ଗାଧୋଇବା ସମୟରେ ଏହି ୫ଟି ଭୁଲ୍ କରନ୍ତୁ ନାହିଁ । ୨ୟ ଭୁଲ୍ ପ୍ରାୟତଃ ସମସ୍ତେ କରିଥାନ୍ତି ।

Spread the love

ଦୈନଦିନ ଜୀବନରେ କିଛି ଏଭଳି କାର୍ଯ୍ୟ ଅଛି; ଯାହା ଆମ ପ୍ରତିଦିନ କରିବାକୁ ପଡିଥାଏ । ଉଦାହରଣ ସ୍ୱରୂପ ସକାଳୁ ଉଠି ମୁହଁ ଧୋଇବା,ଶୌଚ ହେବା,ଗାଧୋଇବା, ଜଳଖିଆ ଖାଇବା ଇତ୍ୟାଦି । ଏହା ସେହିସବୁ କାର୍ଯ୍ୟ ଆମ ଦୈନନ୍ଦିନ ଜୀବନର ଏକ ଅଂଶ । ଆମେ ପ୍ରତିଦିନ ଦିନ ଗାଧୋଇ ଥାଉ । ଏହା ଦ୍ଵାରା ଆମେ ଆମ ଶରୀର ସ୍ଵଛ ରଖିବା ସଙ୍ଗେ ସଙ୍ଗେ ଓ ବହୁତ କିଛି ରୋଗରୁ ନିଜକୁ ବଞ୍ଚାଇଥାଉ । ସେଥିପାଇଁ ଗାଧୋଇବା ବହୁତ ଆବଶ୍ୟକ । ଆଜି ଆମେ ଆପଣଙ୍କୁ ଗାଧୋଇବା ସମୟରେ କରୁଥିବା ୫ଟି ଭୁଲ୍ ବିଷୟରେ କହିବୁ । ଜାଣନ୍ତୁ କଣ ଏହି ଭୁଲ୍ ଗୁଡିକ :

Google

1. ଆମେ ଗାଧୋଇବା ପାଇଁ ଅଧିକ ସମୟ ଲଗାଇ ଥାଉ, ଏପରି କରିବା ଦ୍ୱାରା ଆମେ କୁଣ୍ଡିଆ ରୋଗରେ ପୀଡିତ ହୋଇଥାଉ । ଏଥିପାଇଁ ଗାଧୋଇବା ପାଇଁ କମ ସମୟ ନିଅନ୍ତୁ ।

Google

2. ଶରୀର ଓ କେଶକୁ ସଫା କରିବା ପାଇଁ ସମସ୍ତେ ସାମ୍ପୁର ବ୍ୟବହାର କରିଥାନ୍ତି । କିନ୍ତୁ ଆପଣମାନେ ଜାଣି ନଥିବେ ଏହି ସାବୁନ କିମ୍ବା ସାମ୍ପୁରେ ବ୍ୟବହାର ହେଉଥିବା କ୍ୟାମିକଲ୍ ଆମ ଶରୀର ପାଇଁ ହାନିକାରକ ଅଟେ ।

Google

3. ଯେଉଁ ବ୍ୟକ୍ତିମାନେ ଗାଧୋଇବା ସମୟରେ ସ୍ପଞ୍ଜର ବ୍ୟବହାର କରନ୍ତି; ସେମାନଙ୍କୁ କହିବା ପାଇଁ ଚାହୁଁଛୁ, ବେଶି ପୁରୁଣା ସ୍ପଞ୍ଜ ବ୍ୟବହାର କରନ୍ତୁ ନାହିଁ । କାରଣ ପୁରୁଣା ସ୍ପଞ୍ଜରେ ବ୍ୟାକ୍ଟେରିଆ ରହିବାର ସମ୍ଭାବନା ଅଧିକ ଥାଏ, ଯାହା ଆମ ଶରୀର ପାଇଁ ଠିକ୍ ହୋଇନଥାଏ । ପ୍ରତି ୪ ସପ୍ତାହରେ ଆମକୁ ସ୍ପଞ୍ଜକୁ ବଦଳାଇ ଦେବା ଉଚିତ୍ ।

Google

4. ଗାଧୋଇବା ପରେ ଆମ ନିଜ ସଂପୂର୍ଣ୍ଣ ଶରୀରକୁ ସୁଖଇବା ଉଚିତ୍ ନୁହେଁ; ଏପରି କରିବା ଦ୍ୱାରା ଶରୀରର ନାମନୀୟତା ନଷ୍ଟ ହୋଇଯାଇ ଥାଏ ଓ ଶରୀର ଶୁଷ୍କ ହୋଇ ଯାଇଥାଏ ।

Google

5. ଶୀତ ଦିନେ ଲୋକେ ଗରମ ପାଣିରେ ଗାଧାଇବା ପାଇଁ ପସନ୍ଦ କରିଥାନ୍ତି କିନ୍ତୁ ଆପଣଙ୍କୁ କହିବା ପାଇଁ ଚାହୁଁଛୁ; ଶୀତ ଦିନେ କେବଳ ଅଳ୍ପ ଉଷୁମ ପାଣିରେ ଗାଧୋଇବା ଉଚିତ୍ । ଅତ୍ୟଧିକ ଗରମ ପାଣିରେ ଗାଧାଇବା ଦ୍ୱାରା ଆମ ଶରୀର ଖରାପ ହୋଇଥାଏ ଏବଂ ଆମ ହାଡ଼ଗୁଡିକ ଦୁର୍ବଳ ହୋଇଯାଇଥାଏ ।

ଆମମାନଙ୍କ ମଧ୍ୟରୁ ଅନେକ ଏପରି ଥିବେ ଯେଉଁମାନେ ଗାଧାଇବା ସମୟରେ ଏହି ଭୁଲ ଗୁଡିକ କରୁଥିବେ । ଏହି ଭୁଲ ଗୁଡିକରୁ ଯେତେ ଦୂର ସମ୍ଭବ ଦୁରେଇ ରୁହନ୍ତୁ ।