ସାମ୍ନାକୁ ଆସିଲା ରସିକିଆ ଡାକ୍ତର ଅସଲ ରୂପ ,ଏପଟେ ଧୋକା ଦେଇ,ସେ ପଟେ କଣ କରୁଥିଲା ଡାକ୍ତର ଦିବ୍ୟ

Divya

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ନୂଆ ନୂଆ ପାଠ ପଢା ଆଉ ତା ପରେ ଡାକ୍ତରୀ ଚାକିରୀ ମୋଟା ଅଙ୍କର ଦରମା ସରକାରୀ କ୍ୱାଟର , ଆଉ ତା ପରେ ଦୁହେଁ ପ୍ରେମ ରାଇଜରେ ଉଡି ବୁଲିଲେ ହଁ ଡକ୍ଟର ଶୁଭସ୍ମିତା କର ଆଉ ତାଙ୍କର ବୟଫ୍ରେଣ୍ଡ ଦିବ୍ୟରଂଞୀନ ମାଝୀ । ଉଭୟ ଙ୍କ ମଧ୍ୟରେ ଗଢି ଉଠିଲା ପ୍ରେମ ସଂ-ମ୍ପର୍କ ଆଉ ଦୁହିଁଙ୍କର ପ୍ରେମ ଡେଣା ଲାଗି ସାରିବା ପରେ ସେମାନେ ଉଡି ବୁଲିଲେ ପ୍ରେମ ରାଇଜରେ ।

ବାସ୍ ଏହି ପ୍ରେମ କିଛି ଦିନ ପରେ ଧୋକା ରେ ପରିଣତ ହୋଇଗଲା । ମନ ଭାଙ୍ଗିଗଲା ସ୍ୱପ୍ନ ଉଜୁଡି ଗଲା ଆଉ ଦିବ୍ୟରଂଞୀନ କୁଆଡେ ଧୋକା ଦେଇ ଶୁଭସ୍ମିତା କୁ ଛାଡିଦେଲା ଆଉ ତା ପରେ ଶୁଭସ୍ମିତା ବି ଥାନା ର ଦ୍ୱାରସ୍ତ ହେଲେ । ଆଉ ଏହାରି ମଧ୍ୟରେ ସାମ୍ନକୁ ଆସିିଥିଲା ଡାକ୍ତର ଶୁଭସ୍ମିତା କର ଙ୍କର ଶେଷ ନୃତ୍ୟ ଆଉ ଏବେ ସାମ୍ନାକୁ ଆସୁଛି ଡାକ୍ତର ଦିବ୍ୟରଂଞୀନ ଙ୍କର କିଛି ଭିଡ଼ିଓ ।

dabya

ହଁ ବନ୍ଧୁଗଣ ଡାକ୍ତର ଶୁଭଶ୍ରୀ ଙ୍କ ଏକ୍ସ ବୟଫ୍ରେଣ୍ଡ ଙ୍କୁ ଭୁଲିବା ପାଇଁ ନାଚ ଗୀତରେ ମାତିଥିଲେ ଭୋଜି ଭାତରେ ମାତିଥିଲେ ଆଉ ଏପଟେ ଡାକ୍ତର ଦିବ୍ୟରଂଞୀନ ଜଣେ ନୁହେଁ ଏକାଧିକ ଙ୍କ ସହିତ ରଖିଥିଲେ ପ୍ରେମ ସଂ-ମ୍ପର୍କ ଆଉ ପ୍ରେମ ପ୍ରତାରଣା ମଧ୍ୟରେ ଛନ୍ଦି ହୋଇଗଲା ଶୁଭସ୍ମିତା କର ଭଲ କରି ଦେଖି ନିଅନ୍ତୁ ଏହି ଭିଜୁଆଲ ସବୁକୁ ଏହି ଭିଡ଼ିଓ ରେ ଡାକ୍ତର ଦିବ୍ୟରଂଞୀନ , କେଉଁଠି କୁ ଯାଇଛନ୍ତି , କେଉଁଠି ବୁଲୁଛନ୍ତି , କେଉଁଠାର ଚାହା ଭଲ କେଉଁଠି କେତେ କିଲୋମିଟର ତାହା ଦର୍ଶାଉଛନ୍ତି ।

ହଁ ବନ୍ଧୁଗଣ ସବୁ ବେଳେ ମୈଉଜ ଆଉ ମଜଲିସ୍ ରେ ବଞ୍ଚୁଥିବା ଡାକ୍ତର ଦିବ୍ୟରଂଞୀନ ଶେଷରେ ପ୍ରେମ କରି ପ୍ରତାରଣା କରିଲେ । ଆଉ ଏହି ଅଭିଯୋଗ ଆସିବା ପରେ ଦିବ୍ୟରଂଞୀନ ଙ୍କୁ ପୋଲିସ କେବେ ଜେରା କରୁଛି ତା ଉପରେ ରହିଛି ସମସ୍ତ ଙ୍କ ନଜର ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Uncategorized

LIC ରେ ଆସିଲା ନୂଆ ସ୍କିମ ଦେଖନ୍ତୁ । ଆପଣ ମାନେ ବି ହେବେ ମାଲେମାଲ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ LIC ରେ ଆସିଲା ନୂଆ ସ୍କିମ ରଖିବେ 100 ଟଙ୍କା ପାଇବେ 75 ହଜାର ଟଙ୍କା । ପ୍ରତ୍ୟୋକ ମଣିଷ ଚାହାଁନ୍ତି ନିଜର ଭବିଷ୍ୟତ ପାଇଁ କିଛି ଅର୍ଥ ସଞ୍ଚୟ କରିବା ପାଇଁ ଯଦି ଆପଣ ମାନଙ୍କର ରୋଜଗାର କମ୍ ରହିଛି ଆଉ ଆପଣ ମାନେ ସଞ୍ଚୟ କରିବାକୁ ଚାହୁଁଛନ୍ତି । ତେବେ ଆପଣ ମାନେ LIC ର ଏହି ସ୍କିମ୍ ରେ ସ୍ୱଳ୍ପ […]

ଅଧିକ ପଢ
alerted
Uncategorized

ଆଜି ୨୨ ମାର୍ଚ୍ଚ | ଆଜିବି କାଳବୈଶାଖୀ | ଏସବୁ ଜିଲ୍ଲାକୁ ସତର୍କ |

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମାର୍ଚ୍ଚ ମାସ ୨୨ ତାରିଖ ବୁଧବାର ଅର୍ଥାତ୍ ଆଜି । ଆଜି ରାଜ୍ୟର ୧୨ଟି ଜିଲ୍ଲାରେ କାଳ ବୈଶାଖୀ ଜନିତ ହାଲୁକାରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି । ଆଉ ସେପଟେ ୨୩ ରୁ ଅର୍ଥାତ୍ ଆସନ୍ତା କାଲିଠାରୁ ଉତ୍ତର ପଶ୍ଚିମ ଭାରତ ଉପରେ ଆଉ ଏକ ପଶ୍ଚିମା ଝଡର ପ୍ରଭାବ ଅନୁଭୂତ ହେବ । ଆଉ ଏହାର ପ୍ରଭାବ ଓଡିଶା ଉପରେ […]

ଅଧିକ ପଢ
Rashmi
Uncategorized

ମୁଁ ଯାହା ଚାଁହୁଥିଲି ସେଇଟା ତୁ ଦେଲୁନି ,ସେଥିପାଇଁ ମୁଁ ରଶ୍ମି ପାଖକୁ ଗଲି

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମୋର ଆଉ ତୋ ପ୍ରତି ଫିଲିଙ୍ଗ୍ସ ନାହିଁ । ମୋର ଏବେ ମୋର ଏକ୍ସ ବୟଫ୍ରେଣ୍ଡ ପ୍ରତି ଫିଲିଙ୍ଗ୍ସ ଚାଲି ଆସିଛି । ମୁଁ ଏବେ ଆଉ ତୋ ପାଖରେ ରହିବାକୁ ଚାହୁଁ ନାହିଁ । ତୋ ପାଖରେ ଯେତିକି ଦିନ ରହିଲି ବହୁତ ରହିଲି । ତୋ ପାଖରେ ଯେତିକି ଦିନ ରହିଲି ତାହା ତୋ ଭାଗ୍ୟ । ଏବେ ମୁଁ ପୁଣି […]

ଅଧିକ ପଢ