ଆପଣଙ୍କ ପାଖକୁ ମଧ୍ୟ ଏହି ନମ୍ବରରୁ call ଆସିଲେ receive କରନ୍ତୁ ନାହିଁ, ନଚେତ କାଙ୍ଗାଳ ହୋଇଯିବେ !

Spread the love

ଆଜିକାଲି ପ୍ରାୟ ସମସ୍ତଙ୍କ ମୋବାଇଲକୁ ବିଦେଶ ନମ୍ବରରୁ ଫୋନ କଲ ଆସିବା ସାଧାରଣ କଥା ହୋଇଗଲାଣି । କିନ୍ତୁ ସାଇବର୍ ହେକର୍ସମାନେ ବର୍ତ୍ତମାନ sim calling ର ନୂଆ ମାଧ୍ୟମରେ ଲୋକଙ୍କୁ call କରି କାଙ୍ଗଳ କରିଦେଉଛନ୍ତି । ଫୋନ ନମ୍ବର ଜରିଆରେ ଆପଣଙ୍କ ଡାଟା ଟ୍ରାକିଙ୍ଗ କରି ନେଇଯାନ୍ତି । ଏବଂ ଆପଣ sim card କୁ clone କରି ଦିଅନ୍ତୁ । ଯଦ୍ୱାରା ଆପଣଙ୍କ ନମ୍ବର ଯେଉଁଠି ବି ରେଜିଷ୍ଟ୍ରି ହୋଇଛି, ତାହାକୁ ସେମାନେ ସହଜରେ ନିଜ ନିୟନ୍ତ୍ରଣରେ ପରିଚାଳନା କରିପରନ୍ତୁ ।

ନିକଟ ଅତୀତରେ ଡେରାଡୁନରେ ଘଟିଥିବା Atm cloneing ପରେ ପୋଲିସ ମଧ୍ୟ ସତର୍କ ହୋଇଯାଇଛି । ସେଥି ସକାଶେ ଲୋକଙ୍କୁ ଜାଗ୍ରତ ରହିବା ପାଇଁ ସୋସିଆଲ ମିଡିଆ ଦ୍ୱାରା ଓ ଅନ୍ୟାନ୍ୟ ମାଧ୍ୟମରେ ଲୋକଙ୍କ ନିକଟକୁ ଏହି ଖବର ପଠାଯାଉଛି । ଆପଣଙ୍କ ନମ୍ବରକୁ କେତେକ ଅଚିହ୍ନ ନମ୍ବର ଓ ବିଦେଶୀ ନମ୍ବରରୁ message ମଧ୍ୟ ଆସେ, ସେହି message ଗୁଡିକର ପ୍ରତି ଉତ୍ତର (Reply) ଦିଅନ୍ତୁ ନାହିଁ । ଏବଂ କୌଣସି ଅଚିହ୍ନତ ନମ୍ବରରୁ call ଆସିଲେ ତୁରନ୍ତ Receive କରନ୍ତୁ ନାହିଁ ।

ସାଇବର ଏକ୍ସପର୍ଟଙ୍କ କହିବା କଥା ଯେ, #90, #9 କିମ୍ବା #92 ଏହିପରି ପ୍ରାରମ୍ଭିକ ନମ୍ବର ରହି call ଆସିଲେ ଆପଣମାନେ ସାବଧାନ ହୋଇଯାନ୍ତୁ । ଡରନ୍ତୁ ନାହିଁ, କିନ୍ତୁ ଫୋନ Receive କରନ୍ତୁ ନାହିଁ । ବିଦେଶରୁ ଅର୍ଥାତ ଏହି ସବୁ ନମ୍ବରରୁ call ଆସିବ ଦ୍ୱାରା ସାଇବର ହେକର୍ସମାନେ ଆପଣଙ୍କ ସିମ୍ କାର୍ଡର ସମସ୍ତ ତଥ୍ୟ ଚୋରି କରି, ଓ ଆପଣଙ୍କୁ କାଙ୍ଗଳ କରି ଦେଇପାରନ୍ତି ।

ଯଦି ଆପଣ prepaid ଗ୍ରାହକ ହୋଇଥିବେ ପ୍ରଥମତଃ ଆପଣଙ୍କ ମୋବାଇଲର ଡାଟା ଚୋରି କରିବେ ପୁନଶ୍ଚ ଆପଣଙ୍କ ମୋବାଇଲରୁ ବଲେନ୍ସ ମଧ୍ୟ ଆପେ ଆପେ ସାରିଯାଉଥିବା । ଯଦି postpaid ହୋଇଥିବ ତେବେ ବିଲ ଅଧିକା ଆସିବ । ଯାହା ଆପଣଙ୍କ ପାଇଁ ଏକ ବୋଝ ସଦୃଶ୍ୟ । ତେଣୁ ଅଚିହ୍ନା ନମ୍ବରରୁ call ଆସିଲେ Receive କରନ୍ତୁ ନାହିଁ ଏବଂ କେହି ଯଦି ଆପଣଙ୍କୁ #90 କିମ୍ବା #9 ଏହି ନମ୍ବରକୁ call କରିବାକୁ କହିବେ ତଥାପି call କରନ୍ତୁ ନାହିଁ । ଫୋନ receive କରିବା ଦ୍ୱାରା କେବଳ ଆପଣ ଡାଟା ନୁହେଁ sim କର୍ଡ ନୁମ୍ବେର ସହ ଜଡ଼ିତ ଥିବା ସମସ୍ତ ତଥ୍ୟ (ଯେପରିକି ବ୍ୟାଙ୍କ ଆକାଉଣ୍ଟ, ଆଧାର କାର୍ଡ ଇତ୍ୟାଦି ସମ୍ବନ୍ଧରେ) ସେମାନେ ଚୋରି କରି ନେଇ ପାରିବେ ।

ଆପଣଙ୍କୁ ଆଉ କଥା ମଧ୍ୟ ଜଣାଇ ଦେଉଛୁ ଯେ, ବିଦେଶୀ ନମ୍ବର କିମ୍ଵା ୫ଅଙ୍କ ବିଶିଷ୍ଟ ନମ୍ବରରୁ call ଆସିଲେ Receive କରନ୍ତୁ ନାହିଁ । କିମ୍ଵା ଆପଣ call back ମଧ୍ୟ କରନ୍ତୁ ନାହିଁ । ଯଦି ଆପଣ call receive କରି ନାହାନ୍ତି, ତେବେ ଜାଣି ରଖନ୍ତୁ ଆପଣ ତଥ୍ୟ ସୁରକ୍ଷିତ ଅଛି । ଏହା ସଂଗେ ସଂଗେ ଏହି ବିଷୟରେ ନିକଟସ୍ଥ ଥାନାରେ ମଧ୍ୟ ଜଣାନ୍ତୁ ।