ଭୁଲରେ ମଧ୍ୟ ଏଭଳି ମହିଳାଙ୍କୁ ବିବାହ କରନ୍ତୁ ନାହିଁ । ନଚେତ ଆପଣଙ୍କ ଜୀବନ ତିଳତଳାନ୍ତ ହେଇଯିବ ।

Spread the love

ବିବାହ ପରେ ପ୍ରାୟ ସବୁ ପୁଅ ଓ ଝିଅଙ୍କ ମଧ୍ୟରେ ଏକ ଆଶ୍ଚର୍ଯ୍ୟ ଜଣକ ପରିବର୍ତ୍ତନ ଦେଖାଯାଇଥାଏ । କିଛି ପରିବର୍ତ୍ତନ ସକରାତ୍ମକ ହୋଇ ଥିବା ବେଳେ ଆଉ କିଛି ପରିବର୍ତ୍ତନ ନକରାତ୍ମକ ହୋଇଥାଏ । ସେମାନଙ୍କ ମଧ୍ୟରେ ହୋଇଥିବା ନକରାତ୍ମକ ପରିବର୍ତ୍ତନ ପାଇଁ ଅନ୍ୟ ଲୋକମାନଙ୍କୁ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ । ବିବାହ ଗୋଟିଏ ଏଭଳି ବନ୍ଧନ ଯାହା ପ୍ରେମ ଓ ବିଶ୍ୱାସର ଅଟେ । କିନ୍ତୁ ସାମାନ୍ୟ ଅବିଶ୍ୱାସ ପାଇଁ ଏହି ବନ୍ଧନଟି ଭାଙ୍ଗି ଯାଇଥାଏ । ଆଜି ଆମେ ଆପଣଙ୍କୁ ଏଭଳି କିଛି ଝିଅମାନଙ୍କ ବିଷୟରେ କହିବାକୁ ଯାଉଛୁ; ଯାହାକୁ ବିବାହ କରିଲେ ଜୀବନ ସାରା କାନ୍ଦି କାନ୍ଦି ଜୀବନ ଅତିବାହିତ କରିବାକୁ ପଡ଼ିଥାଏ । ତାହା ସହିତ ଏମାନଙ୍କୁ ବିବାହ କରିବା ପରେ ବହୁତ ଦୁଃଖ ଭୋଗିବାକୁ ପଡ଼ିଥାଏ ।

ବିବାହ ହେଉଛି ଦୁନିଆର ସବୁଠାରୁ ପବିତ୍ର ବନ୍ଧନ । ଶାସ୍ତ୍ରରେ ମଧ୍ୟ କୁହାଯାଇଛି; ସାତ ଦିଗର ସାକ୍ଷୀ ରଖି ଜଣେ ଆଉ ଜଣଙ୍କୁ ନିଜର କରିଥାଏ । କିନ୍ତୁ ଏଭଳି କିଛି ଝିଅ ଅଛନ୍ତି; ଯେଉଁମାନଙ୍କୁ ବିବାହ କରିଲେ, ଜୀବନ ସାରା ଦୁଃଖରେ ଦିନ ବିତେଇବାକୁ ପଡ଼ିଥାଏ । ତାହା ସହିତ ସେହି ଝିଅମାନଙ୍କୁ ବିବାହ କରିଲେ ଘର ଓ ପରିବାର ମଧ୍ୟରେ ଫାଟ ସୃଷ୍ଟି ହୋଇଥାଏ । ତେଣୁ ଶାସ୍ତ୍ରରେ ମଧ୍ୟ କୁହାଯାଇଛି; ଏଭଳି ଝିଅମାନଙ୍କ ଠାରୁ ଦୁରେଇ ରହିବାକୁ । ତେବେ ଆସନ୍ତୁ ଜାଣିବା ସେହି ଝିଅମାନଙ୍କ ବିଷୟରେ ।

୧) ଅନ୍ୟ ପୁରୁଷଙ୍କ ଉପରେ ଆକର୍ଷିତ ହେଉଥିବା ଝିଅ :

