ଗାଧୋଇବା ସମୟରେ ଭୁଲରେ ମଧ୍ୟ ଏହି ୨ଟି “ଅଙ୍ଗ”ରେ ସାବୁନ୍ ଲଗାନ୍ତୁ ନାହିଁ । ନଚେତ ବହୁତ ବଡ଼ ମାରାତ୍ମକ ରୋଗର ଆକ୍ରାନ୍ତ ହୋଇପାରନ୍ତି ।

Spread the love

କେବେ କେବେ ମନୁଷ୍ୟର ଭୁଲ କାମ ପାଇଁ ପରବର୍ତ୍ତୀ ସମୟରେ ହଇରାଣ ହେବା ପାଇଁ ପଡିଥାଏ । କିନ୍ତୁ ଯଦି ମନୁଷ୍ୟକୁ ଭୁଲ କରୁଥିବା ସମୟରେ ସତର୍କ କରାଯିବ ପରେ ମଧ୍ୟ ସେ ଠିକ ପ୍ରତିକାର କରେ ନାହିଁ ତେବେ ମନୁଷ୍ୟକୁ ତାହାର ପରିଣାମ ଭୋଗିବାକୁ ପଡିଥାଏ । ଏମିତିରେ କିଛି ଭୁଲ ମନୁଷ୍ୟ କରି ବସିଥାଏ, ଯାହା ତାକୁ ଜଣା ନଥାଏ । କିନ୍ତୁ ତାହାର ସେହି ଅଜ୍ଞତା ଫଳରେ ସେ ଗୋଗର ଶିକାର ମଧ୍ୟ ହୋଇପାରେ ।

ସାଧାରଣତଃ ଦେଖିବାକୁ ଗଲେ ବର୍ତ୍ତମାନର ମନୁଷ୍ୟ ସର୍ବଦା ଚିନ୍ତା ଗ୍ରସ୍ତ ହୋଇ ରୋଗର ଶିକାର ହୋଇଥାଏ । ଏହି ଚିନ୍ତାର କାରଣ ତାଙ୍କର ଟଙ୍କାର ଅଭାବ କିମ୍ବା ଶାରୀରିକ ଏବଂ ମାନସିକ ବିପର୍ଯ୍ୟୟ ଯୋଗୁଁ ହୋଇଥାଏ । ବନ୍ଧୁଗଣ ଆପଣ ନିଜ ଶରୀରକୁ ସଫା ରଖିବା ପାଇଁ ସାବୁନର ବ୍ୟବହାର କରିଥାନ୍ତି କିନ୍ତୁ ସେହି ସଫା ହୋଇଥିବା ସାବୁନ ଆପଣଙ୍କୁ ପରବର୍ତ୍ତୀ ସମୟରେ ରୋଗରେ ପକାଇପାରେ । ଯଦି ଜାଣିବାକୁ ଚାହୁଁଛୁ, କେମିତି ଓ କିପରି ସାବୁନ ମନୁଷ୍ୟ ପାଇଁ କ୍ଷତିକାରକ ହୋଇଥାଏ, ତେବେ ଶେଷ ପର୍ଯ୍ୟନ୍ତ ଅନୁଛେଦଟି ପଢନ୍ତୁ :-

■ ଗୁପ୍ତ ଅଙ୍ଗ

ବନ୍ଧୁଗଣ ଆପଣ ଗାଧୋଇବା ସମୟରେ ନିଜ ଶରୀରରେ ସଫା ନିମନ୍ତେ ସାବୁନ୍ ବ୍ୟବହାର କରନ୍ତି । ତେବେ ଏହାର ବ୍ୟବହାର କରିବା ଭୁଲ ନୁହଁ କିନ୍ତୁ ଯେତେବେଳେ ସାବୁନ୍ ଲଗାନ୍ତି ଭୁଲରେ ମଧ୍ୟ ନିଜ ଶରୀର ଗୁପ୍ତ ଅଙ୍ଗରେ ଲଗାନ୍ତୁ ନାହିଁ । ଯଦି ଲଗାଉଛନ୍ତି; ତେବେ ତାହା ବିଭିନ୍ନ ଚର୍ମ ରୋଗ କୁଣ୍ଡିଆ ଭଳି ମାରାତ୍ମକ ରୋଗର ଶିକାର ହୋଇପାରନ୍ତି । କାରଣ ସାବୁନ୍ ଲଗାଇବା ପରେ ଆପଣଙ୍କ ଶରୀର ସଫା ହୋଇଥାଏ ଏବଂ ନରମ ମଧ୍ୟ ହୋଇଥାଏ । ଏହି ନରମତା ଆପଣଙ୍କ ପାଇଁ ଭୟାଭୟ ହୋଇପାରେ । ଏମିତିରେ କେବେ କେବେ ଦେଖିବାକୁ ମିଳିଥାଏ କି ଯେଉଁ ଲୋକମାନେ ନିଜ ଗାଧୋଇବା ପରେ ପରେ ନିଜ ଶରୀରକୁ ଟୋବାଲରେ ପୋଛନ୍ତି । କିନ୍ତୁ ବନ୍ଧୁଗଣ ଆପଣ କଦାପି କରନ୍ତୁ ନାହିଁ । କାହିଁକି ନା ଏହି ପରି ପୋଛିବା ଯାଗୁଁ ଆପଣଙ୍କ ଦେହରେ ଶୁଖାପଣ ପଡିଯାଇଥାଏ ।

■ କାଖରେ

ଆପଣଙ୍କୁ କହିବାକୁ ଚାହୁଁଛୁ ଯେ, ଯେଉଁମାନେ କାଖରେ ସାବୁନ୍ ବ୍ୟବହାର କରନ୍ତି; ସେମାନଙ୍କୁ ବହୁତ ଶୀଘ୍ର ଝାଳ ବୋହିବା ଆରମ୍ଭ ହୋଇଥାଏ । ତେବେ ଏହା ଦ୍ୱାରା ବହୁତ ସମୟରେ ଚର୍ମ ରୋଗ ଦେଖିବାକୁ ମିଳିଥାଏ । ତେଣୁ ବନ୍ଧୁଗଣ ଆପଣ ଯେତେବେଳେ ମଧ୍ୟ ସାବୁନର ବ୍ୟବହାର କରୁଛନ୍ତି; ସେତେବେଳେ ଆପଣ ନିଜ ଗୁପ୍ତ ଅଙ୍ଗରେ ଭୁଲରେ ମଧ୍ୟ ସାବୁନ ସାବୁନ ଲଗାନ୍ତୁ ନାହିଁ । ନଚେତ ଆପଣ ବିଭିନ୍ନ ପ୍ରକାର ରୋଗର ଆକ୍ରାନ୍ତ ହୋଇପାରନ୍ତି । ତେଣୁ ଯେଉଁ ଭୁଲ ବରର୍ତ୍ତନ ପର୍ଯ୍ୟନ୍ତ କରିଆସୁଛନ୍ତି, ତାହା ଆଜିଠାରୁ ବନ୍ଦ କରିଦିଅନ୍ତୁ ଏବଂ ନିରୋଗ ହୋଇ ସମାଜରେ ସୁସ୍ଥ ଜୀବନ ଯାପନ କରିପାରିବେ । ନଚେତ ରୋଗର ଶିକାର ହୋଇପାରିବେ ।

ଆଶା କରୁଛି ଏହି ବିଷୟଟି ଆପଣମାନଙ୍କୁ ପସନ୍ଦ ଆସିଥିବ । ପସନ୍ଦ ଆସିଥିଲେ ବିଷୟଟିକୁ ଗୋଟିଏ ଲାଇକ କରିଦିଅନ୍ତୁ ଓ ନିଜ ପ୍ରିୟଜନ ମାନଙ୍କ ସହିତ ସେୟାର କରିବାକୁ ଜମାରୁ ମଧ୍ୟ ଭୁଲନ୍ତୁ ନାହିଁ ।