ଜେରା ବେଳେ ଅର୍ଚ୍ଚନାଙ୍କର ମନେପଡୁଛି ଘରର ଚିୟର୍ସ କଥା !

Archana naga

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଫୁଲ ନିଶାରେ ନାଗ୍ ଓ ଚାନ୍ଦ । ଦିନରେ ସାଥି ଆଉ ରାତିରେ ଫୁଲ ପାର୍ଟି । କଳା ଟଙ୍କାରେ ଚାଲିଥିଲା ଅଏସ୍ ଆରାମ । ଦିନରେ ନାଗ ଫାସରେ ଫସୁଥିଲେ ଅନେକ ବଡ ବଡିଆ । ଆଉ ରାତିରେ ହେଉଥିଲା ମନ୍ଦ ପାର୍ଟି । କଳା ଟଙ୍କାରେ ଆଖି ଝଲସିବା ଭଳି ଘର ଥିବା ବେଳେ ବେଶ୍ ଅଏସ୍ ଆରାମ ଦମ୍ପତି । ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କ ସହ ଚିୟସ କରୁଥିଲେ ଅର୍ଚ୍ଚନା ନାଗ । ଆଉ ଏବେ କୋର୍ଟ ରୁ ଜେଲ୍ ଜେଲ୍ ରୁ ଇଡି ଅଫିସ ।

ବିଭିନ୍ନ ଦାମିକିଆ ମନ୍ଦ ବ୍ରାଣ୍ଡ କୁ ଏନଜୟ କରୁଥିଲେ ଦୁହେଁ ଅର୍ଚ୍ଚନା ଓ ଜଗବନ୍ଧୁ । କେବଳ ସେତିକି ନୁହଁ ଧଳା, କଳା , ନାଲି କାର୍ ରେ ବୋଲି ବାର ଅଭ୍ୟସ୍ତ ଥିଲେ ଦୁହେଁ । ଆକାଉଣ୍ଟ କୁ ଆସିଥିଲା କୋଟି କୋଟି ଟଙ୍କା । ଆଉ ଅନ୍ୟପଟେ ସ୍ୱାମୀ ଜଗବନ୍ଧୁଙ୍କ ସହ ଏଞ୍ଜୟ କରୁଥିଲେ ଅର୍ଚ୍ଚନା । ତେବେ ୭ଦିନ ର ରିମାଣ୍ଡ ପରେ ଆଜି କୋର୍ଟରେ ହାଜର ହେବେ ଲେଡି ବ୍ଲାକମେଲ୍ ର ଅର୍ଚ୍ଚନା ନାଗ ।

Archana Nag

ଗତକାଲି ଶେଷ ହୋଇଛି ଅର୍ଚ୍ଚନାଙ୍କ ୭ଦିନିଆ ରିମାଣ୍ଡ । ଆଜି କୋର୍ଟ ରେ ହାଜର କରି ପୁଣି ରିମାଣ୍ଡରେ ନେବା ପାଇଁ ଆବେଦନ କରିପାରେ ଇଡି । ସେହିପରି ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦକୁ ଆଜିଠାରୁ ରିମାଣ୍ଡରେ ନେବ ଇଡି । ଖଣ୍ଡଗିରି ଥାନାରେ ଦାଏର ମାମଲା ଅନୁଯାୟୀ ଗିରଫଦାରୀ ଆଶଙ୍କା କରି ଜାମିନ ପାଇଁ ହାଇକୋର୍ଟ ଦ୍ୱାରସ୍ଥ ହୋଇଛନ୍ତି ଜଗବନ୍ଧୁ ।

ପୂର୍ବରୁ ଏହି କେସ୍ ରେ ଦ୍ୱାରା ଜୟ ଜଗବନ୍ଧୁଙ୍କ ଯାମିନୀ ଖାରଜ କରିଥିଲେ । ଉଭୟ ଜଗବନ୍ଧୁ ଓ ଅର୍ଚ୍ଚନାଙ୍କୁ ରିମାଣ୍ଡରେ ଆଣି ମୁହାଁମୁହିଁ ଜେରା କରିପାରେ ଇଡି । ଏହା ଭିତରେ ଅର୍ଚ୍ଚନାଙ୍କ ସତ୍ୟ ବିହାର ଘରେ ଅକ୍ଟୋବର ୬ରେ ହୋଇଥିବା ଚଢାଉ ବେଳେ ଖଣ୍ଡଗିରି ପୋଲିସ କ’ଣ ସବୁ ଜବଦ କରିଥିଲା ସେ ତଥ୍ୟ ସବୁ ଇଡି କୁ ହସ୍ତାନ୍ତର କରିଛି ।

ଯାହା ଭିତରେ ରହିଛି ପାଞ୍ଚଟି ଫୋନ୍ ତିନୋଟି ଟ୍ୟାବଲେଟ ଦୁଇଟି ଲାପଟପ୍ ଓ ଦୁଇଟି ପେନଡ୍ରାଇଭ୍ । ଏସବୁ ଜବଦ ସାମଗ୍ରୀ ଭିତରେ ଅର୍ଚ୍ଚନା ର ହନିଟ୍ରାପ ର ସାକ୍ନାଣ୍ଡାଲ ର ବହୁତ ତଥ୍ୟ ଲୁଚିଥିବା ଜଣା ପଡୁଛି । ସେପଟେ ଅର୍ଚ୍ଚନା ଓ ଜଗବନ୍ଧୁଙ୍କ ଫାଖରେ ପୁଳା ପୁଳା ଟଙ୍କା ଓ ଅଳଙ୍କାର ଥିବା କୁହାଯାଉଥିବା ବେଳେ ଏସବୁ ସିଜ୍ ହୋଇଛି ନା କୁଆଡେ ଗାଏବ ହୋଇଛି । ଏହାକୁ ନେଇ ପ୍ରଶ୍ନ ଉଠିଛି ପ୍ରଶ୍ନ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Prasidhi
Uncategorized

ବଡ଼ ହେଲା ପରେ କିପରି ଦିଶୁଛନ୍ତି ଏହି ଓଡ଼ିଆ ପ୍ରସିଦ୍ଧି ଶିଶୁକଳାକାର ଦେଖନ୍ତୁ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଓଲିଉଡ ର ଚାଇଲ୍ଡ ଅଭିନେତ୍ରୀ ପ୍ରସିଦ୍ଧି ନାୟକ ଙ୍କୁ ତ ଆପଣ ମାନେ ଭଲ ଭାବେ ଜାଣିଥିବେ । ଦିର୍ଘ ଦିନ ଧରି ଓଲିଉଡ ରେ ଅଭିନୟ କରି ଆସୁଛନ୍ତି ପ୍ରସିଦ୍ଧି । ତାହାଲେ ସେ ଓଡିଆ ସିନେମା ସହିତ ଓଡିଆ ସିରିଏଲ ରେ ବି ଅଭିନୟ କରିଛନ୍ତି । ମାତ୍ର 6 ବର୍ଷ ବୟସ ରୁ ହିଁ ଓଲିଉଡ ଇଣ୍ଡଷ୍ଟ୍ରୀ ରେ କାମ […]

ଅଧିକ ପଢ
Kalia Yojana
Uncategorized

ଆଜି ଆସିବ କାଳିଆ ଯୋଜନାରେ ଟଙ୍କା । ପାଇବାକୁ ହେଲେ କରନ୍ତୁ ଏହି କାମ ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସିଲା ବଡ ଖୁସୀ ଖବର ଆଜି ଉତ୍କଳ ଦିବସ ଅବସର ରେ କାଳିଆ ଯୋଜନା ରେ ମିଳିବାକୁ ଯାଉଛି କାଳିଆ ଯୋଜନା ର କିସ୍ତି ଟଙ୍କା । ତେବେ କେଉଁ ଚାଷୀ ଙ୍କୁ ମିଳିବ କଣ ରହିଛି ସଂମ୍ପର୍ଣ୍ଣ ଅପଡେଟ ଆସନ୍ତୁ ଜାଣିନେବା ତା ଆଗରୁ ଆପଣ ମାନେ ପୋଷ୍ଟ କୁ ଶେଷ ଯାଏ ପଢନ୍ତୁ । ତେବେ କିଛି […]

ଅଧିକ ପଢ
Kalia Yojana
Uncategorized

କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର । ଏହି ତାରିଖରେ ଆସିବ ଟଙ୍କା

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର ଆପଣ ସମସ୍ତ ଙ୍କୁ ମିଳିବାକୁ ଯାଉଛି ଟଙ୍କା ଆପଣ ମାନେ ଭୂମୀହୀନରେ ଥାଆନ୍ତୁ ବା ଆପଣ ମାନେ ଚାଷୀରେ ଥାଆନ୍ତୁ ଦୁଇ ଜଣଙ୍କୁ ମିଳିବ ଟଙ୍କା କେତେ ଟଙ୍କା ମିଳିବ କେଉଁ ତାରିଖ ରେ ମିଳିବ । କଣ ରହିଛି ସଂମ୍ପର୍ଣ୍ଣ ପ୍ରେସସ ଆପଣ ମାନଙ୍କୁ ସବୁ ବିଷୟ ରେ ସଂମ୍ପର୍ଣ୍ଣ ବିବରଣି […]

ଅଧିକ ପଢ