ଯେଉଁ ଝିଅମାନେ ଅନ୍ୟ ପୁରୁଷଙ୍କ ଉପରେ ଆକର୍ଷିତ ହୋଇଥାନ୍ତି । ସେପରି ଝିଅଙ୍କ ପାଖରୁ ଦୁରେଇ ରହିବା ଭଲ । କାରଣ ଏପରି ଝିଅମାନଙ୍କ ଏହି ଘୃଣ୍ୟ ଅଭ୍ୟାସ ବିବାହ ହେଲା ପରେ ମଧ୍ୟ ପରିବର୍ତ୍ତନ ହୋଇ ନଥାଏ । ଏହା ସହିତ ଏମାନେ ଆପଣଙ୍କର କେବେ ମଧ୍ୟ ଏକ ଉତ୍ତମ ସାଥି ହୋଇପାରନ୍ତି ନାହିଁ । ଯାହା ଯୋଗୁଁ ତାଙ୍କ ସମ୍ମାନ ମଧ୍ୟ ନଷ୍ଟ ହୋଇଥାଏ । ଏହାସହ ସେହି ଝିଅମାନେ ବିବାହ ହୋଇ ଯେଉଁ ଘରକୁ ଯାଇଥାନ୍ତି; ସେଠାକୁ ମାତା ଲକ୍ଷ୍ମୀ କେବେ ମଧ୍ୟ ଆଗମନ କରନ୍ତି ନାହିଁ । ତେଣୁ ଏଭଳି ମହିଳାଙ୍କୁ କେବେ ମଧ୍ୟ ବିବାହ କରନ୍ତୁ ନାହିଁ ।

୨) ସକାଳେ ଅଧିକ ସମୟ ପର୍ଯ୍ୟନ୍ତ ଶୋଇବା :

ଯେଉଁ ଝିଅମାନେ ସକାଳେ ଅଧିକ ସମୟ ପର୍ଯ୍ୟନ୍ତ ଶୋଇଥାନ୍ତି; ସେମାନେ ସ୍ଵଭାବରେ ବହୁତ ଅଳସୁଆ ହୋଇଥାନ୍ତି । ଏଭଳି ଝିଅମାନଙ୍କୁ ମଧ୍ୟ ବିବାହ କରିବା ଅନୁଚିତ ଅଟେ । ଏମାନଙ୍କ ଯୋଗୁଁ ଘରେ ସବୁବେଳେ ନକରାତ୍ମକ ପ୍ରଭାବ ପଡ଼ିଥାଏ ଏବଂ ଘରେ ସବୁବେଳେ ଅଶାନ୍ତିର ବାତାବରଣ ଲାଗି ରହିଥାଏ । ଘର ପରିବାରରେ ବିବାଦ ପରେ ବିବାଦ ଅଧିକାଂଶ ସମୟ ଲାଗି ରହିଥାଏ । ତେଣୁ ଶାସ୍ତ୍ରରେ କୁହାଯାଇଛି, ଏଭଳି ଝିଅଙ୍କୁ ବିବାହ କରିଲେ ଜୀବନ କେବେ ବି ଶାନ୍ତିରେ କଟି ପାରିବ ନାହିଁ ।

୩) କଟୁବାକ୍ୟ କହିବା :

ଯେଉଁ ଝିଅମାନେ ସବୁବେକେ କଟୁବାକ୍ୟରେ କଥା ହୋଇଥାନ୍ତି, ସେପରି ଝିଅମାନଙ୍କୁ କେବେ ବି ବିବାହ କରିବା ଉଚିତ ନୁହେଁ । ତାହା ସହିତ ସେହି ଝିଅମାନଙ୍କ ଏଭଳି ବ୍ୟବହାର ଯୋଗୁଁ, ସେହି ଘରେ ସବୁବେଳେ କଳି ଝଗଡ଼ା ଲାଗି ରହିଥାଏ । ଏଭଳି ଝିଅମାନେ ଆପଣଙ୍କର କେବେ ବି ଏକ ଉତ୍ତମ ସାଥି ହୋଇ ପାରିବେ ନାହିଁ । ଏମାନେ ଘରର ବଡ଼ ଲୋକଙ୍କୁ କେବେ ବି ସମ୍ମାନ ଦେଇନଥାନ୍ତି । ତାହା ସହିତ ଏମାନେ ନିଜ ଇଚ୍ଛା ଅନୁସାରେ ସବୁ କାର୍ଯ୍ୟ କରିଥାନ୍ତି । କଟୁବାକ୍ୟ କହି ଲୋକମାନଙ୍କ ସହିତ ସମ୍ପର୍କ ଖରାପ କରିଥାନ୍ତି । ତେଣୁ ଏପରି ଝିଅମାନଙ୍କୁ କେବେବି ବିବାହ କରିବା ଉଚିତ ହୋଇନଥାଏ ।

ବନ୍ଧୁଗଣ ଆଶା କରୁଛି ଏହି ବିଷୟଟି ଆପଣମାନଙ୍କୁ ପସନ୍ଦ ଆସିଥିବ । ପସନ୍ଦ ଆସିଥିଲେ ବିଷୟଟିକୁ ଗୋଟିଏ ଲାଇକ କରିଦିଅନ୍ତୁ ଓ ନିଜ ପ୍ରିୟଜନ ମାନଙ୍କ ସହିତ ସେୟାର କରିବାକୁ ଜମାରୁ ମଧ୍ୟ ଭୁଲନ୍ତୁ ନାହିଁ ।