ସାବଧାନ ଏହି ଦିଗକୁ ମୁଣ୍ଡ କରି ଶୋଇବା ଦ୍ଵାରା ଆସିଥାଏ ଅକାଳ ମୃତ୍ୟୁ !

Spread the love

ବନ୍ଧୁଗଣ ଏହି ଦିଗକୁ ଗୋଡ କରି ଶୈବ ଦ୍ଵାରା ଲକ୍ଷ୍ମୀ ଛାଡି ଦେଇଥାନ୍ତି ସାଥି ଆଉ ଆସିଥାଏ ଦରିଦ୍ରତା । ବନ୍ଧୁଗଣ ସୁଖ ଓ ଗଭୀର ନିଦ ଏମିତି ଅନୁଭବ ଅଟେ ଯାହାକୁ ପାଇବା ପାଇଁ ଧନିରୁ ନେଇ ଗରିବ ପର୍ଯ୍ୟନ୍ତ ବେତାବ ରହିଥାନ୍ତି । କଣ ଆପଣ ଜାଣିଛନ୍ତି ଶୋଇବାର ଭୁଲ ଶୈଳୀ ଆଉ ଆପଣଙ୍କ ବିଛଣାର ଦିଗ କରିଥାଏ ଆପଣଙ୍କୁ କରିଥାଏ ମହାଲକ୍ଷ୍ମୀ ଓ ସରସ୍ବତୀଙ୍କ କୃପାରୁ ଦୂର । ଶୋଇବା ସମୟରେ ବସ୍ତୁଶାସ୍ତ୍ରର ପାଳନ ଅବଶ୍ୟ କରିବା ଦରକାର । ଏଥିଦ୍ଵାର ଅନେକ ସମସ୍ୟା ଆଉ ବିମାରିରୁ ବଞ୍ଚି ହେବ । ତାହା ସହିତ ଭବିଷ୍ୟତକୁ କ୍ଷତିରୁ ବି ବଞ୍ଚି ହେବ । ତେବେ ଚାଲନ୍ତୁ ବନ୍ଧୁଗଣ କେଉଁ ଦିଗକୁ ଗୋଡ କରି ଶୋଇବା ଉଚିତ ?

୧॰ ବହିକୁ ମୁଣ୍ଡ ଉପରେ ରଖି ଶୋଇବା ଦ୍ଵାରା ବିଦ୍ୟାର ଦେବୀ ମାଆ ସରସ୍ଵତୀଙ୍କ ଅପମାନ ହୋଇଥାଏ । ବାସ୍ତୁ ଅନୁସାରେ ବହିକୁ ଉଚିତ ସ୍ଥାନରେ ରଖିବା ପରେ ହିଁ ଶୋଇବା ଦରକାର । ନଚେତ ଏହାର ଖରାପ ପ୍ରଭାବ ଆପଣଙ୍କ ଧାନ, ବିଦ୍ୟା ଓ ଶରୀର ଉପରେ ପଡିବ ।

୨॰ ବନ୍ଧୁଗଣ ପ୍ରବେଶ ଦ୍ଵାରା ଆଡକୁ ଗାଡ ରଖିବା ଶୋଇବା ଭଲ ନୁହେଁ । ଏଥିଦ୍ଵାରା ମାଆ ଲକ୍ଷ୍ମୀଙ୍କର ଅପମାନ ହୋଇଥାଏ । ଯଦି କିଏ ଅନେକ ଦିନରୁ ପୀଡିତ ଅଛି ତ ତାକୁ ପୂର୍ବ ପଶ୍ଚିମ ଦିଗରେ ଶୋଇବା ଦରକାର । ଇଶାଣ କୋଣରେ ଶୀତଳ ଜଳ ରଖିବା ଦ୍ଵାରା ରୋଗୀ ଶୀଘ୍ର ଭଲ ହୋଇଥାଏ । ଘଣ୍ଟାକୁ ବିଛଣାର ପାଖାପାଖି କିମ୍ବା ତକିଆ ତଳେ ରଖି ଶୋଇବା ଭଲ ନୁହେଁ । ଏଥିଦ୍ଵାରା ଚିନ୍ତା ଲାଗି ରୋହିଥାଏ । ଆଉ ଘରକୁ ଦରିଦ୍ରତା ଆସିଥାଏ । ହଲକ୍କା ରଙ୍ଗ ଆଉ ବେଦ୍ସିଡ଼ ବିଛାଇବା ଦ୍ଵାରା ଶାନ୍ତିମୟର ନିଦ ଆସିଥାଏ ।

୩॰ ବନ୍ଧୁଗଣ ମୁଣ୍ଡ ପୂର୍ବକୁ ଆଉ ଗୋଡ଼ ପଶ୍ଚିମକୁ କରି ଶୋଇବା ଦରକାର । ଭଲ ନିଦ ସହିତ ଆୟୁଷ ବି ବଢିଥାଏ । ଶୟୋନ ପକ୍ଷରେ ଭୁଲରେ ମଧ୍ୟ ପୂଜାକରନ୍ତୁ ନାହିଁ କି ପିତୃ ମାନଙ୍କ ଫୋଟ ଲଗାନ୍ତୁ ନାହିଁ ଏଥିଦ୍ଵାର ନକରାତ୍ମକ ଶକ୍ତି ବୃଦ୍ଧି ହୋଇଥାଏ ।

୪॰ ପାଣିକୁ ମୁଣ୍ଡ ପାଖରେ ରଖି ଶୁଅନ୍ତୁ ନାହିଁ । ମନ ଓ ଧନ ଉପରେ ଖରାପ ପ୍ରଭାବ ପଡିଥାଏ ।

୫॰ ବିଛଣାର ମଝିରେ ବିଜୁଳି ଜିନିଷର କିଛି ଉପକରଣ ରଖନ୍ତୁ ନାହିଁ । କାରଣ ଏଥିଦ୍ଵାର ପାଚନ କ୍ରିୟାରେ ସମସ୍ୟା ଆସିଥାଏ

୬॰ ମୋବାଇଲ ଫୋନ ମୁଣ୍ଡ ପାଖରେ ରଖି ଶୁଅନ୍ତୁ ନାହିଁ । ମୋବାଇଲ ଫୋନ ମୁଣ୍ଡ ପାଖରେ ରଖି ଶୋଇବା ଦ୍ଵାରା ବ୍ୟକ୍ତି ରୋଗରେ ପୀଡିତ ରୋହିଥାଏ ।

ତେବେ ବନ୍ଧୁଗଣ ଆଜିର ଏହି ବିଷୟଟି ଆପଣମାନଙ୍କୁ କେମିତି ଲାଗିଲା କମେଣ୍ଟ କରି ନିଶ୍ଚୟ ଜଣାନ୍ତୁ । ଆଉ ଯଦି ବିଷୟଟି ପସନ୍ଦ ଆସିଥିବ ତା’ହେଲେ ଲାଇକ କରନ୍ତୁ ଓ ସେୟାର କରନ୍ତୁ । ଆpଣଙ୍କ ଦିନଟି ଶୁଭମୟ ହେଉ । ଜୟ ଜଗନ୍ନାଥ