ED ଅର୍ଚନାଙ୍କ ଘରୁ ପାଇଲା ଏହି ସବୁ ଲୋକଙ୍କ ଭିଡିଓ । ଅଛନ୍ତି ଏହି ବଡ ନେତା

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ED ହାତରେ ଅର୍ଚ୍ଚନା ନାଗ ଙ୍କ ବେଆଇନ କାରବାର ର ତାଲିକା । ସେହି ଆଧାରରେ ତଦନ୍ତ ଜୋରଦାର କରିଲା ପ୍ରବର୍ତ୍ତନ ନିର୍ଦ୍ଧେଶାଳୟ । ତେବେ ସେମାନଙ୍କ ଆଲିସାନ ଘରର ମୂଲ୍ୟ କେତେ ହେବ ? କେତେ ପରିମାଣ ର ବିଦେଶୀ ଆସବାପତ୍ର ରହିଛି ? କେଉଁ ଜାଗାରୁ ଏହି ସବୁ କିଣା ଜାଇଛି ? କେତେ ଟଙ୍କାରେ କିଣିଥିଲେ ? ନାଁ କାହା ଠାରୁ ଗିଫ୍ଟ ଆକାରରେ ପାଇଥିଲେ ଅର୍ଚ୍ଚନା ନାଗ ? ଯଦି ସେ ଗିଫ୍ଟ ପାଇଥିଲେ ତେବେ ସେହି ବ୍ୟକ୍ତି କିଏ ? ଗିଫ୍ଟ କାହିଁକି ଦେଇଥିଲେ ? ଏହି ସବୁର ସତ ବାହାର କରିବ ଇଡି ।

ଏହା ସହ ଅର୍ଚ୍ଚନା ନାଗ ସ୍ୱାମୀ ଜଗବନ୍ଧୁ ପିନ୍ଧୁଥିବା ପୁଳା ପୁଳା ସୁନା ଅଳଙ୍କାରର ସତ କଣ ଜାଣିବାକୁ ଇଡି ଖୋଳତାଳ କରିବ । ତେବେ ସେ କେତେ ଟଙ୍କାର ସୁନା ଗହଣା ପିନ୍ଧୁଥିଲେ । କେଉଁ ଦୋକାନ ରୁ କିଣିଥିଲେ । ସେହି ସବୁ କ୍ୟାସ୍ ଦେଇଥିଲେ ତେବେ ଏତେ ନଗଦ ଟଙ୍କା କେଉଁଠୁ ଆଣିଥିଲେ । କିଏ ଦେଇଥିଲେ ନଗଦ ଟଙ୍କା ତେବେ ସେହି ସବୁର ମଧ୍ୟ ତନ୍ନାଘନ୍ନା ହେବ ।

archana nag 1

ଅର୍ଚ୍ଚନା ଙ୍କ ଫାର୍ମ ହାଉସ ରେ ଏଣ୍ଟ୍ରୀ କରିବ ଇଡି । ସୂଚନା ଅନୁସାରେ ଫାର୍ମ ହାଉସ ରେ ପ୍ରସ୍ତୁତ ହେଉଥିଲା କଳାକାର୍ନାମା ର ବିଲ ଫାର୍ମ ହାଉସ ର ଦାମ୍ କେତେ ? ଫାର୍ମ ହାଉସ ରେ ଆଉ କାହାର ଟଙ୍କା ବିନିଯୋଗ ହୋଇଛି କି ? କେବେ ଠାରୁ ଫାର୍ମ ହାଉସ ହୋଇଥିଲା ଦାମୀ ଜିନିଷ କିଣାଜାଇ ଥିଲା ନାଁ ଗିଫ୍ଟ ଆକାରରେ ପାଇଥିଲେ । କେବେଠାରୁ ଫାର୍ମ ହାଉସ କରିଥିଲେ ? କେଉଁ ମାନେ ଫାର୍ମ ହାଉସ କୁ ଆସୁଥିଲେ ? ଏହି ସବୁର ଜାଞ୍ଚ ପରେ ଅଭିଯୁକ୍ତ ଙ୍କ ପଖରେ ପହଁଚିବେ ତଦନ୍ତ କାରୀ ଟିମ୍ ।

ଯେଉଁ ମାନଙ୍କ ଏହିଥିରେ ଭାଗୀଦାରି ରହିଛି ସେମାନଙ୍କ ହୋସ୍ ଉଡିଗଲାଣି । କୈଣସି ମୂହୁର୍ତ୍ୱ ରେ ବି ସେମାନଙ୍କ ଘରେ ପ୍ରବେଶ କରି ପାରିବେ ଇଡି । ଅର୍ଚ୍ଚନା ନାଗ ଙ୍କ ନାମରେ ଅଭିଯୋଗ ଅଭିଯୋଗ ଆଣିଥିବା ଯୁବତୀ ଙ୍କ ଜାଗମରା ଘରକୁ ଯିବ ଇଡି । ଅର୍ଚ୍ଚନା ଙ୍କ ସଂମ୍ପର୍କ ରେ କେବେଠାରୁ ଆସିଥିଲେ ଇଡି । ତାଙ୍କୁ କେମିତି ବ୍ୟବହାର କରୁଥିଲେ କେତେ ଟଙ୍କା ଅର୍ଚ୍ଚନା ଦେଇଥିଲେ ।

ଆକାଉଣ୍ଟ ରେ ନାଁ କ୍ୟାସ୍ ଦେଉଥିଲେ ଅର୍ଚ୍ଚନା ଙ୍କ କେଉଁ କେଉଁ ଜାଗାରେ ସଂମ୍ପତୀ ରହିଛି କେଉଁ ବଡ ବଡିଆ ଙ୍କ ସହିତ ମିଶୁଥିଲେ ଅର୍ଚ୍ଚନା । ଅକ୍ଷୟ ପରିଜା ଙ୍କ ସହିତ ତାଙ୍କର ପରିଚୟ କେମିତି ହେଲା । ଅକ୍ଷୟ ପରିଜା ଙ୍କ ଠାରୁ ସେ କିଛି ଟଙ୍କା ନେଇଥିଲେ କି । ଏହି ସବୁର ତଥ୍ୟ ନେବାକୁ ବହୁତ ଜଲ୍ଦି ତାଙ୍କର ଘରେ ପହଁଚି ପାରେ ଇଡି । ତେବେ ଏହାକୁ ନେଇ ଆଗାମୀ ସମୟ ରେ କେଉଁ ସବୁ ତଦନ୍ତ ହେଉଛି ଆମେ ଆପଣ ମାନଙ୍କୁ ନିଶ୍ଚିତ ଭାବେ ଜଣେଇବୁ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *