ଏହି ଝିଅଟି ସହ ବିବାହ କଲେ ଯୌତୁକରେ ସୁନାର କାର ସହ ୧ ହଜାର କୋଟି ଟଙ୍କା ମିଳିବ କିନ୍ତୁ ରହିଛି ଏକ ସର୍ତ୍ତ ରହିଛି ।

Spread the love

ଯେତେବେଳେ କୌଣସି ଝିଅ କୌଣସି ପୁଅ ସହ ବିବାହ କରିଥାଏ, ତେବେ ଝିଅଟି ସର୍ବଦା ଚେଷ୍ଟା ରହିଥାଏ ଯେ ନିଜ ପାଇଁ ନିଜ ପସନ୍ଦିୟ ଜୀବନସାଥୀଟି ମିଳୁ ବୋଲି । ପ୍ରତି ଝିଅଙ୍କର ମନରେ ଏକ ସୁନ୍ଦର ସୁଶୀଲ ପୁଅର ଛବି ଉଙ୍କି ମାରୁଥାଏ । କିନ୍ତୁ ପ୍ରତ୍ୟେକ ଝିଅଙ୍କୁ ଏହିଭଳି ନିଜ ମନ ପସନ୍ଦୀୟ ପୁଅ ମିଳିବା ସହଜ ହୋଇନଥାଏ । ଆପଣ ଯେଉଁ ପୁଅକୁ ପସନ୍ଦ କରନ୍ତି; ସେହି ପୁଅକୁ ଆପଣ ମଧ୍ୟ ପସନ୍ଦ ଆସିବା ଜରୁରୀ ଅଟେ । ଏହି ପରିପ୍ରେକ୍ଷୀରେ ଉପଯୁକ୍ତ ଜୀବନସାଥୀ ଖୋଜିବା କଷ୍ଟ ହୋଇଯାଇଥାଏ । ଏହିଭଳି ଜଣେ ଝିଅ ଏକ ଅଜବ ଏବଂ ଭିନ୍ନ ଧରଣର ଉପାୟ ବାହାର କରିଛନ୍ତି । ଏହି ଝିଅକୁ ବିବାହ କରିବା ପାଇଁ ଥିବା ପୁଅକୁ ଯୌତୁକରେ ସୁନାର କାର ଏବଂ ଏକ ହାଜର କୋଟି ଟଙ୍କା ଦେବା ପାଇଁ ପ୍ରସ୍ତୁତ ଅଛି ।

ସାଧାରଣତଃ ଏହା ଦେଖିବା ପାଇଁ ମିଳିଥାଏ, ଯେତେବେଳେ କୌଣସି ବିବାହ ହୋଇଥାଏ କନ୍ୟାପକ୍ଷ ଯୌତୁକ ଦେଇଥାନ୍ତି । କିନ୍ତୁ ଏହି ଘଟଣା ଭିନ୍ନ ଧରଣର ଅଟେ । ଏହି ଘଟଣାରେ ଜଣେ ଝିଅ ନିଜ ସହ ବିବାହ କରିବା ପାଇଁ ଥିବା ପୁଅକୁ ଯୌତୁକ ଦେଉଛି । ଏହି ଯୌତୁକ ମଧ୍ୟ ସାମାନ୍ୟ ନୁହେଁ । ଏକ ସୁନାର କାର ଏବଂ ଏକ ହଜାର କୋଟି ଟଙ୍କା । ବର୍ତ୍ତମାନ ଆପଣ ମନରେ ଅନେକ ପ୍ରଶ୍ନ ଉଙ୍କି ମାରୁଥିବ ଯେ, ଏହି ଝିଅ ଦେଖିବା ପାଇଁ ଅସୁନ୍ଦର ହୋଇଥିବ ଏଥିପାଇଁ ପୁଅକୁ ଯୌତୁକରେ ଏତେ ସମ୍ପତ୍ତି ଦେଉଛି । ସୁନ୍ଦରତା ବିଷୟରେ ଝିଅଟି ବହୁତ ସୁନ୍ଦର ଅଟେ । ଏହା ସ୍ୱତେ କୌଣସି ମଧ୍ୟ ପୁଅ ଏହି ଝିଅଟି ସହ ବିବାହ କରିବା ପାଇଁ ସାହସ କରୁ ନାହାଁନ୍ତି ।

