ଏହି ଦିନ ପର୍ସରେ ରଖନ୍ତୁ ମୟୁରଚୂଳ ଧନର ବର୍ଷିବ

Spread the love

ମୟୁରଚୂଳ ଆମକୁ ଗରିବ ରୁ ଧନୀ ହେବାପାଇଁ ସବୁ ରାସ୍ତା ଖୋଲି ଦେଇଥାଏ । ତେଣୁ ମୟୁରଚୁଲ ଘରେ ରଖିଲେ ଅମୀର ହେଇପାରନ୍ତି । ମୟୁରର ପର ବହୁତ ମହତ୍ତ୍ୱ ପୁର୍ଣ ହେଇଥାଏ, କାରଣ ଏହି ମୟୁରଚୂଳ ଦ୍ୱାରା ଆମେ ଧନୀ ହେବାପାଇଁ ସମସ୍ତ ରାସ୍ତା ଖୋଲିଯାଇଥାଏ । ଏଥିପାଇଁ ଆମକୁ ସଠିକ ରୂପେ ବ୍ୟବହାର କରିବାକୁ ପଡିବ । ଆସନ୍ତୁ ଆମେ ଏବେ ସମ୍ପୂର୍ଣ ରୂପେ ଜାଣିବା କି, କିଭଳି ବ୍ୟବହାର କରିଲେ ଆମେ ଅମୀର ହେଇପାରିବା ।

ଗୁରୁବାର ଦିନ ଭଗବାନ ବିଷ୍ଣୁଙ୍କ ଏକ ସ୍ୱତନ୍ତ୍ର ଦିନ ଅଟେ ଓ ଏହି ଦିନ ଭଗବାନ ବିଷ୍ଣୁଙ୍କୁ ପୂଜା କରିଲେ ଆପଣଙ୍କ ଗୁରୁ ମଧ୍ୟ ପ୍ରସନ୍ନ ହୁଅନ୍ତି । ଏହି ଦିନ ପୂଜା କରିଲେ ଆପଣଙ୍କ ସବୁ କାମନା ପୁର୍ଣ ହୋଇଥାଏ । ଏହି ଦିନ ଆପଣ କିଛି ଖାସ ଉପାୟ ଦ୍ୱାରା ଦେବତାଙ୍କ ଗୁରୁ ବୃହସ୍ପତିଙ୍କୁ ମଧ୍ୟ ପ୍ରସନ୍ନ କରି ପାରିବେ ଓ ଆମେ ଆଜି ଆପଣଙ୍କୁ ଏଭଳି କିଛି ଉପାୟ କହିବାକୁ ଯାଉଛୁ ଯାହା ଦ୍ୱାରା କି ଆପଣ ବୃହସ୍ପତିଙ୍କୁ ପ୍ରସନ୍ନ କରିପାରିବେ ।

ହଁ ଆଜ୍ଞା ଆପଣ ଏହି ଉପାୟ ଆପଣାଇବା ଦ୍ୱାରା ଅତି ଶୀଘ୍ର ଧନୀ ହୋଇପାରିବେ । ଆପଣ ସଭିଙ୍କୁ କହିବାକୁ ଚାହୁଁଚୁ କି, ବାସ୍ତୁ ଶାସ୍ତ୍ର ଅନୁସାରେ ଘରେ ମୟୁରଚୂଳ ରଖିଲେ ବହୁତ ଲାଭଦାୟକ ହୋଇଥାଏ ଓ ଘରର ସମସ୍ତ ଦୁଃଖ ଦୂର ହୋଇଥାଏ । ଏହାସହ ଘରେ ମୟୁରଚୂଳ ରଖିଲେ ଘରେ ସୁଖ, ଶାନ୍ତି ଆସିଥାଏ ଓ ଆପଣଙ୍କ ଗୁରୁଜନ ମଧ୍ୟ ପ୍ରସନ୍ନ ହୋଇଥାନ୍ତି । କୁହାଯାଏ କି ମୟୁରଚୂଳ ଭଗବାନ ଶ୍ରୀ କୃଷ୍ଣଙ୍କ ବହୁତ ପ୍ରିୟ ଅଟେ, ଏହି କାରଣରୁ ଘରେ ମୟୁରଚୂଳ ରଖିଲେ ଆପଣଙ୍କୁ ଅନେକ ପ୍ରକାରର ଲାଭ ହୋଇଥାଏ ଯଥା ଧନଲାଭ,ଶାରୀରିକ ସୁସ୍ଥତା, ଘରେ ସକରାତ୍ମକର ବାତାବରଣ ଆଦି ।

ଏହାଛଡା ଯଦି ଆପଣ ମୟୁରଚୂଳକୁ ନିଜ ପର୍ସରେ ରଖିଲେ, ପର୍ସ କେବେ ବି ଖାଲି ହୋଇନଥାଏ ସବୁବେଳେ ଟଙ୍କା ରହିଥାଏ । ଏହା ସହ ବସ୍ତୁ ଶାସ୍ତ୍ର ଅନୁସାରେ ମୟୁରଚୂଳ ଗ୍ରହ ଦୋଷକୁ ଦୂର କରିଥାଏ । ଶାସ୍ତ୍ରରେ କୁହାଯାଇଛି କି ଗୁରୁବାର ଦିନ ହଳଦିଆ କପଡା ପିନ୍ଧିବା ଶୁଭ ହୋଇଥାଏ । ଏହିଦିନ ଚାଉଳରେ କେଶର ବା ହଳଦୀ ଲଗାଇ ନିଜ ପୋଷାକର ପକେଟରେ ବା ପର୍ସରେ ରଖିଲେ ଲାଭଦାୟକ ହୋଇଥାଏ ।