ଡ୍ରାଇଭିଙ୍ଗ ଲାଇସେନନ୍ସରେ ଆଧାର କାର୍ଡ ଲିଙ୍କ କରିବାର ସହଜ ଉପାୟ :

Spread the love

କେନ୍ଦ୍ର ସରକାର ରବିଶଙ୍କର ପ୍ରସାଦ କହିଛନ୍ତି ସରକାର ଅତି ଶୀଘ୍ର ଡ୍ରାଇଭିଂ ଲାଇସେନ୍ସ କୁ ଆଧାର କାର୍ଡ ସହିତ ଯୋଡ଼ିବା ପାଇଁ ପଳନୀୟ କରିବାକୁ ଯାଉଛି । ଦୁର୍ଘଟଣା ଦ୍ୱାରା ନିନ୍ଦନୀୟ ବ୍ୟକ୍ତି ବିପଦ ଜନକ ଜଗା ଠାରୁ ଦୌଡ଼ି ପଳାଇଥାନ୍ତି ଓ ଡୁପ୍ଲିକେଟ ଲାଇସେନ୍ସ ହାସିଲ କରିଦେଇଥାଏ । କିନ୍ତୁ ଆଧାର କାର୍ଡରେ ଲାଇସେନ୍ସ ଯୋଡିବା ପରେ ଏମିତି ହୋଇପାରିବ ନାହିଁ । ଏବେ ଏମିତି ପ୍ରଶ୍ନ ଉଠୁଛି ଯେ ଆଧାର କୁ ଡ୍ରାଇଭିଂ ଲାଇସେନ୍ସ ଲିଙ୍କ କେମିତି କରିବା । ଆସନ୍ତୁ ଆମେ ଆପଣଙ୍କୁ ଏହାକୁ କେମିତି କରିବା:-

ସର୍ବପ୍ରଥମେ ଆପଣଙ୍କ ମୋବାଇଲ ର ବ୍ରାଉଜର ଓ ଲାପଟପରେ marathi.parivahan.gov ଏହି ସାଇଟ କୁ ଯାଆନ୍ତୁ । ଏବେ ଆପଣଙ୍କ ଡ୍ରାଇଭିଂ ଲାଇସେନ୍ସ ଯେଉଁ ରାଜ୍ୟର ସେହି ରାଜ୍ୟକୁ ବାଛନ୍ତୁ । ଏବେ ଆପଣଙ୍କ ସାମନାରେ ଏକ ନୁଆଁ ପୃଷ୍ଠା ଖୋଲା ହେବ । ସେଥିରେ ଆପଣଙ୍କୁ ଡାହାଣ ପାର୍ଶ୍ଵରେ ଦେଖିବାକୁ ମିଳିବ ମେନ୍ୟୁ ବାର ସେଥିରେ ଅନ୍ଲାଇନ ଉପରେ କ୍ଲିକ କରିବାକୁ ପଡିବ । ତା ପରେ service on Driving Licence , ( Renewal /Duplicate / Aedl / Others)ର ଉପରେ କ୍ଲିକ କରନ୍ତୁ ।

ଏବେ ଆପଣଙ୍କ ସାମନାରେ ଏକ ନୁଆଁ ପୃଷ୍ଠା ଖୋଲିବ ଯେଉଁଥିରେ ଆପଣଙ୍କୁ ପୁଣିଥରେ ଆପଣଙ୍କ ରାଜ୍ୟ ପଚାରିବ । ଏବେ ଆପଣଙ୍କ ଲାଇସେନ୍ସ ହୋଇଥିବା ରାଜ୍ୟ କୁ ବାଛନ୍ତୁ । ତାପରେ Countinue ବଟନ ଉପରେ କ୍ଲିକ କରିବେ ଓ ଆପଣଙ୍କ ଆଧାର କାର୍ଡ ସହ ସମ୍ବନ୍ଧିୟ ଠିକଣା ଦିଅନ୍ତୁ । ତାପରେ ପ୍ରସୀଡ଼ ଉପରେ କ୍ଲିକ କରନ୍ତୁ ।

ସରକାର ଆଧାର କାର୍ଡକୁ ଡ୍ରାଇଭିଂ ଲାଇସେନ୍ସ ସହ ଲିଙ୍କ କରିବା ପାଳନ କରିନାହିଁ କିନ୍ତୁ ଯଦି ସରକାର ପଳନୀୟ କରିଦେବ ତେବେ ଆପଣ ଏହି ଭାବରେ ଆପଣ ଡ୍ରାଇଭିଂ ଲାଇସେନ୍ସ କୁ ଆଧାର କାର୍ଡ ଶୋ ଲିଙ୍କ କରିପାରିବେ । ଏବେ ଆପଣଙ୍କ ସାମନାରେ ଆପଣଙ୍କ ଡ୍ରାଇଭିଂ ଲାଇସେନ୍ସର ପୁରା ଠିକଣା ରହିଥିବ ସେହି ପୃଷ୍ଠା ର ତଳକୁ ମୋବାଇଲ ନମ୍ବର ଓ ଆଧାର କାର୍ଡର ବିକଳ୍ପ ଆପଣଙ୍କୁ ମିଳିବ । ଏହାପରେ ଆଧାର ନମ୍ବର ଦିଅନ୍ତୁ ଓ ମୋବାଇଲକୁ ଆସିଥିବା OTP କୁ ଦିୟନ୍ତୁ ଆପଣ ନିଜ ଡ୍ରାଇଭିଂ ଲାଇସେନ୍ସକୁ ଅପଡେଟ କରିପାରିବେ ।