ଏହି ଝିଅଟି ବିବାହ କରିବା ଏକ ସର୍ତ୍ତ ରଖିଛି । ଏହି ଝିଅର ସର୍ତ୍ତ ଅନୁସାରେ, ଝିଅଟି କେବଳ ସେହି ପୁଅ ସହ ବିବାହ କରିବ ଯିଏ ବହୁତ ସାହାସି ହୋଇଥିବ ଏବଂ ବଳବାନ ହୋଇଥିବ ।କିନ୍ତୁ ଆଜି ପର୍ଯ୍ୟନ୍ତ କୌଣସି ମଧ୍ୟ ପୁଅ ଏହି ସର୍ତ୍ତ ପୂରଣ କରି ପାରିନାହାଁନ୍ତି । ଏହାର କାରଣ ହେଉଛି ଝିଅଟିର ଭାଇ ଦୁନିଆର ବଡ଼ ବିପଦପୂର୍ଣ୍ଣ ବ୍ୟକ୍ତି ଅଟେ । ଏହି ପରିପ୍ରେକ୍ଷୀରେ କୌଣସି ପୁଅ ବିବାହ କରିବା ପାଇଁ ସାହସ ଜୁଟାଇ ପାରୁନାହାଁନ୍ତି । ଏହି କାରଣରୁ ଝିଅଟି ନିଜ ପାଇଁ ଏହିପରି ଜଣେ ଜୀବନସାଥୀ ଖୋଜୁଛି ଯିଏ ଝିଅଟିର ଭାଇକୁ ସାମ୍ନା କରିପାରିବ ।

କହିବା ପାଇଁ ଚାହୁଁଛୁ ଏଠାରେ ଯେଉଁ ଝିଅଟିର ଭାଇ ବିଷୟରେ କହୁଛୁ, ସେ ଅନ୍ୟ କେହି ନୁହେଁ ବରଂ ଉତ୍ତର କୋରିୟାର ପରିଚିତ ବ୍ୟକ୍ତି କିମ୍ ଜଙ୍ଗ ଉନ ଅଟେ । କିମ୍ ନିଜ ଭଉଣୀର ବିବାହ ପାଇଁ ଜଣେ ଯୋଗ୍ୟ ବର ଖୋଜିବାରେ ଲାଗିଛନ୍ତି । ତାଙ୍କୁ ଏହିପରି ଏକ ବରର ଆବଶ୍ୟକ ରହିଛି; ଯାହାର ଉଚ୍ଚତା ୫ ଫୁଟ ୧୦ ଇଞ୍ଚ ହୋଇଥିବ ଏବଂ ପୁଅଟିର ପୂର୍ବରୁ କୌଣସି ଝିଅ ସହ ପ୍ରେମ ସମ୍ପର୍କ ନଥିବ । କେବଳ ଏତିକି ନୁହେଁ; ସେହି ପୁଅଟିର ଓଜନ ୭୫ କିଲୋ ହୋଇଥିବ ଏବଂ ପୁଅଟିର ସିକ୍ସ ପ୍ୟାକ ଏବସ୍ ମଧ୍ୟ ଥିବ । ବର୍ତ୍ତମାନ ଆପଣ ଚିନ୍ତା କରନ୍ତୁ ଏହିପରି ସଠିକ ବର କେଉଁଠୁ ମିଳିବ ?ଏ ବଂ ଯଦି ମିଳିଯାଏ କଣ ସେ କିମ୍ ଙ୍କର ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇପାରିବ ।

ଯଦି ଆପଣଙ୍କୁ ଏହି ସୁଯୋଗ ମିଳେ; ତେବେ କଣ ଆପଣ ଏହି ଝିଅଟି ସହ ବିବାହ କରିବା ପାଇଁ ଇଚ୍ଛୁକ ହେବେ; ନିଜର ଉତ୍ତର କମେଣ୍ଟ ବକ୍ସରେ ଦିଅନ୍ତୁ ।