ମନି ଲଣ୍ଡରିଂ ମାମଲାରେ ପ୍ରମାଣ ମିଳିବା ପରେ ଅର୍ଚ୍ଚନାଙ୍କ ସ୍ୱାମୀଙ୍କୁ ଗିରଫ କରିଛି ଇଡି

Jagabandhu

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଖେଳ ସରିଲା ଇଡି କୁ ପ୍ରମାଣ ମିଳିଲା ହଁ ମନି ଲୋଣ୍ଡ୍ରିଂ ମାମଲା ରେ ପ୍ରମାଣ ମିଳିବା ପରେ ଅର୍ଚ୍ଚନା ର ସ୍ୱାମୀ ଜଗା କୁ ଗିରୋଫ କରିଛି ଇଡି । ଆଉ ଏହା ସହିତ ପୁଣି ଥରେ ଜଗବନ୍ଧୁ ଙ୍କୁ ରିମାଣ୍ଡ ରେ ନେବା ପାଇଁ ଆବେଦନ କରିବ ଇଡି । ଯାହା ସୁଣିବାକୁ ମିଳୁଛି ପୁଣି ଥରେ ପାଞ୍ଚ ଦିନ ପାଇଁ ଜଗବନ୍ଧୁ ଙ୍କୁ ରିମାଣ୍ଡରେ ନେବା ପାଇଁ କୋର୍ଟ ରେ ଆବେଦନ କରି ପାରେ ଇଡି । ଏଠାରେ କହି ରଖିବା ପାଇଁ ଚାହିଁବୁ କି ଶେଷ ହୋଇଛି ସୁନ୍ଦରୀ ଅର୍ଚ୍ଚନା ଙ୍କ ସ୍ୱାମୀ ଜଗବନ୍ଧୁ ଙ୍କ ରିମାଣ୍ଡ ର ଅବଦ୍ଧି ।

ଆଜି ଜଗବନ୍ଧୁ ଙ୍କୁ କୋର୍ଟ ରେ ହାଜର କରିବ ଇଡି । ଆଉ କୋର୍ଟ ରେ ହାଜର ପରେ ପୁଣି ଥରେ ରିମାଣ୍ଡ ରେ ନେବାକୁ ଆବେଦନ କରି ପାରେ ଇଡି । ଆଜି ସକାଳୁ ସକାଳୁ ଜଗବନ୍ଧୁ ଙ୍କ ସ୍ୱାସ୍ଥ୍ୟ ପରିକ୍ଷା ଇଡି କାର୍ଯ୍ୟାଳୟ ରେ କରାଜାଇଛି । ଆଉ କଡା ସୁରକ୍ଷା ମଧ୍ୟରେ ଜଗବନ୍ଧୁ ଙ୍କୁ କୋର୍ଟ ରେ ହାଜର କରାଯିବ । ଏଠାରେ କହି ରଖିବାକୁ ଚାହିଁବୁ ନବ ଦମ୍ପତୀ ଙ୍କ ବେଆଇନ ଆର୍ଥିକ କାରବାର ନେଇ ଖୋଳତାଳ କରୁଛି ଇଡି ।

jaga

ଆଉ ଏହି କ୍ରମ ରେ ଉଭୟ ସ୍ୱାମୀ ସ୍ତ୍ରୀ ଙ୍କୁ ରିମାଣ୍ଡ ରେ ନେବା ପାଇଁ ଆବେଦନ କରିଥିଲା ଇଡି । ଆଉ ଏହାରି ମଧ୍ୟରେ ଯେତେ ବେଳେ ଇଡି ପ୍ରମାଣ ପାଇଛି ଠିକ୍ ସେତିକି ବେଳେ ତାକୁ ଗିରୋଫ କରିଛି । ଆଉ ଏପେଟ ଅର୍ଚ୍ଚନା ନାଗ ମାମଲା ରେ ଅନେକ ଚେହେରା ସଂମ୍ପୃକ୍ତି ଥିବା ଚର୍ଚ୍ଚା ଏବେ ଦାଣ୍ଡରେ ପଡି ହାଟରେ ପଡୁଛି । ଆଉ ଏପେଟେ ଅର୍ଚ୍ଚନା ନାଗ ମାମଲା ରେ ଅନେକ ବଡ ବଡ ଚେହେରା ସଂମ୍ପୃକ୍ତି ରହିଥିବା ଚର୍ଚ୍ଚା ଏବେ ହାଟରେ ପଡି ଦାଣ୍ଡରେ ଗଡୁଛି ।

