ପାୱାର କରିଡରରେ ଇଡି କଲାଣି ଛାତି ଧଡ଼ଧଡ଼ !

ED

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଅର୍ଚ୍ଚନା ନାଗ ଙ୍କୁ ନେଇ ପାୱର କରିଡର ରେ କମ୍ପନ ବରୋଦୀ ଦଳ ନେତା କହିଲେ IAS ଏବଂ IPS ଙ୍କ ରହିଛି ସମ୍ପୃକ୍ତି । ରାଜ୍ୟରେ ସବୁଠୁ ବ଼଼ଡ ସେ-କ୍ସ-କ୍ୟାଣ୍ଡାଲ ରେ ବିଧାନସଭା ରେ ହୋଇପାରେ ଚର୍ଚ୍ଚା । ନୋଟିସ ପାଇଥିବା ପ୍ରଭାବଶାଳୀ ମାନେ ଦିଆଜାଇ ପାରେ ନୋଟିସ । କେଉଁ IAS ଏବଂ IPS ଙ୍କ ରହିଛି ସମ୍ପୃକ୍ତି ? କେଉଁ ବଡ ବଡିଆ ଙ୍କ ସାନିଧ୍ୟ ର ସଂମ୍ପତୀ ର ପାହାଡ ଛିଡା କରିଥିଲେ ।

ନାଗ ଚାନ୍ଦ ଦମ୍ପତୀ । କେବଳ ରାଜନେତା ନୁହଁନ୍ତି ବରଂ ଇଡି ସ୍କାନର ରେ ଇଡିର ଘନ ଘନ ଜେରା ଭିତରେ ନାଗ ନାନ୍ଦ ଦମ୍ପତୀ ଙ୍କ ସହିତ ବିୟୁରୋ କ୍ରାଫ୍ଟ ଲିଙ୍କ୍ ରହିଥିବା କଥା ଉଠେଇଛନ୍ତି । ଏବଂ କହିଛନ୍ତି କି ବଡ ବଡ ନେତା ଙ୍କ ସହିତ IAS ଏବଂ IPS ଙ୍କ ରହିଛି ସମ୍ପୃକ୍ତି ରହିଛି ମୁଁ ସେମାନଙ୍କ ନାମ ଜାଣିଛି । ସେହି ପରି କଂଗ୍ରେସ ବିଧାୟକ ନେତା ନରସିହଂ ମିଶ୍ରବି ପ୍ରଭାବ ଶାଳୀ ଙ୍କ ସଂମୃକ୍ତି କଥା କହିଛନ୍ତି।

Archana Nag

ରାଜ୍ୟର ସବୁଠୁ ବଡ ସେ-କ୍ସ କ୍ୟାଣ୍ଡାଲ ହୋଇଥିବାରୁ ବିଧାନ ସଭା ରେ ଆଲୋଚାନ ହେବାକୁ ଥିବାର କଥା କହିଛନ୍ତି ନରସିହିଂ । ତେବେ ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲୀକ କହିଛନ୍ତି ଯେ ଯେ ଦୋଷ କରିଥିବ ସେ ଦଣ୍ଡ ପାଇବ । ବ୍ଲାକ ମେଲ କରି ହେଉ କିମ୍ବା କୈଣସି ସ୍ୱାର୍ଥ ରେ ହେଉ କଳା ଟଙ୍କାର ପାହାଡ ଛିଡା କରିଥିବା ଅର୍ଚ୍ଚନା ପଛରେ ମାଳ ମାଳ ନେତା , ଠିକା ଦାର , ବିଲ୍ଡର , ସରକାରୀ ବାବୁ ଙ୍କ ସଂମ୍ପୃକ୍ତି କଥା ପୂର୍ବରୁ ବି ଚର୍ଚ୍ଚା ହୋଇ ଆସୁଛି ।

ଆଉ ସେହି ଲିଙ୍କ୍ କରୁ ଧରି କଥା କଥିତ ପ୍ରଭାବ ଶାଳୀ ଙ୍କ ପାଖରେ ପହଁଚିବାକୁ ଉଦ୍ୟମ ଜାରି ରଖିଛି ଇଡି । ନାଗ ଚାନ୍ଦ ଦମ୍ପତୀ ଙ୍କ ବିଜନେସ ପାର୍ଟନର ଖଗେଶ୍ୱର ପାତ୍ର ରିମାଣ୍ଡ ରେ ଆସିବା ପରେ ଅନେକ ସତ ଓଗାଳିଛି ।

କେବଳ ଖଗେଶ୍ୱର , ଅର୍ଚ୍ଚନା ,ଜଗବନ୍ଧୁ ନୁହଁନ୍ତି ଏମାନଙ୍କ ସହିତ ଆର୍ଥିକ କାରବାର କରିଥିବା ପ୍ରାୟ 15 ଜଣଙ୍କୁ ଇଡି ସୋମନ କରିଥିବା କୁହାଜାଉଛି । ଯେଉଁଥିରେ ନେତା , ଠିକା ଦାର , ବିଲ୍ଡର , ସରକାରୀ ବାବୁ ଙ୍କ ସଂମ୍ପୃକ୍ତି ରହିଛନ୍ତି । ତେବେ ଦେଖିବା କୁ ବାକି ରହିଲା ସେହି ବଡ ବଡିଆ 15 ଜଣ କିଏ ଅଟନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *