ଦୁର୍ବଳ ଲୋକକୁ କେବଳ ଗୋଟିଏ ମାସରେ ଶକ୍ତିଶାଳୀ କରି ଦେଇଥାଏ- ଏହି ୪ ଟି ପ୍ରୋଟିନ ଖାଦ୍ୟ……

Spread the love

ପ୍ରତ୍ୟେକ ଲୋକମାନେ ଚାହିଁଥାନ୍ତି ନିଜକୁ ସ୍ୱାସ୍ଥ୍ୟବାନ ଓ ଶକ୍ତିଶାଳୀ କରିବା ନିମନ୍ତେ, ଏଥିପାଇଁ ଭିନ୍ନ ଭିନ୍ନ ଉପାୟମାନ ମଧ୍ୟ ଅବଲମ୍ବନ କରିଥାନ୍ତି । ଆମ ଶରୀରକୁ ଶକ୍ତିଶାଳୀ କରିବାପାଇଁ ବହୁତ ପରିମାଣର ପ୍ରୋଟିନ ଆବଶ୍ୟକ ହୋଇଥାଏ । ଅଧିକାଂଶ ଲୋକମାନେ ଏଥିପାଇଁ ବିଭିନ୍ନ ପ୍ରକାର ମହଙ୍ଗା ସାମଗ୍ରୀମାନ ବ୍ୟବହାର କରିଥାନ୍ତି କିନ୍ତୁ ଏହାକୁ ବ୍ୟବହାର କରିବା ସଭିଙ୍କ ପାଇଁ ସମ୍ଭବ ହୋଇ ନଥାଏ । କାରଣ ଏହା ବହୁତ ଦାମଯୁକ୍ତ । ତେଣୁ ଆମେ ଆପଣଙ୍କୁ କିଛି ଏଭଳି ପ୍ରୋଟିନ ଯୁକ୍ତ ଖାଦ୍ୟ ବିଷୟରେ କହିବୁ ଯାହାକି କମ ଖର୍ଚ୍ଚ ରେ ଭରପୁର ପ୍ରୋଟିନ ପାଇପାରିବା ।

୧) Avocado (ଏକ ପ୍ରକାର ଫଳ) ସେକ୍ –

ଆମ ଦେଶରେ ସବୁ ଜାଗାରେ Avocado ସହଜରେ ଉପଲବ୍ଧ ହୋଇ ନଥାଏ । ଯଦି ଆପଣ ଏହାକୁ ପାଇଥାନ୍ତି ତେବେ ଏହାର ଜୁସ୍ ନିଶ୍ଚୟ ପିଅନ୍ତୁ ଏହା ଆପଣଙ୍କ ଶରୀର ବହୁତ ଶକ୍ତିଶାଳୀ କରିଥାଏ । Avocado ସହ ପାଚିଲା କଦଳୀ, ନଡ଼ିଆର କ୍ଷୀର, କନ୍ଦମୂଳ ଆଦିକୁ ମିଶାଇ ଜୁସ୍ କରି ପିଅନ୍ତୁ । ଏହା ଆପଣଙ୍କ ଶରୀରକୁ ଭରପୁର ପ୍ରୋଟିନ ଦେଇଥାଏ ।

୨) କଦଳୀ ସେକ୍ –

କଦଳୀ ରେ ଭରପୁର ମାତ୍ରାରେ କ୍ୟାଲରି ଥାଏ । ଏହା ଆମ ଶରୀରର ଓଜନ ଓ ତୁରନ୍ତ ଶକ୍ତି ପ୍ରଦାନ କରିବାପାଇଁ ବହୁତ ଉପଯୋଗୀ ଅଟେ । ଏହି କାରଣ ଯୋଗୁଁ ଏହା ଶରୀର ପାଇଁ ବହୁତ ଉପଯୋଗୀ ଅଟେ । ଏହାକୁ କ୍ଷୀର ରେ ମିଶାଇ ପିଇଲେ ଶରୀରର ଓଜନ ବଢିଥାଏ । କଦଳୀ ସେକ୍ ରେ strobery, dry fruit, ଆଦିକୁ ମିଶାଇ ତିଆରି କରାଯାଇଥାଏ ।

୩) ଚିନାବାଦାମ ଚୋକଲେଟ –

ଚିନାବାଦାମ ଚୋକଲେଟ ମାଧ୍ୟମରେ ମଧ୍ୟ ଏକ ଶକ୍ତିଶାଳୀ ପ୍ରୋଟିନ ସେକ୍ କରାଯାଇପାରେ । ଚିନାବାଦାମ, କ୍ଷୀର, କଦଳୀ ଓ ମହୁ ର ମିଶ୍ରଣରେ ଏକ ଶକ୍ତିଶାଳୀ ସେକ୍ ହୋଇଥାଏ । ଯାହାକି ଶରୀରର ଓଜନ ବଢାଇବା ସହ ଶରୀରର ମାଂସ ମଧ୍ୟ ବଢାଇ ଥାଏ ।

୪) orange କ୍ରିମ ଚୋକଲେଟ –

Orange cream ସେକ୍ ଏକ ପୌଷ୍ଟିକ ପ୍ରୋଟିନ ସପ୍ଲିମେଣ୍ଟ ଅଟେ । ଏହାକୁ ପ୍ରସ୍ତୁତ କରିବାପାଇଁ creame milk ସହ orange ଜୁସ୍ orange creame ପ୍ରୋଟିନ ପାଉଡର ମିଶାଇବାକୁ ପଡିଥାଏ । ଏହାର ସେବନ ଦ୍ୱାରା ଶରୀର ଶକ୍ତିଶାଳୀ ହୋଇଯାଇଥାଏ ।

ଏଭଳି ପ୍ରୋଟିନ ଡ୍ରିଙ୍କ ବ୍ୟବହାର କରିବା ସହ ଭରପୁର ପ୍ରୋଟିନ ଯୁକ୍ତ ଖାଦ୍ୟ ମଧ୍ୟ ଭୋଜନ କରିବା ଉଚିତ । ଭୋଜନ କରିବା ସମୟରେ କେବେ ମଧ୍ୟ ସେକ୍ କୁ ପିଇବା ଉଚିତ ନୁହେଁ ।