ଇଡିକୁ ମିଳିଲା ଅର୍ଚ୍ଚନାଙ୍କ ଡାଏରୀ ,ବଡ଼ ବଡ଼ିଆଙ୍କ ଭିତରେ ପଶିଛି ଛନକା

diary

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଇଡି ହାତରେ ଲାଗିଲା ଅର୍ଚ୍ଚନାଙ୍କ ଡାଏରି । ଲେଡି ବ୍ଲାକ ମେଲର ଅର୍ଚ୍ଚନା ନାଗଙ୍କ ଡାଏରି ଏବେ ଇଡି ହାତରେ । ହୁଏତ ଡାଏରି ଭିତରେ ଏଭଳି କିଛି ତଥ୍ୟ ରହିଛି ଯାହା ଇଡି ଦେଖିଲା ପରେ ତଦନ୍ତ ର ସବୁ ବାଟ ଖୋଲିଯିବ । ଯାହା ସନ୍ଦେହ କରି ଇଡି ଖୋଲୁଥିବ ତାଙ୍କୁ ମିଳିଯାଇପାରେ ।

ଖଣ୍ଡଗିରି ଥାନାରୁ ଅର୍ଚ୍ଚନାଙ୍କ ଦୁଇଟି ଡାଏରି ସଂଗ୍ରହ କରିଛି ଇଡି । ଆଜି ଖଣ୍ଡଗିରି ଥାନାକୁ ଯାଇ ସଂଗ୍ରହ କରିଥିଲେ ଇଡି ଅଧିକାରୀ । ଡାଏରି ମିଲିବା ପରେ ଏବେ ହନିଟ୍ରାପ କଳା ସାମରାଜ୍ୟ ଗୁମର ଖୋଲିବ ବୋଲି ଆଶା କରାଯାଉଛି । ତେବେ ଡାଏରିରେ ବହୁ ବଡ ବଡିଆଙ୍କ ନାଁ ଥିବା ପୂର୍ବରୁ ଚର୍ଚ୍ଚା ହେଉଥିଲା । ଏହି ପୂର୍ବରୁ ଅର୍ଚ୍ଚନାଙ୍କ ଘର ରେଡ କରି ଡାଏରି ଯବଦ କରିଥିଲା ପୋଲିସ୍ ।

archan

ତେବେ ଅନ୍ୟପଟେ ଅର୍ଚ୍ଚନା ନାଗ୍ ମାମଲାରେ ଫରେନ୍ସି କ୍ଲିଆବରୁ ଖାଲି ହାତରେ ଫେରିଛନ୍ତି ଇଡି ଅଧିକାରୀ । ତେବେ ଅଧିକ ତଥ୍ୟ ସଂଗ୍ରହ କରିବାକୁ ରାଜ୍ୟ ଫରେନ୍ସି କ୍ଲିଆବକୁ ଯାଇଥିଲା ଟିମ୍ । ହେଲେ ଏସ.ଏଫ୍. ଏଲ ରୁ ଖାଲି ହାତରେ ଫେରିଛନ୍ତି ଇଡି ଅଧିକାରୀ ।

ଫରେନ୍ସି କ୍ଲିଆବ ରିପୋର୍ଟ ଦେବାରେ ବିଳମ୍ବ ହେବାରୁ ତଦନ୍ତ ରେ ବାଧା ସୃଷ୍ଟି ହେବା କୁହାଯାଉଛି । ତେବେ ଦେଖାଯାଉ ଅର୍ଚ୍ଚନାଙ୍କ ଡାଏରିରୁ କ’ଣ କ’ଣ ତଥ୍ୟ ମିଳୁଛି । ଏବଂ କାହାର କହାର ନାଁ ଏବେ ଲୁଚି ଯାଇଥିବା ସାମ୍ନା କୁ ଆସୁଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *