ନାରୀଙ୍କ ଦ୍ଵାରା କରାଯାଉଥିବା ଏହି କାର୍ଯ୍ୟ ଦେଖିଲେ ଶାସ୍ତ୍ର ଅନୁସାରେ ପାପ ହୋଇଥାଏ ।

Spread the love

ନମସ୍କାର ବନ୍ଧୁଗଣ, ଆଜି ଆପଣ ସମସ୍ତଙ୍କୁ ଆମର ଏହି ପୋଷ୍ଟକୁ ସ୍ୱାଗତ ଜଣାଇବା ସହ ଶାସ୍ତ୍ରରେ କଥିତ ତିନୋଟି ଏପରି କାମ ବିଷୟରେ କାହିବାକୁ ଯାଉଛୁ ଯାହାକି ସ୍ତ୍ରୀ ମାନେ କରିବା ସମୟରେ କେବେ ମଧ୍ୟ ଦେଖିବା ଉଚିତ ନୁହେଁ । ଯେଉଁ ବ୍ୟକ୍ତି ଏହି ତିନୋଟି କାମକୁ କୌଣସି ସ୍ତ୍ରୀ କରୁଥିବାର ଦେଖିବାକୁ ଚେଷ୍ଟା କରୁଛନ୍ତି, ତେବେ ସେ ପାପର ଭାଗିଦାରୀ ହୋଇଥାଏ ।

Google

୧.ବନ୍ଧୁଗଣ କେବେ ମଧ୍ୟ କୌଣସି ସ୍ତ୍ରୀ ସ୍ନାନ କରିବା ସମୟରେ ଦେଖିବା ଶାସ୍ତ୍ର ଅନୁସାରେ ଘୋର ପାପ ଅଟେ । କୌଣସି ବ୍ୟକ୍ତି ଏହିପରି କାମ କରିଥାଏ ତାକୁ ଦଣ୍ଡ ମିଳିଥାଏ । ସ୍ତ୍ରୀ ମାନଙ୍କୁ ସର୍ଵଦା କପଡା ପିନ୍ଧି ସ୍ନାନ କରିବା ଉଚିତ ।

Google

୨.କୌଣସି ସ୍ତ୍ରୀ ତା ଶିଶୁକୁ କ୍ଷୀର ପାନ କରାଇବା ସମୟରେ ତାକୁ ଦେଖିବା ଉଚିତ ନୁହେଁ, କାରଣ ଯେତେବେଳେ ଶିଶୁ ଜଣକ ମାଆର ଗର୍ଭରୁ ଧରା ପୃଷ୍ଠରେ ଅବତୀର୍ଣ ହୋଇଥାଏ, ସେହି ସମୟରେ ଶିଶୁଟି ନିଜ ଆହାର ପାଇଁ ମାଆର କ୍ଷୀର ଉପରେ ନିର୍ଭର କରିଥାଏ । ଯଦି କୌଣସି ସ୍ତ୍ରୀ ତା ଶିଶୁକୁ କ୍ଷୀର ପାନ କରାଇବା ସମୟରେ ତାକୁ ଯେଉଁ ବ୍ୟକ୍ତି ଦେଖିଥାଏ ସେ ପାପର ଭାଗିଦାରୀ ହୋଇଯାଇଥାଏ ।

Google

୩. ଶାସ୍ତ୍ରରେ ବର୍ଣିତ ରହିଛି, କୌଣସି ସ୍ତ୍ରୀର ଇଜ୍ଜତ ତା କପଡ଼ାରେ ଥାଏ । ଯଦି ସ୍ତ୍ରୀ କପଡା ବଦଳାଇବା ସମୟରେ ଯେଉଁ ବ୍ୟକ୍ତି ତାକୁ ଦେଖିବାକୁ ଚେଷ୍ଟା କରେ,ତେବେ ସେହି ବ୍ୟକ୍ତି ପାପର ଭାଗିଦାରୀ ହୋଇଥାଏ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋଷ୍ଟ କିପରି ଲାଗିଲା କମେଣ୍ଟ ମାଧ୍ୟମରେ ଆମକୁ ଜଣାଇବେ । ଲେଖାଟି ପସନ୍ଦ ହୋଇଥିଲେ ବନ୍ଧୁ ମାନଙ୍କ ସହ ଅଧିକରୁ ଅଧିକ ଶେୟାର କରନ୍ତୁ ।