ପ୍ରତିଦିନ ସକାଳୁ ଉଠିବା ମାତ୍ର 5ମିନିଟ କରନ୍ତୁ, ଆପଣଙ୍କମସ୍ତିଷ୍କ ଚାଲିବ କମ୍ପୁଟର ଭଳି…

Spread the love

ଆପଣ ଜାଣିଥିବେ ସମସ୍ତେ ଆଜିର ବ୍ୟସ୍ତ ବହୁଳ ଜୀବନରେ ସମସ୍ତେ ନିଜ ନିଜ କାର୍ଯ୍ୟରେ ବ୍ୟସ୍ତ ରୁହନ୍ତି ! ସମସ୍ତେ ନିଜ ଜୀବନକୁ ସୁସ୍ଥସବଳ ରହିବାକୁ ପସନ୍ଦ କରନ୍ତି ! କିନ୍ତୁ ପ୍ରତିଦିନରେ ଜୀବନରେ ଘଟୁଥିବା ଖରାପ ଅଭ୍ୟାସ, ଖରାପ ଖାଇବା, ପିଇବା ଦ୍ୱାରା ସ୍ୱାସ୍ଥ୍ୟ ଉପରେ ବହୁତ ପ୍ରଭାବ ପିଡୁଛି ଏବଂ ଯାହାଫଳରେ ମନୁଷ୍ୟ ନିଜ ଯୁବ ଅବସ୍ଥାରେ ହିଁ ଦୁର୍ବଳ ହୋଇଯାଇଥାଏ ! ଏମିତି ବହୁତ ଲୋକ ଅଛନ୍ତି ଯେଉଁମାନେ ନିଜ ବ୍ୟସ୍ତ ବହୁଳ କାର୍ଯ୍ୟରେ ବ୍ୟସ୍ତତା ରହି ନିଜ ଶରୀରକୁ ଧ୍ୟାନ ଦିଅନ୍ତି ନାହିଁ ଯାହାଫଳରେ ଶରୀର ଦୁର୍ବଳ ହୋଇଯାଏ !ଆଜିକାଲିର ଜୀବନରେ ଲୋକମାନେ ଅଶ୍ଳୀଳ ଚଳଚିତ୍ର ଦେଖିବା ପାଇଁ ବହୁତ ପସନ୍ଦ କରନ୍ତି ! ଅଧିକ ସମୟ ମୋବାଇଲର ବ୍ୟବହାର ଏବଂ ବହୁତ କମ ସମୟ ଶୋଇବା ଦ୍ୱାରା ମନୁଷ୍ୟର ମସ୍ତିଷ୍କ ଉପରେ ପ୍ରଭାବ ପକାଇଥାଏ ! ଏଥିପାଇଁ ଆମେ ଆପଣଙ୍କୁ ଆଜି ଏମତି କିଛି କହିବୁ ଯାହା କି ଆପଣ ସକାଳୁ ମାତ୍ର 5ମିନିଟ ଏହି କାର୍ଯ୍ୟ କରିବାକୁ ପଡିବ ! ଏହା ଦ୍ୱାରା ଆପଣଙ୍କ ମସ୍ତିଷ୍କ କମ୍ପୁଟର ଭଳି କାମ କରିବ ! ତ ଆସନ୍ତୁ ଜାଣିବା ସେହି ଉପାୟଟି…

ପ୍ରଥମେ ଶାନ୍ତିରେ ଗୋଟିଏ ଜାଗାରେ ବସନ୍ତୁ ଓ ନୀରବତା ରକ୍ଷା କରନ୍ତୁ ! ଏବଂ “ଓଁ” ଶବ୍ଦ ଉଚ୍ଚାରଣ କରନ୍ତୁ ଏବଂ ଶୁଣିବାକୁ ପ୍ରୟାସ କରନ୍ତୁ ଏହି ଶବ୍ଦ ଆପଣଙ୍କ ଆତ୍ମାରୁ ଆସୁଥାଏ ! ବର୍ତ୍ତମାନ ଏହି ଶବ୍ଦକୁ ଅତ୍ୟନ୍ତ ଗଭୀରତାରୁ ଅନୁଭବ କରିବାକୁ ପ୍ରୟାସ କରନ୍ତୁ ! ଏହିପରି ଭାବରେ ଆପଣଙ୍କୁ 10ମିନିଟ କରିବାକୁ ହେବ ! ଏହିଁ କାର୍ଯ୍ୟ ଘୋର ସକାଳୁ ଉଠି କରିବା ବହୁତ ଭଲ ! କାରଣ ସକାଳୁ ସକାଳୁ ଆପଣଙ୍କ ମନରେ କୌଣସି କାର୍ଯ୍ୟର ଚିନ୍ତା ନ ଥାଏ ଓ ଆପଣ ଆରାମରେ ନିଜ ମସ୍ତିଷ୍କକୁ ଶାନ୍ତ କରିପାରିବେ ! ଏହି ଉପାୟ ଦ୍ୱାରା ଆପଣ ସମସ୍ତ କାର୍ଯ୍ୟ ଅତ୍ୟନ୍ତ ସହଜରେ ନିଜ ମସ୍ତିଷ୍କକୁ ଶାନ୍ତ କରିପାରିବେ !

ମେଡିଟେସନ୍ କରନ୍ତୁ:- ଆପଣଙ୍କ ବ୍ୟସ୍ତ ବହୁଳ ଜୀବନରେ ମସ୍ତିଷ୍କକୁ ସୁସ୍ଥ ଓ ତେଜ ରଖିବା ପାଇଁ ପ୍ରତିଦିନ ମେଡିଟେସନ୍ କରିବା ଦ୍ୱାରା ବହୁତ ପରିମାଣରେ ଲାଭ ଦାୟକ ହୋଇଥାଏ !ଏହା କରିବା ଦ୍ୱାରା ମସ୍ତିଷ୍କକୁ ଶାନ୍ତି ମିଳିଥାଏ ଏବଂ ସ୍ମରଣ ଶକ୍ତି ବଢି ଥାଏ ! ଯଦି ଆପଣ ପ୍ରତିଦିନ ସକାଳ ସମୟରେ ମେଡିଟେସନ୍ କରନ୍ତି ତା’ହାଲେ ଆପଣଙ୍କ ଶରୀର ସୁସ୍ଥ ରହିପାରିବ ତାହା ସଂଗେ ସଂଗେ ମନ ପ୍ରଫୁଲ୍ଲ ରହିବ !

ଅନୁଚ୍ଛେଦଟି କିପରି ଲାଗିଲା Comment କରି ଜଣାନ୍ତୁ ! !!ଜୟ ଜଗନ୍ନାଥ !!