ଏହି ୪ ଜଣ ଅଭିନେତ୍ରୀମାନେ ଜେଲରେ ବିତେଇଛନ୍ତି କେତେ ରାତି ! ଏମାନଙ୍କ ମଧ୍ୟରୁ ୪ ନମ୍ବରର ଅଭିନେତ୍ରୀ ଜଣକ ସମସ୍ତଙ୍କର ପ୍ରିୟ ।

Spread the love

ନମସ୍କାର ବନ୍ଧୁଗଣ ଆପଣଙ୍କୁ ଆମର ଏହି ପୋଷ୍ଟରେ ସ୍ୱାଗତ କରୁଛୁ, ହଁ ଆଜ୍ଞା ଆପଣ ଶୀର୍ଷରେ ଠିକ ପଢିଛନ୍ତି । ବନ୍ଧୁଗଣ ଯେମିତିକି ଆପଣ ସମସ୍ତେ ଜାଣନ୍ତି ଯେ, ବଲିଉଡ ଚଳଚ୍ଚିତ୍ର ଜଗତରେ କିଛି ଏମିତି କଳାକାର ଅଛନ୍ତି; ଯେଉଁମାନେ କି ନିଜର ଚଳଚ୍ଚିତ୍ର ଅପେକ୍ଷା ନିଜର ବିବାଦୀୟ ବକ୍ତବ୍ୟ ପାଇଁ ବହୁତ ଚର୍ଚ୍ଚିତ ରୁହନ୍ତି । ଆଗାମୀ ଦିନ ମାନଙ୍କରେ ଏମାନେ ନିଜର ବିବାଦୀୟ ମନ୍ତବ୍ୟକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚିତ ହୋଇଯାଇଛନ୍ତି । ଆଜି ଆମେ ଆପଣଙ୍କୁ ଏମିତି ହିଁ ୪ ଜଣ ଅଭିନେତ୍ରୀଙ୍କ ବିଷୟରେ କହିବୁ ଯେଉଁମାନେ ଜେଲରେ କିଛି ରାତି କଟାଇଛନ୍ତି ! ତେବେ ଆସନ୍ତୁ ଜାଣିବା ।

୧. ମମତା କୁଲକର୍ଣ୍ଣି :

ବନ୍ଧୁଗଣ ୯୦ ଦଶକର ବୋଲ୍ଡ ଓ ସୁନ୍ଦର ଅଭିନେତ୍ରୀ ମମତା କୁଲକର୍ଣ୍ଣି ଅନେକ ସୁପରହିଟ ଚଳଚ୍ଚିତ୍ରରେ କାମ କରିଛନ୍ତି । ମମତା କୁଲକର୍ଣ୍ଣି କରନ ଅର୍ଜ୍ଜୁନ, ନସିବ ଓ ସବସେ ବଡା ଖିଲାଡି ଭଳି ଚଳଚ୍ଚିତ୍ରରେ କାମ କରିଛନ୍ତି । ମମତା କୁଲକର୍ଣ୍ଣି ତାଙ୍କ ସ୍ୱାମୀ ସହିତ ଡ୍ରଗ୍ସ କାରବାରରେ ଧରା ପଡିଥିଲେ, ଯାହାପରେ ତାଙ୍କୁ ଗିରଫ କରାଯାଇଥିଲା ।

୨. ଶ୍ୱେତା ବସୁ ପ୍ରସାଦ :

ବନ୍ଧୁଗଣ ଅଭିନେତ୍ରୀ ଶ୍ୱେତାଙ୍କ ଜନ୍ମ ବିହାରର ଜାମସେଦପୁରରେ ହୋଇଥିଲା । ସେ ତାଙ୍କର କ୍ୟାରିୟରର ଆରମ୍ଭ ୨୦୦୨ରେ ଚଳଚ୍ଚିତ୍ର “ମକଡୀ”ରୁ ବଲିଉଡ ଜଗତରେ ପାଦ ରଖିଥିଲେ । ସେଥିରେ ସେ ବହୁତ ଭଲ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ର ପାଇଁ ତାଙ୍କୁ ୨୦୦୨ରେ ସର୍ବଶ୍ରେଷ୍ଠ ଶିଶୁ କଳାକାରର ରାଷ୍ଟ୍ରୀୟ ପୁରସ୍କାର ମଧ୍ୟ ମିଳିଥିଲା । ପରେ ସେ ହିନ୍ଦି ଚଳଚ୍ଚିତ୍ର “ଇକବାଲ”ରେ ମଧ୍ୟ କାମ କରିଥିଲେ । କିତନୁ ହାଇଦ୍ରାବାଦ ପୋଲିସ ଦେହ ବ୍ୟାପାର ରାକେଟରେ ଜଡିତ ଥିବା ଅଭିଯୋଗରେ ଶ୍ଵେତା ବସୁ ପ୍ରସାଦଙ୍କୁ ଗିରଫ କରିଥିଲେ ।

