ଆସିଗଲା ନୂଆ ସ୍ୱାସ୍ଥ୍ୟ ବୀମା ରହିଛି ଅନେକ ସୁବିଧା । ହାତ ଛଡ଼ା କଲେ ପରେ ପସ୍ତେଇବେ ।

Spread the love

ହେଲଥ୍ ଇନ୍ସୁରାନ୍ସ ନେଉଥିବା ଲୋକମାନଙ୍କ ପାଇଁ ବହୁତ ବଡ ଖୁସି ଖବର । ସରକାର ଦେଉଛନ୍ତି ମାଗଣାରେ ଏହି ସୁବିଧା ।

କୌଣସି ମେଡିକାଲ ଏମାର୍ଜନସି ପାଇଁ ହେଲଥ ଇନ୍ସୁରାନସ ନେବା ବହୁତ ଗୁରୁତ୍ୱପୂର୍ଣ ହୋଇଗଲାଣି।କୌଣସି ଏକ ଭଲ ଇନ୍ସୁରାନ୍ସ ଯୋଜନା କୌଣସି ଏକ ଗୁରୁତ୍ୱପୂର୍ଣ ରୋଗରୁ ବଞ୍ଚିବାକୁ ବହୁତ ଗୁରୁତ୍ୱପୂର୍ଣ ଜୋଇଥାଏ।ଜାହାଦ୍ୱାର ଆମେ ସବୁବେଳେ ଏକ ଭଲ ଇଂସ୍ଵରାନ୍ସ ଯୋଜନା ନେବା ଆବଶ୍ୟକ।ଏବେ କେନ୍ଦ୍ର ସରକାର ମୋଦି ଏହାଉପରେ ଏକ ବଡ ଉପହାର ଦେବାକୁ ଯାଉଛନ୍ତି।କରନା ଆସନ୍ତା ବର୍ଷ କେଂଡେ଼ ସରକାର ଆମକୁ ଏହି ସବୁ ସୁବିଧା ଦ୍ଵବାକୁ ଯାଉଛନ୍ତି ଯାହାକି ଆମେ କେବେ ସ୍ୱପ୍ନ ରେ ଭାବି ନଥିବା।ଆଜି ଆମେ ସେହି ଇନ୍ସୁରାନ୍ସ ପଲିସି ଉପରେ ଆଲୋଚନା କରିବା ଯାହା ଏବେ ନିକଟତର ଖବରରେ ପ୍ରକାଶ ପାଇଛି।

ଏବେ ଇନ୍ସୁରାନ୍ସ ନେବାକୁ ଚଂହୁଁଥିବା ଲୋକମାନନକ ପାଇଁ ସୁଲଭ ମୂଲ୍ୟରେ ଟଙ୍କା ପୈଠ କରିଵା ବହୁତ ସାଧାରଣ ହୋଇଯାଇଛି।ଏହାର ଅର୍ଥ ହେଲା କି ଆପଣ ମାସିକ, ଛ’ ମାସିକ ଅନୁସାରେ ଆପଣ ପଇସା ଦାନ କରିପାରିବେ । କିନ୍ତୁ ଆପଣ ବାର୍ଷିକ ଅନୁଯାୟୀ ପଇସା ପୈଠ କରିପାରିବେ।

ଇରଡା ଏକ ନିୟମ ଲାଗୁ କରିଛି:

ସାଧାରଣତଃ ଇନ୍ସୁରାନ୍ସ କଣ୍ଟ୍ରୋଲ କରୁଥିବା ଇରଡା ସୂଚନା ଅନୁଯାୟୀ ଆମେ ଜାଣିବାକୁ ପାଇଲୁ କି ଇନ୍ସୁରାନ୍ସ ସେବା ଆଗ ଅପେକ୍ଷା ଆହୁରି ସୁରୁଖୁରୁରେ ଶସ୍ତା ହୋଇଯାଇଛି ଯାହା ଫଳରେ ପଇସା ପୈଠ କରିବା ସମୟରେ ଆପଣଙ୍କୁ ଆଉ କୌଣସି ଅସୁବିଧାର ସମ୍ନା କରିବାକୁ ପଡିବ ନାହିଁ ।

ସର୍କୁଳାର ଆଗକୁ ଯାଇ ପୁଣି ଏହି ସୂଚନା ଦେଇଛି କି ଏବେ ଇନ୍ସୁରାନ୍ସ ପୈଠ ପାଖାପାଖି ମାସିକ, ତିନିମାସିକ ଆଉ ଛ’ ମାସିକ ଆକାରରେ ପୈଠ କରାଯିବ, ଯାହା ଦ୍ୱାରା ଏହା ସାଧାରଣ ଜନତାଙ୍କ ପାଇଁ ବହୁତ ସୁବିଧା ହୋଇଛି ।

ଭାରତୀୟ ବିମା-ନିୟାମକ ଓ ବିକାଶ ପ୍ରାଧିକରଣ ସଂସ୍ଥା ଏହି ରୂପରେ ଇନ୍ସୁରାନ୍ସ ସେବାକୁ ଚଳାଇବା ଦ୍ୱାରା ଏହାର ବହୁତ କିଛି ଲାଭ ହୋଇଛି ଯାହା ଦ୍ୱାରା ହେଲଥ ମାର୍କେଟିଂ ସଂସ୍ଥା ମଧ୍ୟ ବଢ଼ିବାରେ ଲାଗିଛି।

ଇରଡାର ଏହି ଫଇସଲା କେବଳ ସେହି ଲୋକମାନଙ୍କୁ ମିଳିବ; ଯେଉଁମାନେ primium ସେବାରେ ଦେବାକୁ ଥିବା ଇନ୍ସୁରାନ୍ସ କଷ୍ଟ ହେଉଥିଲା । ଏହା ବ୍ୟତୀତ ଏହା ବି କୁହାଗଲା କି ଆଉ କେବେଳ ୬୫ ବର୍ଷର ବୃଦ୍ଧ ମାନଙ୍କ ପାଇଁ ଏହି ସୁବିଧା ମଧ୍ୟ ଉପଯୋଗୀ ଓ ଆର୍ଥିକ କ୍ଷେତ୍ରରେ ଥିବା ବ୍ୟକ୍ତିମାନଂକ ପାଇଁ ମଧ୍ୟ ଏହା ଉପଯୋଗୀ ଅଟେ ।

ଇରଡା ଏହା ମଧ୍ୟ ସୂଚିତ କରିଛି କି ଯଦି କମ୍ପାନୀ ଗୁଡିକ ଚାହିଁବେ; ତା’ହେଲେ ବୀମା ସଂସ୍ଥାରେ ଏକ ବଡ ଧାରଣର ରୋଗ ହିସାବରେ ଆପଣଂକୁ ଇନ୍ସୁରାନ୍ସ ଦେଇପାରିବେ । ଯାହାକି ପୂର୍ବ ପଲିସିରେ ଅନ୍ତର୍ଭୁତ ନଥିଲା । ଏହି ସବୁ ସୁବିଧା ଆପଣଂକୁ ଏହି ଇନ୍ସୁରାନ୍ସ ସେବା ସହ ମିଳିବ । ଯାହା ଦ୍ୱାର ସେମାନଙ୍କୁ ସମସ୍ତ ଷ୍ଟେକ୍-ହୋଲଡ଼ର୍ସଙ୍କ ଠାରୁ ମଞ୍ଜର ନେବାକୁ ପଡିବ ।