ବାପା ସହିତ ୫ ଟା ମୋବାଇଲ ଖୋଲିବ ଝିଅ ଅର୍ଚ୍ଚନାର କଳା ଗୁମର !

aret

ଆପଣ ମାନଙ୍କୁ ଆମର ପୋର୍ଟଲକୁ ବହୁତ ବହୁତ ସ୍ୱଗତ କରୁଛୁ । ବନ୍ଧୁଗଣ ଲେଡି ବ୍ଲାକ୍ ମେଲର ଅର୍ଚ୍ଚନା ନାଗଙ୍କ ବାପା ଙ୍କୁ ସମନ ପରେ ଇଡି ଜେରା କରିଛି । ପ୍ରବର୍ତ୍ତନ ନିର୍ଦ୍ଧେଶାଳୟ ରେ ସମନ ପରେ ତାଙ୍କୁ ହାଜର କରାଜାଇଥିବା ସୂଚନା ରହିଛି । ତେବେ ଅର୍ଚ୍ଚନା ଙ୍କ ବେନାମୀ ସଂମ୍ପତୀ ନେଇ ଇଡି ଖୋଳତାଳ କରୁଛି ।

ତାଙ୍କର ବାପାଙ୍କୁ ପଚରା ଉଚୁରା କରୁଛି ଏହି ସଂମ୍ପତୀ ବାବଦରେ ଅର୍ଚ୍ଚନା ଙ୍କ ସଂମ୍ପର୍କ ରେ ଅଧିକ ତଥ୍ୟ ସଂଗ୍ରହ କରୁଛି ଇଡି । କିଭଳି ଏତେ ଟଙ୍କାର ମାଲିକ ହେଲେ ତାହାର ଖୋଳତାଳ କରୁଛି ଇଡି । ଏହା ସହିତ ସିଜ୍ ହୋଇଥିବା ଅର୍ଚ୍ଚନା ର ମୋବାଇଲ ରୁ ଡାଟା ରିକୋଭରି କରିବ ଇଡି । ଡିଲିଟ ହୋଇଥିବା ଡାଟା ରୁ ବଡ ବଡିଆ ଙ୍କ ଲିଙ୍କ୍ ଖୋଜି ବାହାର କରିବ ଏବେ ଇଡି ।

ଆହୁରି ଦେଖନ୍ତୁ : ଅର୍ଚନା ନାୟକର କିଛି ଖରାପ ଫଟୋ.

ତେବେ ଅର୍ଚ୍ଚନା ନାଗ ଏବଂ ଜଗବନ୍ଧୁଙ୍କର ତିନୋଟି ମୋବାଇଲ ସହିତ ଖଗେଶ୍ୱର ଙ୍କ ଦୁଇଟି ମୋବାଇଲ ମିଶେଇ ମୋଟ 5 ଗୋଟି ମୋବାଇଲ ଖୋଲିବ ଏହି କଳା ସାମ୍ରାଜ୍ୟର ଗୁମର । ମୋବାଇଲ ର ସଂମ୍ପର୍ଣ୍ଣ ଟ୍ରାଞାକ୍ସନ ର ହିଷ୍ଟ୍ରି , ଭିଡ଼ିଓ ଇମେଜ ଏବଂ ଡିଲିଟ ଟାର୍ଟିଂ କୁ ବି ରିକୋଭରି କରିବ ଇଡି । ଜାହା ଫଳ ରେ ତଦନ୍ତ ରେ ବଡ ସାହାଯ୍ୟ ହେବ ବୋଲି ସାଇବର ଏକ୍ସପୋର୍ଟ କହିଛନ୍ତି । ହେଲେ ରିକୋଭରି ତଥ୍ୟ କୁ ପ୍ରମାଣ କରିବା କଷ୍ଟକର ହୋଇପାରେ ବୋଲି କହିଛନ୍ତି ଏକ୍ସପୋର୍ଟ । କେବଳ ସେତିକି ନୁହେଁ ଅର୍ଚ୍ଚନା ନାଗ ଏବଂ ଖଗେଶ୍ୱର ଙ୍କ ଅର୍ଥ କାରବାର କୁ ନେଇ ଏବେବି ଚାଲିଛି ମାନଭଞୀନା ।

