ଶରୀରର ସେହି ଅଙ୍ଗ ଯାହା ଅଗ୍ନିରେ ମଧ୍ୟ ଜଳିନଥାଏ କଣ ଆପଣ ଜାଣିଛନ୍ତି ସେହି ଅଙ୍ଗ ବିଷୟରେ ?

Spread the love

ଆପଣ ଇଣ୍ଟରଭିୟୁ ସମୟରେ ଅନେକ ଭିନ୍ନ ଧରଣର ପ୍ରଶ୍ନର ସମ୍ମୁଖୀନ ହୋଇଥିବେ କିନ୍ତୁ ଆଜି ଯେଉଁ ପ୍ରଶ୍ନ ଆମେ ଆପଣଙ୍କୁ ପଚାରିବା ପାଇଁ ଯାଉଛୁ; ତାହାକୁ ପଢିବା ପରେ ଆଶା କରୁଛୁ ଆପଣ ଚିନ୍ତାରେ ପଡିଯିବେ । ଏହା ସମସ୍ତଙ୍କୁ ଅଜଣା ନୁହେଁ; ଆଇଏଏସ ଇଣ୍ଟରଭିୟୁ ସମୟରେ ପାର୍ଥୀଙ୍କୁ କଠିନ ପ୍ରଶ୍ନ ପଚରା ଯାଇଥାଏ । କିଛି ପ୍ରଶ୍ନ ଏହିପରି ହୋଇଥାଏ ଯାହାର ଉତ୍ତର ଦେବାକୁ ପାର୍ଥୀ ସକ୍ଷମ ନଥାନ୍ତି । କିଛି ପ୍ରଶ୍ନ ଏହିପରି ହୋଇଥାଏ ଯାହା ଶୁଣିବା ପରେ ପାର୍ଥି ଚିନ୍ତାରେ ପଡିଯାଇଥାନ୍ତି । ଆଜି ଆମେ ଏଠାରେ ଆପଣଙ୍କର ଇଣ୍ଟରଭିୟୁ ନେଉ ନାହୁଁ ବରଂ ଯେଉଁ ପ୍ରଶ୍ନ ଆପଣଙ୍କୁ ପଚାରିବା ପାଇଁ ଯାଉଛୁ ତାହା କେବଳ ଆପଣଙ୍କ ମାନସିକତା ଦର୍ଶାଇବ ।

ବାସ୍ତବରେ ଯଦି ଆପଣ ନିଜକୁ ଚତୁର ମନେ କରନ୍ତି ଏବଂ ଆପଣଙ୍କୁ ଲାଗିପାରେ ଆପଣ ମାନସିକ ରୂପରେ ବହୁତ କ୍ଷିପ୍ର ଅଟନ୍ତି; ତେବେ ଏହି ପ୍ରଶ୍ନର ଉତ୍ତର ଦିଅନ୍ତୁ । ପ୍ରଶ୍ନ ଏତେ ମଧ୍ୟ କଠିନ ନୁହେଁ କିନ୍ତୁ ଯେଉଁ ଲୋକମାନେ ନିଜ ଜ୍ଞାନର ବ୍ୟବହାର କରିବେ ନାହିଁ, ସେମାନଙ୍କୁ ଏହି ପ୍ରଶ୍ନ କଠିନ ଲାଗିବ । କହିବା ପାଇଁ ଚାହୁଁଛୁ; ଏହା ଏହିପରି ଏକ ପ୍ରଶ୍ନ ଯାହାର ଉତ୍ତର ଆପଣଙ୍କୁ ଶାସ୍ତ୍ରରେ ହିଁ ମିଳିପାରିବ । କିନ୍ତୁ ଏହି ପ୍ରଶ୍ନ ଧର୍ମ କିମ୍ବା ଅନ୍ୟ କୌଣସି ବିଷୟ ସହ କୌଣସି ସମ୍ବନ୍ଧ ନାହିଁ । ଆପଣ ଏହି ପ୍ରଶ୍ନ ପଡିବା ପରେ ନିଶ୍ଚିତ ଚିନ୍ତିତ ହୋଇଯିବେ ।

ଆପଣଙ୍କୁ ଜଣାଇବା ପାଇଁ ଚାହୁଁଛୁ; ଏହି ପ୍ରଶ୍ନ ଆମେ ଆପଣଙ୍କ ମାନରଞ୍ଜନ ପାଇଁ ହିଁ ପଚାରୁଛୁ । ଏହା ବ୍ୟତୀତ ଏହା ମଧ୍ୟ ହୋଇପାରେ ଜୀବନର କୌଣସି ଇଣ୍ଟରଭିୟୁରେ ଏହି ପ୍ରଶ୍ନ ଆପଣଙ୍କୁ ସାହାଯ୍ୟ କରିପାରିବ । ଏହି ପ୍ରଶ୍ନକୁ ଧ୍ୟାନ ପୂର୍ବକ ପଢନ୍ତୁ, କାରଣ ଏହାକୁ ଠିକ ରୂପରେ ନ ପଢିଲେ, ଏହାର ଉତ୍ତର ଆପଣ ଦେଇ ପାରିବେ ନାହିଁ । ଆସନ୍ତୁ ଜାଣିବେ ଆମେ ଆପଣଙ୍କୁ କେଉଁ ପ୍ରଶ୍ନ ପଚାରିବା ପାଇଁ ଯାଉଛୁ ।

ପ୍ରଶ୍ନ- ଆମର ପ୍ରଶ୍ନ ଏହା ଅଟେ; ଶରୀରର କେଉଁ ଅଙ୍ଗ ଯାହା ଅଗ୍ନିରେ ଜଳେ ନାହିଁ ? ଅର୍ଥାତ ଶରୀରର ସେହି ଅଙ୍ଗ ଯାହା ଅଗ୍ନିରେ ଜଳିବା ପରେ ମଧ୍ୟ ଭସ୍ମ ହୋଇନଥାଏ ।

ଉତ୍ତର- ଆମେ ଆଶା କରୁଛୁ ଆପଣଙ୍କୁ ଏହି ପ୍ରଶ୍ନର ଉତ୍ତର ନିଶ୍ଚିତ ଜଣା ଥିବ କିନ୍ତୁ ଯେଉଁମାନେ ଏହି ପ୍ରଶ୍ନର ଉତ୍ତର ଦେଇ ପାରୁନାହାଁନ୍ତି, ସେମାନଙ୍କୁ ଜଣାଇବା ପାଇଁ ଚାହୁଁଛୁ; ଉତ୍ତର ନଖ ଅଟେ । ଆପଣଙ୍କୁ ଜଣାଇବା ପାଇଁ ଚାହୁଁଛୁ ନଖ ଅଗ୍ନିରେ ଜଳେ ନାହିଁ । ଏହା କାରଣ ଅଟେ ଯେତେବେଳେ କୌଣସି ବ୍ୟକ୍ତିର ମୃତ୍ୟୁ ହୋଇଥାଏ; ତେବେ ସେହି ବ୍ୟକ୍ତିର ଅସ୍ଥି ସହ ନଖକୁ ମଧ୍ୟ ବିସର୍ଜନ କରାଯାଇଥାଏ । ଏହା କେବଳ ଏକ ଛୋଟ ପ୍ରଶ୍ନ ମାତ୍ର ଥିଲା ।

ଆଶା କରୁଛୁ ଯଦି ଆପଣଙ୍କ ଜୀବନରେ କୌଣସି କଠିନ ପ୍ରଶ୍ନ ଆସେ କିମ୍ବା ଆପଣଙ୍କୁ କୌଣସି ବ୍ୟକ୍ତିଙ୍କୁ କଠିନ ପ୍ରଶ୍ନର ଉତ୍ତର ଦେବା ପାଇଁ ପଡେ; ତେବେ ଆପଣ ସେହି ପ୍ରଶ୍ନ ଗୁଡିକର ଉତ୍ତର ଦେବାରେ ସଫଳ ହୋଇପାରିବେ । ଆପଣଙ୍କୁ କହିବା ପାଇଁ ଚାହୁଁଛୁ; ଯଦି ଆପଣ କେବେ କୌଣସି କୁଇଜରେ ଭାଗ ନିଅନ୍ତି କିମ୍ବା କୌଣସି ଇଣ୍ଟରଭିୟୁର ସାମ୍ନା କରନ୍ତି; ତେବେ ନିଜର ମାନସିକତା ସମ୍ପୂର୍ଣ୍ଣ ରୂପରେ ଯାଞ୍ଚ କରି, ସମ୍ପୂର୍ଣ ରୂପେ ପ୍ରସ୍ତୁତି ହୋଇ ଇଣ୍ଟରଭ୍ୟୁର ସାମ୍ନା କରନ୍ତୁ ।

ଆଶା କରୁଛୁ ଅନୁଛେଦଟି ଆପଣଙ୍କୁ ପସନ୍ଦ ଆସିଥିବ । ପସନ୍ଦ ଆସିଲେ ଗୋଟିଏ ଲାଇକ କରନ୍ତୁ ଏବଂ ନିଜ ମତାମତ Comment ଜରିଆରେ ପ୍ରଦାନ କରନ୍ତୁ । ନିଜ ବନ୍ଧୁ ଓ ପରିବାର ବର୍ଗଙ୍କ ମଧ୍ୟରେ ସେୟାର କରନ୍ତୁ ! ଧନ୍ୟବାଦ !