ଜୀବନସାଥୀ ବାଛିବା ବେଳେ କରନ୍ତୁ ନାହିଁ ଏହି ୫ ଭୁଲ୍‌, ସାରା ଜୀବନ ପସ୍ତାଇବାକୁ ପଡିପାରେ !

life partner

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଜିବନ ସାଥୀ ବାଛିବା ସମୟ ରେ କରନ୍ତୁ ନାହିଁ ଏହି 5 ଟି ଭୁଲ । ନଚେତ ଆପଣଙ୍କୁ ସାରା ଜିବନ ପସ୍ତେଇବା ପାଇଁ ପଡିପାରେ । ଭଲ ଲାଇଫ ପାର୍ଟନର ମିଳିଗଲେ ଜିବନ ସୁଧୁରିଜାଇ ଥାଏ । ଜିବନ ସାଥି ବାଛିବା ବେଳେ କିଛି ଭୁଲ ଆପଣଙ୍କୁ ସାରା ଜିବନ କଷ୍ଟ ଦେଇ ପାରେ । ତେଣୁ ଜିବନ ସାଥି ବାଛିବା ବେଳେ ଏହି ସବୁ ଭୁଲ କରନ୍ତୁ ନାହିଁ ।

କେବେ ଯଦି ଆପଣ ମାନେ ଚାପ ରେ ବିବାହ କରୁଛନ୍ତି ତେବେ ଗଲେ ଆପଣ । ବିବାହ ପୂର୍ବରୁ ସବୁଠୁ ବଡ କଥା ହେଲା ବିବାହ ପାଇଁ ଚାପ । ତା ଘର ଲୋକଙ୍କର ହେଉ କିମ୍ବା ନିଜ ଘର ଲୋକଙ୍କର ଏହି ପରି ଚାପ ପାଇଁ ଲୋକ ସାରା ଜିବନ କଷ୍ଟ ଅନୁଭବ କରିଥାନ୍ତି । ଭାରତ ରେ ଅଧିକାଶଂ ବିବାହ ଚାପରେ ହୋଇଥାଏ । କେବଳ ସୁନ୍ଦରତା କୁ ଦେଖନ୍ତୁ ନାହିଁ ଆପଣ ମାନେ ଚରିତ୍ର କୁ ଦେଖନ୍ତୁ ।

Chanakya

ବହୁତ ଥର ବିବାହ ପାଇଁ ପାର୍ଟନର ଖୋଜିବା ସମୟ ରେ ସୌନ୍ଦର୍ଯ୍ୟ ଉପରେ ଅଧିକ ଧ୍ୟନ ଦିଆଯାଏ । ବହୁତ ସମୟ ରେ ଆପଣ ମାନେ ବହୁତ ସୁନ୍ଦର ଝିଅ ଦେଖି ହିଁ ତରଳି ଜାଇଥାନ୍ତି । ଜହାକି ପରେ ଅସୁବିଧା ସୃଷ୍ଟି ହୋଇଥାଏ । ତେଣୁ ଚରିତ୍ର ଉପରେ ଆପଣ ମାନେ ଗୁରୁତ୍ୱ ଦେବା ଉଚିତ ଅଟେ । କାରଣ ସୌନ୍ଦର୍ଯ୍ୟତା ସବୁଦିନ ନଥାଏ ଗୁଣ ସବୁ ଦିନ ରହିଥାଏ ।

କେବଳ ଘର କଥା ନୁହେଁ ନିଜ ଖୁସୀ ବି ଦେଖନ୍ତୁ । ଅଧିକାଶଂ ସମୟ ରେ ଘର ଲୋକଙ୍କୁ ଖୁସୀ ଦେବା ପାଇଁ ଘର ଲୋକଙ୍କ କଥା ମାନି ବିବାହ କରିଥାନ୍ତି । ହେଲେ ଏହି ବିବାହ ଅଧିକାଶଂ ସମୟ ରେ ଆପଣ ମାନଙ୍କ ଜିବନ ନଷ୍ଟ କରିଥାଏ । ତେଣୁ ପାର୍ଟନର ଙ୍କୁ ବାଛିବା ସମୟ ରେ ନିଜ ଖୁସୀ ମଧ୍ୟ ଦେଖିବା ଉଚିତ ।

Chanakya

ପାର୍ଟନର ଙ୍କ ଆଦତ କୁ ଆପଣ ମାନେ ଶୀଘ୍ର ବୁଝି ନିଅନ୍ତୁ । ତେବେ ଏହା କୈଣସି ଟ୍ରାଏଲ ନୁହେଁ । ଯେତେ ଶୀଘ୍ର ଆପଣ ମାନେ ନିଜର ପାର୍ଟନର ଙ୍କ ଆଦତ କୁ ବୁଝିନେବେ ତାହା ସେତେ ପରିମାଣ ରେ ଶୁଭଙ୍କର ହୋଇଥାଏ । ତେଣୁ ଜାହାକୁ ଆପଣ ମାନେ ବିବାହ କରୁଛନ୍ତି ତାହା ବିଷୟ ରେ ଆପଣ ମାନେ ଶୀଘ୍ର ଜାଣିବା ଭଲ ।

ବିବାହ ପରେ ବଦଳିଯିବା ଭାବନା ଅଧିକାଶଂ ସମୟ ରେ ଆମେ ମାନେ ନିଜର ପାର୍ଟନର ଙ୍କ କିଛି ଆଦତ କୁ ପସନ୍ଦ କରନ୍ତି ନାହିଁ । ହେଲେ ଭାବି ନିଅନ୍ତି କି ଏହା ବିବାହ ପରେ ବଦଳିଯିବ ବା ଆମେ ବଦଳେଇ ଦେବୁ ତେବେ ଏହି ଭାବନା କିଛି ମାତ୍ରା ରେ ଠିକ୍ ହୋଇଥିଲେ ମଧ୍ୟ ସର୍ବଦା ଠିକ୍ ହୋଇନଥାଏ । ଯଦି ନବଦଳେଇବ ତେବେ ଆପଣ ମାନଙ୍କର ବହୁତ କ୍ଷେତି ହୋଇଥାଏ । ଜାଣିଲେ ଜିବନ ସାଥି ବାଛିବା ବେଳେ କରନ୍ତୁ ନାହିଁ ଏହି 5 ଟି କାମ ନହେଲ ଆପଣ ପସ୍ତେଇବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *