‘ନିଶା ଦେଇ କଲେ ଅନୈତିକ କାର୍ଯ୍ୟ’ | ସବୁ ଖୋଲି କହିଦେଲା ଶ୍ରଦ୍ଧାଞ୍ଜଳୀ

Shradhanjili

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଶ୍ରଦ୍ଧାଞଳୀ ମୁହଁରେ ନାଗ ଫାସ ଗୁମର । ବ୍ଲାକମେଲ କୁଇନ ର କଳାକାରନାମା ର ଚାଞ୍ଚଲ୍ୟକର ତଥ୍ୟ । ରାଜଧାନୀ ରେ କେମିତି ଚାଲୁଥିଲା ସେକ୍ସ ସ୍କୋଣ୍ଡାଲ । କେମିତି ଫସୁଥିଲେ ବଡ ବଡିଆ ଆଉ କେମିତି ହେଉଥିଲେ ମାଲାମାଲ । ଅର୍ଚ୍ଚନା ଙ୍କ ଫୋକସ ରେ ଥିଲା ଅ-ଶ୍ଲୀ-ଳ ଭିଡ଼ିଓ । ଜୋର ଜୋବର୍ଦୋସ୍ତି ସେ ଏହି ଭିଡ଼ିଓ କରୁଥିଲେ ।

ମୃଦୁ ପାନିୟ ରେ ନିଶା ଦେଇ ଏହି ଅଶ୍ଲୀଳ ଭିଡ଼ିଓ କରିଥିଲେ ବୋଲି ବୋଲି କହିଛନ୍ତି ଅର୍ଚ୍ଚନା ଙ୍କ ଘନିଷ୍ଟ ସହଯୋଗୀ ଶ୍ରଦ୍ଧାଞଳୀ । ଏହି ସବୁ ଆପତ୍ତି କରିବା ପରେ ଶ୍ରଦ୍ଧାଞଳୀ କୁ ଏହି ସବୁ ଭିଡ଼ିଓ ଦେଖେଇ ଧମକ୍ ଦେଇଥିଲେ । 2022 ମସିହା ଜାନୁଆରୀ ମାସରେ ପ୍ରଜୋଜକ ଅକ୍ଷୟ ପରିଜା ଙ୍କ ସହିତ ସଂମ୍ପର୍କ ରଖିବାକୁ କହି ଏହାର ଭିଡ଼ିଓ ଅର୍ଚ୍ଚନା ସୁଟ କରିଥଲେ ।

Archana Nag

ଏହି ଭିଡ଼ିଓ ଜରିଆରେ ବ୍ଲାକମେଲ କରିବା ସହିତ ମିଛ କେସ ଲକ୍ଷ୍ମୀ ସାଗର ଥାନାରେ ଦାୟକ କରିବା ପାଇଁ କହିଥିବା ଶ୍ରଦ୍ଧାଞଳୀ ନିଜ ବୟାନ ରେ କହିଛନ୍ତି । ଖଣ୍ଡଗିରି ପୋଲିସ କୁ କହିଛନ୍ତି । ଖଣ୍ଡଗିରି ପୋଲିସ ଆଗରେ ଶ୍ରଦ୍ଧାଞଳୀ ର 161 ଧାରାର ବୟାନ ହୋଇଛି । ଯେଉଁଠାରେ ଶ୍ରଦ୍ଧାଞଳୀ କହିଛନ୍ତି କି ସେ 2018 ମସିହା ରେ ଚାକିରୀ ପାଇଁ ଭୁବନେଶ୍ୱର ଆସିଥିଲେ ।

ଜାଗମରା ରେ ଭଡା ରେ ରହୁଥିବା ବେଳେ ଅର୍ଚ୍ଚନା ଏବଂ ଜଗବନ୍ଧୁ ସେହି କୋଠାରେ ରହୁଥିଲେ । ଚାକିରୀ ଏବଂ ଅଧିକ ଟଙ୍କାର ଲୋଭ ଦେଖେଇ ଶ୍ରଦ୍ଧାଞଳୀ ଙ୍କୁ ସେ ଫସେଇ ଥିଲେ । ବଡ ଲୋକଙ୍କୁ ଫସେଇ ସେକ୍ସ ଭିଡ଼ିଓ କରି ବ୍ଲାକମେଲିଂ କରିବାକୁ କହିଥିଲେ । ଆପତ୍ତି ଜନକ ଭିଡ଼ିଓ ରେକର୍ଡ ହେଉଥିଲା ଆଉ ସେହି ସବୁ ଗୋଟି ଗୋଟି କରି ପୋଲିସ ଆଗରେ କହିଛନ୍ତି ଶ୍ରଦ୍ଧାଞଳୀ ।

