

ଏହାର ବ୍ୟବହାର ପ୍ରାୟ ଭୋଜନକୁ ସ୍ଵାଦିଷ୍ଟ ବନାଇବା ପାଇଁ କରାଯାଇଥାଏ । କିନ୍ତୁ ଏହା ଭିତରେ କେତେ ପ୍ରକାର ରୋଗରୁ ମୁକ୍ତି ପାଇବା ପାଇଁ ମଧ୍ୟ ଗୁଣ ରହିଛି । ଏହି ପତ୍ରର ପେଷ୍ଟ ବନାଇ ଯଦି ଛୁଟିରେ ଲଗା ଯିବ ତେବେ ଛୁଟି କଳା, ଲମ୍ବା ଏବଂ ଶକ୍ତ ହୋଇଥାଏ । ଏହା ଭିତରେ ଭିଟାମିନ ‘E’ ଭରପୂର ମାତ୍ରାରେ ଥାଏ । ଯାହାର ସେବନରେ ଆମର ଆଖି ଭଲ ରହିଥାଏ । ମେସିଙ୍ଗା ପତ୍ରରେ ଆଇରନ ବି ଥାଏ । ଯାହା ଆମ ଶରୀରରେ ରକ୍ତର କମ୍ ହେବାକୁ ଦିଏ ନାହିଁ ।

୩. ସଦାବିହାରୀ ଗଛ

ଏହି ଗଛକୁ ପ୍ରାୟ ନିଜ ଘରେ ସୁନ୍ଦର ପାଇଁ ଲଗାଇଥାନ୍ତି । ଏହା ଦୁଇ ପ୍ରକାରର ହୋଇଥାଏ । ଗୋଟିଏ ଗୋଲାପୀ ରଙ୍ଗର ଆଉ ଗୋଟେ ଧଳା ରଙ୍ଗର । ଧଳା ରଙ୍ଗର ଗଛରେ ଅଧିକ ଔଷଧୀୟ ଗୁଣ ଥାଏ । ଯଦି ଏହି ଗଛର ଚାରି ପାଞ୍ଚୋଟି ପତ୍ର ପ୍ରତିଦିନ ସେବନ କରନ୍ତି ତେବେ ଏହା ଆମ ଶରୀର ପାଇଁ ଅତ୍ୟନ୍ତ ଲାଭକାରୀ ହୋଇଥାଏ । ଏହାର ସେବନରେ ଆମ ଶରୀରରେ ରକ୍ତର କମ୍ ହୁଏ ନାହିଁ । ଚର୍ମ ସମ୍ବନ୍ଧୀୟ ରୋଗରୁ ମଧ୍ୟ ମୁକ୍ତି ମିଳିଥାଏ । ଆଉ ତାହା ସହିତ ଏହି ପତ୍ର ଖାଇବା ଦ୍ୱାରା ମଧୁମେହ ରୋଗ ମଧ୍ୟ ହୁଏ ନାହିଁ ।

ତେବେ ବନ୍ଧୁଗଣ ଆଜିର ଏହି ବିଷୟଟି ଆପଣମାନଙ୍କୁ କେମିତି ଲାଗିଲା କମେଣ୍ଟ କରି ନିଶ୍ଚୟ ଜଣାନ୍ତୁ । ଆଉ ଯଦି ବିଷୟଟି ପସନ୍ଦ ଆସିଥିବ ତା’ହେଲେ ଲାଇକ କରନ୍ତୁ ଏବଂ ନିଜ ବନ୍ଧୁ ଓ ପରିବାର ବର୍ଗଙ୍କ ମଧ୍ୟରେ ଶେୟାର କରନ୍ତୁ । ଧନ୍ୟବାଦ !