୩. ମଧୁବାଲା :

ବନ୍ଧୁଗଣ ପୁରାତନ ସମୟର ଲୋକପ୍ରିୟ ଅଭିନେତ୍ରୀ ମଧୁବାଲା “ମୁଗଲ-ଏ-ଆଜମ” ଓ “ମହଲ” ଭଳି ଚଳଚ୍ଚିତ୍ରରେ କାମ କରିଥିଲେ । ଆପଣଙ୍କୁ କହି ଦେଉଛୁ ଯେ, ୧୯୫୭ ମସିହାରେ ମଧୁବାଲା ଗୋଟିଏ ଚଳଚ୍ଚିତ୍ର ପାଇଁ ଦସ୍ତଖତ କରିଥିଲେ, ଯେଉଁଥି ପାଇଁ ସେ କିଛି ଅଗ୍ରୀମ ଟଙ୍କା ମଧ୍ୟ ନେଇଥିଲେ । ଏହାପରେ ସେ ଆଉ ଟଙ୍କା ଫେରାଇ ନଥିଲେ କି ଚଳଚ୍ଚିତ୍ର ମଧ୍ୟ କରିନଥିଲେ । ସେଥିପାଇଁ ଚଳଚ୍ଚିତ୍ର ପ୍ରଯୋଜକ ତାଙ୍କ ବିରୋଧରେ (ଏଫଆଇଆର) ଅଭିଯୋଗ କରିଥିଲେ । ସେହି କାରଣ ଯୋଗୁଁ ତାଙ୍କୁ କିଛି ଦିନ ପାଇଁ ଜେଲ ଯିବାକୁ ପଡିଥିଲା ।

୪. ସୋନାଲି ବେନ୍ଦ୍ରେ :

ବନ୍ଧୁଗଣ ୨୦୦୮ ମସିହାରେ ସୋନାଲି ଏକ ଫୋଟ ସୁଟ କରିଥିଲେ ଓ ସେ ହଳଦିଆ ରଙ୍ଗର ସାର୍ଟ କୁର୍ତ୍ତା ପିନ୍ଧିଥିଲେ । ଏହି କୁର୍ତ୍ତାରେ ଓଁ ନମଃ ଶିବାୟ ଲେଖା ହୋଇଥିଲା । ଯେତେବେଳେ ଏହି ଫୋଟଟି ଗଣମାଧ୍ୟମକୁ ଆସିଥିଲା, ତେବେ କିଛି ଲୋକ ସୋନାଲିଙ୍କ ଉପରେ ଧାର୍ମିକ ଭାବନାକୁ ଅପମାନିତ କରିବାର ଅଭିଯୋଗ କରିଥିଲେ ଏବଂ ତାଙ୍କ ବିରୋଧରେ ମାମଲା ରଜ୍ଜୁ ମଧ୍ୟ କରିଥିଲେ, ଯାହାପରେ ତାଙ୍କୁ ଜେଲ ଯିବାକୁ ପଡିଥିଲା ।

ବନ୍ଧୁଗଣ ଯଦି ଆମ ଦ୍ୱାରା ଦିଆଯାଇଥିବା ସୂଚନା ଯଦି ଭଲ ଲାଗୁଛି, ତେବେ ଅଧିକରୁ ଅଧିକ ସେୟାର କରନ୍ତୁ ଓ ଏହି ପୋଷ୍ଟ ଉପରେ ଆପଣଙ୍କ ବିଚାରଧାରା ଆମକୁ କମେଣ୍ଟ ବକ୍ସରେ ଲେଖି ଜଣାନ୍ତୁ । ଧନ୍ୟବାଦ !