sardha

ସେପଟେ ବ୍ଲାକମେଲର ନାଗ ଚାନ୍ଦ ଦମ୍ପତୀ ଙ୍କୁ ଏକା ସାଙ୍ଗରେ ମୁହାଁ ମୁହିଁ ଜେରା କରିବାକୁ ଇଡିର ଯୋଜନା । ଉଭୟ ଙ୍କୁ ଏକତ୍ର ଆଣି ଏକା ସାଙ୍ଗରେ ଜେରା କରିବାକୁ ଯୋଜନା କରାଜାଉଛି । ଆଜି ଅର୍ଚ୍ଚନା ଙ୍କ ରିମାଣ୍ଡ ସରୁଥିବାରୁ କାଲି ତାଙ୍କୁ କୋର୍ଟ ରେ ହାଜର କରାଯିବ । ଏବଂ ଇଡି ପୁଣିଥରେ ରିମାଣ୍ଡ ଆବେଦନ କରିବ ବୋଲି ଜଣା ପଡିଛି । ସେହି ପରି ଆସନ୍ତା କାଲି ଅର୍ଚ୍ଚନା ଙ୍କ ସ୍ୱାମୀ ଜଗବନ୍ଧୁ ଙ୍କୁ ମଧ୍ୟ କୋର୍ଟରେ ହାଜର କରାଯିବ । ତାଙ୍କୁ ବି ଏକାଠି ନେଇ ଉଭୟ ଙ୍କୁ ଜେରା କରିବାର ଯୋଜନା ରଖିଛି ଇଡି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Kalia Yojana
Uncategorized

କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର । ଏହି ତାରିଖରେ ଆସିବ ଟଙ୍କା

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର ଆପଣ ସମସ୍ତ ଙ୍କୁ ମିଳିବାକୁ ଯାଉଛି ଟଙ୍କା ଆପଣ ମାନେ ଭୂମୀହୀନରେ ଥାଆନ୍ତୁ ବା ଆପଣ ମାନେ ଚାଷୀରେ ଥାଆନ୍ତୁ ଦୁଇ ଜଣଙ୍କୁ ମିଳିବ ଟଙ୍କା କେତେ ଟଙ୍କା ମିଳିବ କେଉଁ ତାରିଖ ରେ ମିଳିବ । କଣ ରହିଛି ସଂମ୍ପର୍ଣ୍ଣ ପ୍ରେସସ ଆପଣ ମାନଙ୍କୁ ସବୁ ବିଷୟ ରେ ସଂମ୍ପର୍ଣ୍ଣ ବିବରଣି […]

ଅଧିକ ପଢ
dj
Uncategorized

ଫସିବେ ବୋଲି ଏମିତି କଲା ମୋ ସହିତ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଡିଜେ ଆଜେକ୍ସ ଙ୍କ ମୃ-ତ୍ୟୁ କୁ ନେଇ ଦିନ ଯେତେ ଗଡୁଛି । ସନ୍ଦେହ ମଧ୍ୟ ସେତିକି ପରିମାଣ ରେ ବଢିବାରେ ଲାଗିଛି । ଏହାରି ମଧ୍ୟରେ ଡିଜେ ଆଜେକ୍ସ ଙ୍କର ଦ୍ୱାଦଶ କର୍ମ ମଧ୍ୟ ଶେଷ ହୋଇଛି । ତେବେ ଏହି ଦ୍ୱାଦଶ କର୍ମ ରେ ଆଜେକ୍ସ ଙ୍କ ସମସ୍ତ ସାଙ୍ଗ ସାଥି ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା । ହେଲେ ଯାହା […]

ଅଧିକ ପଢ
Uncategorized

ଆସିଲା ସବୁ ସତ ପଦାକୁ । ଅଭିନୟ ଜଗତରୁ କାହିଁକି ଦୁରେଇ ଯାଇଥିଲେ ଜ୍ୟୋତି ମିଶ୍ର

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବିଗତ 13 ବର୍ଷ ପରେ ପରଦା କୁ ଫେରିବେ ଜ୍ୟୋତି ମିଶ୍ର । ତେବେ ତାଙ୍କର ନୂଆ ଫିଲ୍ମ ରେ ସେ ଏହି ଦିନ ରେ ଦେଖିବା ପାଇଁ ମିଳିବେ ତେବେ ଆମେ ଆପଣ ମାନଙ୍କୁ ଏଠାର ସେ କଣ ପାଇଁ ସିନେମା ଜଗତ ରୁ ଦୂରେଇ ଜାଇ ଥିଲେ ସେହି ବିଷୟ ରେ ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ଭାବେ କହିବା ପାଇଁ ଚାହିଁବୁ […]

ଅଧିକ ପଢ