ଭୟନାହିଁ FBI କୁ, ଜେଲରେ ଗୋପାଳ କହୁଛି ୱେଲକମ୍ ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ FBI ଆସନ୍ତୁ କି ଆସନ୍ତୁ ଆଉ କେଉଁ ତଦନ୍ତି କାରୀ ସଂସ୍ଥା ଯିଏବି ଆସିବ ମୁଁ ତାକୁ ୱେଲକମ୍ କରିବି । ଗୋପାଳ ମୂଳରୁ ହିଁ ସହଯୋଗ କରି ଆସିଛି ସମସ୍ତ ଙ୍କୁ । ଆଉ ଯଦି ଏବେ ଆମେରିକାରୁ FBI ବାଲା ଆସିବେ ତେବେ ମୁଁ ସେମାନଙ୍କୁ ଖୁସୀ ଖୁସୀରେ ସ୍ୱାଗତ କରିବି । ଆଉ ତାଙ୍କୁ ହି ହସି କରିବି ୱେଲକମ୍ ।

ଆଜି ସକାଳ ର ପେପର ରେ ପଢିଛି ଗୋପାଳ ଯେ ମୂଖ୍ୟ ମନ୍ତ୍ରୀ କହିଛନ୍ତି FBI ଆସିବେ । ମନ୍ତ୍ରୀ ନବ ଦାସ ଙ୍କ ହ-ତ୍ୟା ମାମଲା ରେ ଅଧିକ ତଦନ୍ତ କରିବା ପାଇଁ ଆସିବେ । ଏବଂ ସେମାନେ ତା ମନ ପଢିବେ ଆଉ ସବୁ କଥା ସାମ୍ନାକୁ ଆସିବ । ସଠିକ୍ ନିର୍ଭୁଲ ଏବଂ ତା ସହିତ ବିଶ୍ୱାସ ଯୋଗ୍ୟ ତଦନ୍ତ ବି ହେବ । ଆଉ ଏପଟେ ଗୋପାଳ ବି ଚାହିଁ ବସିଛି ଏହି ତଦନ୍ତ ପକ୍ରିୟା କୁ ସେ ନିଜେ ବି ଜାଣିଛି ସବୁ ସତ କଥା ସାମ୍ନା କୁ ଆସିବାର ଆବଶ୍ୟକତା ରହିଛି ।

gopal

ବାସ୍ତବିକ କିଏ ଗୋପାଳ ର ମୁଣ୍ଡ ସହିତ ଖେଳ କରିଛି । ଏବଂ କିଏ ଗୋପାଳ ର ପରିସ୍ଥିତି ର ଫାଇଦା ଉଠେଇବାକୁ ଚାହୁଁଛି । ଗୋପାଳ ମଧ୍ୟରେ ରହିଛି ଅନେକ ସାରା ରହସ୍ୟ ର ପେଡୀ । ଯେଉଁ ପେଡୀ କୁ ଖୋଲି ପାରୁନି କ୍ରାଇମ୍ ବ୍ରାଞ୍ଚ ନାଁ ହିଁ ତଦନ୍ତ କାରୀ ଦଳ । ତେବେ FBI ର ଯଦି ସାହାଯ୍ୟ ଲୋଡା ଯିବ ତେବେ ନିଶ୍ଚିତ ଭାବେ ଆବଶ୍ୟକତା ଠାରୁ ଆହୁରୀ ଅନେକ କିଛି ତଥ୍ୟ ବାହାର କରାଜାଇ ପାରିବ ।

ଆଉ ଯେଉଁ କଥାକୁ ସ୍ୱାଗତ କରୁଛି ନିଜେ ଗୋପାଳ । ପେପର ରେ ପଢି ସାରିବା ପରେ ଆଜି ନିଜେ ସେ ଏହି କଥା କହିଲା । ଯିଏବି ଆସିବେ ମୁଁ ତାଙ୍କୁ ୱେଲକମ୍ କରିବି । ନିଜ ଜିବନ କୁ ବିପଦ ଥିବା କଥା ଜାଣିଛି ଗୋପାଳ ଏବଂ ସେହିଥି ପାଇଁ ସେ ସଂମ୍ପର୍ଣ୍ଣ ସହଯୋଗ କରୁଛି ତଦନ୍ତରେ । ନିଶ୍ଚିତ ଗୋପାଳ ମଧ୍ୟରେ ଏମିତି କିଛି ଭେଦ ରହିଛି ଜାହାକୁ କେବଳ FBI ହିଁ ଭେଦ କରି ପାରିବେ ।

କାରଣ ଜାହା ଆମେ ଆପଣ ମାନଙ୍କୁ ଆଗରୁ କହିଥିଲୁ । ଗୋପାଳ ର ମତ୍ସିକ କମ୍ପ୍ୟୁଟର ଠାରୁ ବି ଆହୁରି ଭୟଙ୍କର ଅଟେ । ତେବେ ଯେଉଁ କଥା କୁ ଏବେ କ୍ରାଇମ୍ ବ୍ରାଞ୍ଚ ବାହାର କରି ପାରୁ ନାହିଁ ଦେଖିବାକୁ ବାକି ରହିଲା କେମିତି ଗୋପାଳ ଠାରୁ ବାହାର କରୁଛି FBI ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Uncategorized

LIC ରେ ଆସିଲା ନୂଆ ସ୍କିମ ଦେଖନ୍ତୁ । ଆପଣ ମାନେ ବି ହେବେ ମାଲେମାଲ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ LIC ରେ ଆସିଲା ନୂଆ ସ୍କିମ ରଖିବେ 100 ଟଙ୍କା ପାଇବେ 75 ହଜାର ଟଙ୍କା । ପ୍ରତ୍ୟୋକ ମଣିଷ ଚାହାଁନ୍ତି ନିଜର ଭବିଷ୍ୟତ ପାଇଁ କିଛି ଅର୍ଥ ସଞ୍ଚୟ କରିବା ପାଇଁ ଯଦି ଆପଣ ମାନଙ୍କର ରୋଜଗାର କମ୍ ରହିଛି ଆଉ ଆପଣ ମାନେ ସଞ୍ଚୟ କରିବାକୁ ଚାହୁଁଛନ୍ତି । ତେବେ ଆପଣ ମାନେ LIC ର ଏହି ସ୍କିମ୍ ରେ ସ୍ୱଳ୍ପ […]

ଅଧିକ ପଢ
alerted
Uncategorized

ଆଜି ୨୨ ମାର୍ଚ୍ଚ | ଆଜିବି କାଳବୈଶାଖୀ | ଏସବୁ ଜିଲ୍ଲାକୁ ସତର୍କ |

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମାର୍ଚ୍ଚ ମାସ ୨୨ ତାରିଖ ବୁଧବାର ଅର୍ଥାତ୍ ଆଜି । ଆଜି ରାଜ୍ୟର ୧୨ଟି ଜିଲ୍ଲାରେ କାଳ ବୈଶାଖୀ ଜନିତ ହାଲୁକାରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି । ଆଉ ସେପଟେ ୨୩ ରୁ ଅର୍ଥାତ୍ ଆସନ୍ତା କାଲିଠାରୁ ଉତ୍ତର ପଶ୍ଚିମ ଭାରତ ଉପରେ ଆଉ ଏକ ପଶ୍ଚିମା ଝଡର ପ୍ରଭାବ ଅନୁଭୂତ ହେବ । ଆଉ ଏହାର ପ୍ରଭାବ ଓଡିଶା ଉପରେ […]

ଅଧିକ ପଢ
Rashmi
Uncategorized

ମୁଁ ଯାହା ଚାଁହୁଥିଲି ସେଇଟା ତୁ ଦେଲୁନି ,ସେଥିପାଇଁ ମୁଁ ରଶ୍ମି ପାଖକୁ ଗଲି

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମୋର ଆଉ ତୋ ପ୍ରତି ଫିଲିଙ୍ଗ୍ସ ନାହିଁ । ମୋର ଏବେ ମୋର ଏକ୍ସ ବୟଫ୍ରେଣ୍ଡ ପ୍ରତି ଫିଲିଙ୍ଗ୍ସ ଚାଲି ଆସିଛି । ମୁଁ ଏବେ ଆଉ ତୋ ପାଖରେ ରହିବାକୁ ଚାହୁଁ ନାହିଁ । ତୋ ପାଖରେ ଯେତିକି ଦିନ ରହିଲି ବହୁତ ରହିଲି । ତୋ ପାଖରେ ଯେତିକି ଦିନ ରହିଲି ତାହା ତୋ ଭାଗ୍ୟ । ଏବେ ମୁଁ ପୁଣି […]

ଅଧିକ ପଢ