ଏହି ଦୁଇଟି ରାଶିର ଲୋକମାନେ କେବେ ବି ନିଜ ଗୋଡ଼ ବା ହାତରେ କଳା ସୂତା ବାନ୍ଧିନ୍ତୁ ନାହିଁ ! ନଚେତ ହୋଇପାରେ ଆପଣଙ୍କର ଅକାଳ ମୃତ୍ୟୁ !

Spread the love

ଆଜି ଆମେ ଜାଣିବା କେଉଁ ରାଶିର ଲୋକମାନଙ୍କୁ କଳା ସୂତା ବାନ୍ଧିବା ଉଚିତ ନୁହେଁ । ଯଦି ସେମାନେ ବାନ୍ଧିବେ, ତେବେ ସେମାନଙ୍କ ଉପରେ ନକରାତ୍ମକ ଉର୍ଜ୍ଜା ବା ଶକ୍ତି ପଡ଼ିପାରେ । ତାହା ସହିତ ସେମାନଙ୍କୁ ବହୁତ ଦୁଃଖର ସମ୍ମୁଖୀନ କରିବାକୁ ପଡିବ । ଏମିତିରେ ଶୀଘ୍ର ନିଜ ହାତରୁ କଳା ସୂତା ବାହାର କରି ରକ୍ଷା ସୂତା ପିନ୍ଧିବା ଆବଶ୍ୟକ ।

ଅଧିକାଂଶ ଲୋକଙ୍କୁ ଏହି ବିଷୟରେ ଜଣା ନ ଥିବ ଓ ସେମାନେ ସୁନ୍ଦର ବା ଅନ୍ୟ କିଛି କାରଣ ଯୋଗୁ କଳା ସୂତାକୁ ହାତରେ ବା ଗୋଡରେ ବାନ୍ଧିଥାନ୍ତି । କିନ୍ତୁ ଏହାର କଣ ଖରାପ ପ୍ରଭାବ ପଡିପାରେ ସେମାନେ ଏହି ବିଷୟରେ ସ୍ୱପ୍ନରେ ମଧ୍ୟ ଜାଣିନଥିବେ । ତେବେ ଚାଲନ୍ତୁ ସେହି ରାଶି ମାନଙ୍କ ବିଷୟରେ ଜାଣିବା ଯେଉଁମାନେ କଳା ସୂତା ବାନ୍ଧିବା କଥା ଆଦୌ ଉଚିତ ନୁହେଁ ।

୧) ମେଷ ରାଶି –

ମେଷ ରାଶିର ଲୋକମାନଙ୍କୁ କେବେ ମଧ୍ୟ କଳାକୁ ନିଜ ହାତରେ ଧାରଣ କରିବା ଉଚିତ ନୁହେଁ । ଏହାର ସବୁଠାରୁ ବଡ଼ କାରଣ ହେଲା, ମେଷର ସ୍ୱାମୀ ମଙ୍ଗଳ ଅଟନ୍ତି ଅର୍ଥାତ ଭଗବାନ ହନୁମାନଙ୍କୁ କେବଳ ନାରଙ୍ଗୀ, ଲାଲ ରଙ୍ଗ ପସନ୍ଦ । ସେଥିପାଇଁ ମେଷ ରାଶିର ଲୋକମାନଙ୍କୁ କେବଳ ରକ୍ଷା ସୂତା ବା ଲାଲ ରଙ୍ଗର ସୂତା ନିଜ ହାତରେ ଧାରଣ ବାନ୍ଧିବା ଉଚିତ । କଳା ସୂତା ଯଦି ଏମାନେ ବାନ୍ଧିବେ, ତେବେ ଏମାନଙ୍କ ଉପରେ ଶୀଘ୍ର ଖରାପ ପ୍ରଭାବ ପଡ଼ିଥାଏ । ଏହି କାରଣରୁ ସେମାନଙ୍କର କୌଣସି କାମ ପୂରଣ ହୋଇପାରିବ ନାହିଁ । ଧନ ସମ୍ବନ୍ଧୀ ସମସ୍ୟା ସବୁବେଳେ ରହିବ ଓ ଭଗବାନ ହନୁମାନ ଏମାନଙ୍କ ଉପରେ କ୍ରୋଧିତ ହୋଇ ରହିଥାନ୍ତି । ସେଥିପାଇଁ ଆପଣଙ୍କର ରାଶି ଯଦି ମେଷ ଅଟେ, ତେବେ କେବେ ମଧ୍ୟ କଳା ସୂତା ଧାରଣ ହାତରେ କିମ୍ବା ଗୋଡରେ ବାନ୍ଧନ୍ତୁ ନାହିଁ ।

୨) ବିଛା ରାଶି –

ବିଛା ରାଶିର ସ୍ୱାମୀ ମଧ୍ୟ ମଙ୍ଗଳ ଅଟନ୍ତି । ଯେଉଁମାନଙ୍କର ରାଶି ବିଛା ଅଟେ, ଖାସ୍ କରି ମହିଳାମାନେ ଯେଉଁମାନେ କି ନିଜ ଗୋଡ଼ରେ କଳା ସୂତା ବାନ୍ଧନ୍ତି ଓ ପୁରୁଷମାନେ ନିଜ ହାତରେ ବାନ୍ଧନ୍ତି; ତେବେ ଏହାକୁ ଶୀଘ୍ର ବାହାର କରିଦିଅନ୍ତୁ । କାରଣ ଯଦି ଆପଣଙ୍କ ଜୀବନରେ ଯଦି କିଛି ସମସ୍ୟା ଚାଲୁଅଛି, ତେବେ ତାହାର କାରଣ ଏହି କଲା ସୂତା ହୋଇପାରେ । ତେଣୁ ବିଛା ରାଶିର ଲୋକମାମେ କେବେ ମଧ୍ୟ କଳା ସୂତା ବାନ୍ଧନ୍ତୁ ନାହିଁ । ନଚେତ ଏହାର ଖରାପ ପ୍ରଭାବ ଆପଣଙ୍କ ଉପରେ ପଡିପାରେ । ଯଦି ଆପଣ କିଛି ଧାରଣ କରିବାକୁ ଚାହୁଁଛନ୍ତି; ତେବେ ଲାଲ ରଙ୍ଗର ସୂତା ଧାରଣ କରନ୍ତୁ ।

ଆଶା ଅନୁଛେଦଟି ନିଶ୍ଚୟ ପଢି ଥିବେ । ଅନୁଛେଦଟି ପଢିବା ପରେ ଗୋଟିଏ ଲାଇକ କରିଦିଅନ୍ତୁ ଓ ନିଜ ପ୍ରିୟଜନ ମାନଙ୍କ ସହିତ ସେୟାର କରିବାକୁ ଜମାରୁ ମଧ୍ୟ ଭୁଲନ୍ତୁ ନାହିଁ ।