ହେଲେ ଏବେ ଯାଏ କାହା ନାଁ ବି ଅର୍ଚ୍ଚନା କହୁ ନାହାଁନ୍ତି । ଏମିତି କି ଇଡି କୁ ସୁନ୍ଦରୀ ଅର୍ଚ୍ଚନା ତଦନ୍ତ ରେ ସହଯୋଗ କରୁ ଥିବା କଥା ନେଇ କୋର୍ଟ ରେ କହିଥିଲେ ଇଡି ଅଧିକାରୀ । ହେଲେ ଗଣମାଧ୍ୟମ ସାମ୍ନାରେ ଅର୍ଚ୍ଚନା ବିସ୍ଫୋରକ ବୟାନ ଦେଉଛନ୍ତି । ସେ ନିର୍ଦ୍ଧୋଶ ତାଙ୍କୁ ଫସେଇ ଦିଆଯାଉଛି । ସମୟ ଦେଲେ ସେ ଏକ୍ୟୁଜବ୍ଲି କହିବେ ଅର୍ଚ୍ଚନା କିନ୍ତୁ ମିଡିଆ ଆଗରେ ମ୍ଫ ହେଉଥିବା ଅର୍ଚ୍ଚନା ଇଡି ପ୍ରଶ୍ନ ବାଣ ରେ ଶନିପାତ ହୋଇ ଯାଉଛନ୍ତି । ତେବେ ପ୍ରଶ୍ନ ଉଠୁଛି ଅର୍ଚ୍ଚନା କେଉଁ ବଡ ବଡିଆ ଙ୍କୁ ଡର ରଖିଛନ୍ତି କି ଜାହା ଆଗାମୀ ସମୟ ରେ ଜଣା ପଡିବ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Kalia Yojana
Uncategorized

କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର । ଏହି ତାରିଖରେ ଆସିବ ଟଙ୍କା

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର ଆପଣ ସମସ୍ତ ଙ୍କୁ ମିଳିବାକୁ ଯାଉଛି ଟଙ୍କା ଆପଣ ମାନେ ଭୂମୀହୀନରେ ଥାଆନ୍ତୁ ବା ଆପଣ ମାନେ ଚାଷୀରେ ଥାଆନ୍ତୁ ଦୁଇ ଜଣଙ୍କୁ ମିଳିବ ଟଙ୍କା କେତେ ଟଙ୍କା ମିଳିବ କେଉଁ ତାରିଖ ରେ ମିଳିବ । କଣ ରହିଛି ସଂମ୍ପର୍ଣ୍ଣ ପ୍ରେସସ ଆପଣ ମାନଙ୍କୁ ସବୁ ବିଷୟ ରେ ସଂମ୍ପର୍ଣ୍ଣ ବିବରଣି […]

ଅଧିକ ପଢ
dj
Uncategorized

ଫସିବେ ବୋଲି ଏମିତି କଲା ମୋ ସହିତ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଡିଜେ ଆଜେକ୍ସ ଙ୍କ ମୃ-ତ୍ୟୁ କୁ ନେଇ ଦିନ ଯେତେ ଗଡୁଛି । ସନ୍ଦେହ ମଧ୍ୟ ସେତିକି ପରିମାଣ ରେ ବଢିବାରେ ଲାଗିଛି । ଏହାରି ମଧ୍ୟରେ ଡିଜେ ଆଜେକ୍ସ ଙ୍କର ଦ୍ୱାଦଶ କର୍ମ ମଧ୍ୟ ଶେଷ ହୋଇଛି । ତେବେ ଏହି ଦ୍ୱାଦଶ କର୍ମ ରେ ଆଜେକ୍ସ ଙ୍କ ସମସ୍ତ ସାଙ୍ଗ ସାଥି ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା । ହେଲେ ଯାହା […]

ଅଧିକ ପଢ
Uncategorized

ଆସିଲା ସବୁ ସତ ପଦାକୁ । ଅଭିନୟ ଜଗତରୁ କାହିଁକି ଦୁରେଇ ଯାଇଥିଲେ ଜ୍ୟୋତି ମିଶ୍ର

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବିଗତ 13 ବର୍ଷ ପରେ ପରଦା କୁ ଫେରିବେ ଜ୍ୟୋତି ମିଶ୍ର । ତେବେ ତାଙ୍କର ନୂଆ ଫିଲ୍ମ ରେ ସେ ଏହି ଦିନ ରେ ଦେଖିବା ପାଇଁ ମିଳିବେ ତେବେ ଆମେ ଆପଣ ମାନଙ୍କୁ ଏଠାର ସେ କଣ ପାଇଁ ସିନେମା ଜଗତ ରୁ ଦୂରେଇ ଜାଇ ଥିଲେ ସେହି ବିଷୟ ରେ ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ଭାବେ କହିବା ପାଇଁ ଚାହିଁବୁ […]

ଅଧିକ ପଢ