ଭୁଲରେବି ଏହି 4ଟି କଥା କାହାକୁ ବି କୁହନ୍ତୁ ନାହିଁ । ନହେଲେ କାଙ୍ଗାଳ ହୋଇଯିବେ…

4 things

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ ଜଣାଉଛୁ । ବନ୍ଧୁଗଣ ଚାଣକ୍ୟ ଙ୍କ ଦ୍ୱାରା ରଚିତ ଚାଣକ୍ୟ ନିତି ଶାସ୍ତ୍ର ରେ ବର୍ଣ୍ଣନା କରାଯାଇଥିବା କିଛି ଏପରି କଥା କହିବୁ ଯାହାକି ଆପଣ ମାନେ କେବେ ହେଲେ ଏପରି କଥା କେବେ ହେଲେ ଭୁଲ ରେ ମଧ୍ୟ କାହା ଆଗରେ ପ୍ରକାଶ କରିବା ଅନୁଚିତ ଅଟେ ଏବଂ ଯଦି ଆପଣ ଏହି କଥା କୁ କେବେ କାହାକୁ କୁହନ୍ତି ତେବେ ଆପଣ ଆପଣ ଙ୍କ ଜୀବନ ରେ ବହୁତ ଦୁଃଖ କଷ୍ଟ ର ସାମନା କରିବାକୁ ପଡିବ । ତେବେ ଆସନ୍ତୁ ଜାଣିବା କଣ ସେହି କଥା ଯାହାକୁ ଆପଣ ମାନେ ଭୁଲ ରେ ବି କେବେ କାହା ଆଗରେ କହିବା ଅନୁଚିତ ଅଟେ ।

ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ଆଚାର୍ଯ୍ୟ ଚାଣକ୍ୟ ହେଉଛନ୍ତି ଜଣେ ବହୁତ ବଡ ଜ୍ଞାନୀ ମହା ପୁରୁଷ ସେ ତାଙ୍କ ଦ୍ୱାରା ରଚିତ କରାଯାଇଥିବା ନୀତି ଶାସ୍ତ୍ର ରେ ଏପରି କିଛି ନିତି ବାଣୀ ବିଷୟ ରେ ସବୁ ବର୍ଣ୍ଣନା କରିଯାଇଛନ୍ତି ଯାହାକି ମଣିଷ ସମାଜ ସେହି କଥା କୁ ପାଳନ କରିବା ଦ୍ୱାରା ସେ ତାର ଜୀବନ ରେ କେବେ କୈଣସି ସମସ୍ୟା ର ସାମନା କରି ନଥାଏ ।

ତେବେ ଆଜି ଆମେ ଆପଣ ମାନଙ୍କୁ ଚାଣକ୍ୟ ଙ୍କ ନୀତି ଶାସ୍ତ୍ର ରେ ପ୍ରଥମ ଅଧ୍ୟାୟ ରେ କୁହାଯାଇଥିବା କିଛି ଏପରି କିଛି କଥା ବିଷୟ ରେ ଜଣାଇବୁ ଯାହାକି ଆପଣ ମାନେ କେବେ ହେଲେ ଭୁଲରେ ବି କାହା ଆଗରେ ପ୍ରକାଶ କରିବା କଥା ନୁହଁ ଏମିତି ରେ ଆପଣ ଙ୍କ ର ପିତା ଙ୍କ ନିକଟ ରେ ମଧ୍ୟ ଏପରି କଥା କହିବା ଉଚିତ ନୁହେଁ ।

Chanakya

ତେବେ ଚାଣକ୍ୟ କହିଛନ୍ତି କେବେ କାହାକୁ ଅର୍ଥ ନାଶମ ଅର୍ଥାତ ଧନ ର ହାନୀ ହେବା କଥା କେବେ ହେଲେ କାହା ନିକଟ ରେ କହିବା ଉଚିତ ହୋଇନଥାଏ ଏହାର ଅର୍ଥ ଯଦି ଆପଣ ଧନ ର ଅଭାବ କାହା ପାଖରେ ପ୍ରକାଶ କରନ୍ତି ତେବେ ସେ ଆପଣ ଙ୍କ ର ଅଭାବ ସମ୍ପର୍କ ରେ ଜାଣିପାରି ସେ କେବେ ହେଲେ ଆପଣ ଙ୍କୁ ଟଙ୍କା ଉଦ୍ଧାର ଦେଇନଥାଏ , ତେବେ ଆପଣ ସର୍ବଦା ଧନ ର ଅଭାବ କୁ ନେଇ ଦୁଃଖ ପ୍ରକାଶ ନ କରି ଚେଷ୍ଟା କରନ୍ତୁ ତାହାକୁ ଆପଣ କିପରି ଭରଣ କରିପାରିବେ ।

ତେବେ ଆଗକୁ ଏହା କୁହାଯାଇଛି କି କେବେ ବି ଆପଣ ଆପଣ ଙ୍କ ର ଦୁଃଖ ଏବଂ ସମସ୍ୟା ବିଷୟ ରେ କେବେ ହେଲେ କାହା ଆଗରେ କହିବା ଉଚିତ ହୋଇନଥାଏ କାରଣ ଅନ୍ୟ ମାନେ ଏହାକୁ ଶୁଣି ପରବର୍ତ୍ତୀ ସମୟ ରେ ସେମାନେ ଆପଣ ଙ୍କ ର ସମସ୍ୟା କୁ ନେଇ ମଜାକ ଉଡାଇଥାନ୍ତି ।

ତେବେ ଏହା ପରେ କୁହାଯାଇଛି କି ଘର ର ମହିଳା ମାନଙ୍କ ବିଷୟ ରେ କେବେ କାହା ଆଗରେ ପ୍ରକାଶ କରିବା ଅନୁଚିତ ଅଟେ କାରଣ ଏହା କରିବା ଦ୍ୱାରା ଅନ୍ୟ ମାନେ ଆପଣ ଙ୍କ ର ଏପରି ଦୁର୍ବଳତାର ଫାଇଦା ଉଠାଇଥାନ୍ତି ।

Chanakya

ତେବେ ଶେଷରେ କୁହାଯାଇଛି କି ଯଦି କୈଣସି ଖରାପ ଲୋକ ଆପଣ ଙ୍କୁ କୈଣସି ଖରାପ କଥା କହୁଥାଏ ତେବେ ଆପଣ ମାନେ ତାଙ୍କର ଏପରି କଥା କୁ ଧ୍ୟାନ ନଦେବା ଉଚିତ ଏବଂ ଏ ସମ୍ପର୍କରେ କେବେ ହେଲେ କାହାକୁ ନ କହିବା ଉଚିତ୍ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *