କୁଆଁରି ଝିଅମାନେ ଭୁଲରେବି ଶିବଙ୍କୁ ଏପରି ପୁଜନ୍ତୁ ନାହିଁ । ହେବ ସର୍ବନାଶ

mahadev 1

ମହାଦେବ ଯିଏ ଦେବ ଙ୍କ ଦେବ ଅଟନ୍ତି , ଯିଏ ଏହି ସଂସାର ରେ କୋଣ କୋଣ ରେ ବିରାଜ ମାନ ଅଟନ୍ତି ସେହି ଦିଦ୍ୟମାନ ଶିବ ହିଁ ଅଟନ୍ତି । ଶିବ ହିଁ ଆଦି ଏବଂ ଶିବ ହିଁ ଅନନ୍ତ ଅଟନ୍ତି । ଶିବ ଙ୍କୁ ଭୋଳାନାଥ ମଧ୍ୟ କୁହାଯାଏ କାରଣ ସେ ତାଙ୍କ ଭକ୍ତ ମାନଙ୍କ ଭିତରେ କୈଣସି ପ୍ରକାର ର ଭେଦ ଭାବ କରି ନଥାନ୍ତି । ଭକ୍ତ ମାନବ ହେଉ ଅବା ଦାନବ ହେଉ , ମଣିଷ ହେଉ ଅବା ପଶୁ ହେଉ ସେ ସମସ୍ତ ଙ୍କ ଉପରେ ତାଙ୍କର କ଼ୃପା ବର୍ଷା କରଥାନ୍ତି , ଏଥିପାଇଁ ଶିବ ଙ୍କୁ ପଶୁପତି ମଧ୍ୟ କୁହାଯାଏ ।

ଏହା ସହ ପ୍ରଭୁ ଭୋଳାନାଥ ତାଙ୍କ ଭକ୍ତ ମାନଙ୍କ ପରୀକ୍ଷା ନେଇଥାନ୍ତି ଏବଂ ଉଚିତ୍ ସମୟ ଆସିବା ପରେ ସେମାନଙ୍କ ର ମନସ୍କାମନା ପୁରଣ କରିଥାନ୍ତି ଏହା କହିବାକୁ ଗଲେ ପ୍ରଭୁ ଭୋଳାନାଥ ପୁରାଣ ସମୟ ରେ ତାଙ୍କ ଭକ୍ତ ମାନଙ୍କ ସହ କୋଠର ରୁ କୋଠର ପରୀକ୍ଷୀ ନେଉଥିଲେ ଏବଂ ପ୍ରାଚୀନ ଗ୍ରନ୍ଥ ରେ ଏହା ପ୍ରମାମ ମଧ୍ୟ ରହିଛି ।

shiba

ତେବେ ବନ୍ଧୁଗଣ ଆଜି ଆମେ ଏପରି କିଛି ମହିଳା ମାନଙ୍କ ବିଷୟ ରେ କହିବୁ ଯେଉଁ ମାନଙ୍କ ପାଇଁ ପ୍ରଭୁ ଭୋଳାନାଥ ଙ୍କ ଶିବ ଲିଙ୍ଗ କୁ ପୂଜା କରିବା ପାଇଁ ମନା ତେବେ ଏହା ମାନା ଯାଏ କି ପ୍ରଭୁ ଭୋଳାନାଥ ସବୁବେଳେ ଧ୍ୟ୍ୟନ ମଗ୍ନ ରହିଥାନ୍ତି ଏବଂ ତାଙ୍କର ପୂଜା କରାଯାଉଥିବା ଲିଙ୍ଗ ଅତ୍ୟନ୍ତ ତେଜ୍ୟୋସୀ ହୋଇଥାଏ ଏହା ର ସାମନା କରିବା ପାଇଁ ଅବିବାହିତା ମହିଳା ମାନଙ୍କ ପାଇଁ ବାରଣ ହୋଇଥାଏ ।

ପ୍ରଭୁ ଭୋଳାନାଥ ଙ୍କ ଲିଙ୍ଗ କୁ ପୂଜା କରିବା ତ ଦୂର କଥା ଅବିବାହିତା ମହିଳା ମାନଙ୍କୁ ଶିବ ଲିଙ୍ଗ ପାଖକୁ ଯିବା ପାଇଁ ଏବଂ ଶିବ ଲିଙ୍ଗ ଚାରି ପାଖରେ ପରିଭ୍ରମଣ କରିବା ବି ମଧ୍ୟ ନିଷେଧ ହୋଇଥାଏ । ତେବେ ପ୍ରଭୁ ଭୋଳାନାଥ ଙ୍କର ପୂଜା କହିବାକୁ ଗଲେ ପୁରୁଷ ମାନଙ୍କ ଦ୍ୱାରା କରାଯାଇଥାଏ । ତେବେ ଏହାର ମାନେ ନୁହଁ କି ପ୍ରଭୁ ଭୋଳାନାଥ ଙ୍କର ପୂଜା ମହିଳା ମାନେ କରି ପାରିବେ ନାହିଁ ତେବେ ସତ୍ୟ କଥା କହିବାକୁ ଗଲେ ପ୍ରଭୁ ଭୋଳାନାଥ ସର୍ବଦା ଧ୍ୟ୍ୟାନ ରେ ଲିନ ରହିଥାନ୍ତି ତାଙ୍କର ଧ୍ୟ୍ୟାନ ଭଙ୍ଗ ହେଲେ ବହୁତ ଖାରପ ପରିଣାମ ମିଳିଥାଏ ତାହା ଆପଣ ମାନେ ସମସ୍ତେ ଅବଗତ ଥିବେ ।

mahadev

ପ୍ରଭୁ ଭୋଳାନାଥ ପୂଜା କରିବା ପାଇଁ ସ୍ୱର୍ଗ ର ଦେବାଦେବା ମାନେ ବହୁତ ନିଷ୍ଟାର ସହ ପାଳନ କରୁଥାନ୍ତି । ତେବେ ପ୍ରଭୁୁ ଭୋଳା ନାଥ ଙ୍କର ପୂଜା କରିବା ଟା ବହୁତ ଫଳ ଦାୟକ ହୋଇଥାଏ ଅବା ବ୍ୟତିତ ବିବାହୀତା ନାରୀ ମାନେ ଶ୍ରାବଣ ମାସ ର ଷୋଳ ସୋମବାର କରିବା ଦ୍ୱାରା ସେମାନ ଙ୍କ ସ୍ୱାମୀ ବହୁତ ଭଲ ହୋଇଥାନ୍ତି ସେମାନେ ଅନ୍ୟ ନାରୀ ମାନଙ୍କ ପ୍ରତି ଆକର୍ଷିତ ହୋଇ ନଥାନ୍ତି । ଏହା ବ୍ୟତୀତ ଅବିବାହିତା ନାରୀ ମାନେ ଏହି ବାର କରିବା ଫଳରେ ସେମାନଙ୍କୁ ଭଲ ଜୀବନ ସାଥୀ ମିଳିଥାନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

millionaire
ବିବିଧ

କୋଟିପତି ହେବା ଆଗରୁ ମିଳିଥାଏ ଏହି ୧ ସଂକେତ |

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଏହି ସବୁ କାମ କରିବା ଦ୍ୱାରା ମାଁ ଲକ୍ଷ୍ମୀ ପ୍ରତ୍ସନ୍ନ ହୋଇଥାନ୍ତି । ମାଁ ଲକ୍ଷ୍ମୀଙ୍କୁ ପ୍ରତ୍ସନ୍ନ କରିବା ଦ୍ୱାରା ଅନେକ ନୀତି ନିୟମ ରହିଥାଏ । ଅନ୍ନପୂର୍ଣ୍ଣା ହେଉଛନ୍ତି ମାଁ ଲକ୍ଷ୍ମୀ । ହିନ୍ଦୁ ଧର୍ମରେ ମାଁ ଲକ୍ଷ୍ମୀଙ୍କୁ ଧନର ଦେବୀ ବୋଲି କୁହାଯାଏ । ମାନ୍ୟତା ହିସାବରେ ଯେଉଁ ବ୍ୟକ୍ତିଙ୍କ ଉପରେ ମାଁ ଲକ୍ଷ୍ମୀଙ୍କ କୃପା ରହିଥାଏ ସେ ବ୍ୟକ୍ତିର କେବେବି […]

ଅଧିକ ପଢ
ବିବିଧ

ଓଡ଼ିଶାକୁ ମାଡ଼ି ଆସୁଛି କି ବିପଦ ଓଡ଼ିଶାରେ ଦେଖା ଦେଲେ ଧଳା କାଉ !

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଓଡିଶାକୁ ମାଡି ଆସୁଛି ବିପଦ । ଦେଖା ଦେଲାଣି ଧଳା କୂଆ । ସତ ହେବକି ମାଳିକା ବଚନ । ମାଡି ବସୁଛି ବଡ ବିପଦ । ସତ ହେବାକୁ ଯାଉଛି ଗୋଟି ଗୋଟି ମାଳିକାର ବାଣୀ । ଓଡିଶାକୁ ଆସିଛି ଧଳା କୂଆ । ମିଳିଛି ବିପଦର ସଙ୍କେତ । ଆପଣମାନେ କଳା କାଉ ସବୁବେଳେ ଦେଖିଥିବେ । ଓଡିଶାକୁ ଆସିଛି ଧଳା […]

ଅଧିକ ପଢ
ବିବିଧ

ଦୀର୍ଘ ୫୦୦ବର୍ଷ ପରେ ପ୍ରଭୁ ଭୋଳାନାଥ ହେଲେ ପ୍ରସନ ! ଆଜିଠାରୁ ଏହି ରାଶି ମାନଙ୍କୁ ମିଳିବ ପ୍ରଚୁର ଧନ..ଜାଣନ୍ତୁ କେଉଁ ରାଶି ଗୁଡିକ ?

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ରାଶି ନକ୍ଷତ୍ର ମନୁଷ୍ୟ ଜୀବନ ଉପରେ ସିଧାସଳଖ ପ୍ରଭାବ ପକାଇ ଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଏହି ରାଶି ନକ୍ଷତ୍ର ପାଇଁ ଆମ ଜୀବନର ଉଥାନ ପତନ ହୋଇଥାଏ । ଜ୍ୟୋତିଷ ଶାସ୍ତ୍ରରେ ରାଶି ମାନଙ୍କୁ ବହୁତ୍ ହିଁ ପ୍ରାଧାନ୍ୟ ଦିଆ ଯାଇଥାଏ । ସଂସାର ରେ ଜନ୍ମ ହୋଇଥିବା 12 ଗୋଟି ରାଶି ସହିତ ଜଡ଼ି ହୋଇ ରହିଥାଏ । ଏବଂ ଏହି […]

ଅଧିକ ପଢ