ଏପରି କି ଅର୍ଚ୍ଚନା ନାଗ୍ ଙ୍କ ବେନାମୀ ଟଙ୍କାର ଖୋଳତାଳ କରୁଛି ଇଡି । ତେବେ ଫର୍ଜି କମ୍ପାନୀ ନାମରେ କେମିତି ଟଙ୍କା କାରବାର ଚାଲିଥିଲା । ସେହି ସବୁ ଧରା ପଡିପାରେ ଗୋଟି ଗୋଟି ଟଙ୍କାର ମୂଳ ଉତ୍ସ କହି ନପାରିଲେ ଅର୍ଚ୍ଚନା ଫସି ପାରେ ବୋଲି କୁହାଜାଉଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published.

odisha band
Editorial

କାଲି ଓଡିଶା ବନ୍ଦ ଡାକରା – ଘରୁ ବାହାରିବା ଆଗରୁ ଜାଣି ନିଅନ୍ତୁ ଏହି ଖବର ।

ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ କରୁଛୁ । ବନ୍ଧୁଗଣ ଆସନ୍ତା କାଲି ଧର୍ମ ଘଟ ରେ ସାମିଲ ହେବନି ଘୋରଇ ବସ୍ ରାଜ୍ୟର ସମସ୍ତ ରୁଟ୍ ରେ ଘୋରଇ ବସ୍ ଗଡିବା ନେଇ ଆଭିମୂଖ୍ୟ ସ୍ପଷ୍ଟ କରିଛି ଘୋରଇ ବସ୍ ମାଲିକ ସଙ୍ଘ ଧର୍ମଘଟ ସମୟ ରେ ଘୋରଇ ବସ୍ ମାଲିକ ସଙ୍ଘ ଗୋଣ୍ଡଗୋଳ ଆଶଂକା କରିଛି ସୁରକ୍ଷା ପ୍ରଦାନ ପାଇଁ ପୋଲିସ ଡିଜି ଙ୍କୁ ଭେଟି ନିବେଦନ କରିଛି ସଂଘ । […]

ଅଧିକ ପଢ
Riya 1
Editorial

ସୁଟିଂ ସେଟରେ ସବୁ ଖୋଲି ଦେଲେ ରିୟା – ସ୍ୱାମୀଙ୍କୁ ଦେଖି ଆଉ

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ସୁଟିଂ ସେଟ୍ ରେ ସ୍ୱାମୀ ଙ୍କ ସହ ରୋମାନ୍ସ କରୁଥିବାର ନଜର ଆସିଛନ୍ତି ଓଡିଆ ଅଭିନେତ୍ରୀ ରିୟା ଦେ । ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଗତ ମାସରେ ସୁନିଲ ଏବଂ ରିୟା ଙ୍କର ବିବାହ ହୋଇଥିଲା । ଆଉ ବାହାଘର ଟି ବହୁତ ଧୁମଧାମ୍ ରେ ହୋଇଥିଲା ଯେଉଁଥିରେ ଓଲିଉଡ ର ସମସ୍ତ ସେଲିବ୍ରେଟି ମାନେ ଯୋଗ ଦେଇଥିଲେ । ଆଉ […]

ଅଧିକ ପଢ
aq666
Editorial

Surya Paraga 2022 – ସୂର୍ଯ୍ୟପରାଗ ପରେ କେଉଁ ରାଶି ପ୍ରତି ରହିଛି କଣ ପ୍ରଭାବ ।

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆମ ପୃଥିବୀରେ ପ୍ରତ୍ୟୋକ ସମୟ ରେ ପ୍ରାକୃତିକ ବିପର୍ଯ୍ୟୟ ସବୁ ଦେଖିବାକୁ ମିଳେ । ଜାହାର ପ୍ରଭାବ ଜିବ ଜଗତ ଉପରେ ପଡିଥାଏ । ତେବେ ଏହି ପରି ଏକ ପ୍ରାକୃତିକ ବିପର୍ଯ୍ୟୟ । ଏମତି ଏକ ପ୍ରାକୃତିକ ପରିବର୍ତ୍ତନ ଆସିବାକୁ ଯାଉଛି ଅକ୍ଟୋବର 25 ତାରିଖରେ ଯେଉଁ ଦିନ ହେବାକୁ ଯାଉଛି ସୂର୍ଯ୍ୟପରାଗ । ତେବେ ଏହି ସୂର୍ଯ୍ୟ ପରାଗ […]

ଅଧିକ ପଢ