ଟଙ୍କା ପାଇବା ପାଇଁ କରି ଦିଅନ୍ତୁ ଏହି କାମ ।

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆମେ ଆଜି ଆପଣ ମାନଙ୍କୁ ଏଠାରେ ଦୁଇଟି ଏମିତି ଆପଡେଟ ଦେବାକୁ ଯାଉଛୁ । ତେବେ ଆପଣ ମାନେ ସେହି ବିଷୟ ରେ ସଂମ୍ପର୍ଣ୍ଣ ବିବରଣି ପାଇଁ ଆପଣ ମାନେ ପୋଷ୍ଟ କୁ ଶେଷ ଯାଏ ପଢନ୍ତୁ । ତେବେ ପ୍ରଥମେ ତ ଆପଣ ମାନଙ୍କୁ ସୂଚନା ଦେବୁ କି ପିଏମ୍ ଆୱାସ ଯୋଜନା ରେ ଖୁବ ଶିଘ୍ର ଘର ମିଳିବାକୁ ଯାଉଛି ।

ଏବଂ ଆଉ ଗୋଟେ ଆପଡେଟ ହେଲା ପିଏମ୍ କିଷାନ ଯୋଜନା ଯଦି ଆପଣ ମାନେ ପିଏମ୍ କିଷାନ ଯୋଜନା ର ହୀତାଧିକାରୀ ଯଦି ଆପଣ ମାନଙ୍କୁ ଟଙ୍କା ମିଳୁଛି ତେବେ ଏପର୍ଯ୍ୟନ୍ତ କିଛି ଲୋକ ମାନଙ୍କୁ ଜଣା ପଡୁନାହିଁ କି ସେମାନଙ୍କୁ କେଉଁ ପ୍ରକାରର ଅସୁବିଧା ର ସାମ୍ନା କରିବାକୁ ପଡୁଛି । ତାହାର ସଲ୍ୟୁସନ କଣ ରହିଛି ଆମେ ଆପଣ ମାନଙ୍କୁ ଏଠାରେ ଜଣେଇବୁ ।

PM

ଦେଖନ୍ତୁ ବହୁତ ସାରା କିଷାନ ଯୋଜନା ର ହୀତାଧିକାରୀ ମାନେ ରହିଛନ୍ତି । ଯେଉଁ ମାନଙ୍କ ପାଖକୁ ପଇସା ଆସୁଛି ଏବେବି ବହୁତ ଚାଷୀ ରହିଛନ୍ତି ଯେଉଁ ମାନଙ୍କ ପାଖକୁ ଟଙ୍କା ଆସୁନାହିଁ । ହୋଇପାରେ ଏହି ନିକଟ ରେ ଯେଉଁ 12 ତମ କିସ୍ତି ମିଳି ଥିଲା ତାହାର ବି କିସ୍ତି ମିଳିନାହିଁ ତେବେ କଣ ପାଇଁ ନାଁ ସେମାନେ eKYC କରିଛନ୍ତି । ଜାହାର ଆପଣ ମାନେ ଏଠାରେ ଷ୍ଟାଟସ ମଧ୍ୟ ଦେଖିବା ପାଇଁ ପାଇ ପାରିବେ ।

ତେବେ ଏଠାରେ କଣ ପାଇଁ ରିଜେକ୍ଟ ଦେଖଉଛି ତାହାର ରିଜନ ଦେଖନ୍ତୁ ଏଠାରେ ଦେଖିବା ପାଇଁ ମିଳୁଛି । କି ଆପଣ ମାନଙ୍କ ଆଧାର କାର୍ଡ ରେ ବ୍ୟାଙ୍କ୍ ଏକାଉଣ୍ଟ ଲିଙ୍କ୍ ହୋଇ ନାହିଁ । ଏମିତି ବେଳେ ଆପଣ ମାନେ ବନ୍ଧୁଗଣ ଆଧାର ସେଣ୍ଟର କୁ ଜାଆନ୍ତୁ ଏବଂ ନିଜର ଆଧାର କାର୍ଡ ରେ ନିଜର ଗୋଟେ ଏକାଉଣ୍ଟ କୁ ଲିଙ୍କ୍ କରନ୍ତୁ ଏମିତି ଗୋଟେ କେବଳ ଏକାଉଣ୍ଟ ଲିଙ୍କ୍ ରହିଲେ ଆପଣ ମାନଙ୍କ ପାଖକୁ ସରକାର ଯେଉଁ ପଇସା ପଠଉଛନ୍ତି ସେ ଆଧାର କାର୍ଡ ମାଧ୍ୟମ ରେ ପଠାଉଛନ୍ତି । ଜାହା ଫଳ ରେ ଆପଣ ମାନଙ୍କ ଆଧାର କାର୍ଡ ରେ ଯେଉଁ ଏକାଉଣ୍ଟ ଲିଙ୍କ୍ ରହିଥିବ ସେହି ବ୍ୟଙ୍କ୍ ଏକାଉଣ୍ଟ କୁ ମଧ୍ୟ ପଇସା ଆସିପାରିବ ।

pm

ସେହି ପରି ଦ୍ୱତିୟ ଅପଡେଟ ବିଷୟ ରେ କହିବା ତେବେ ଏଠାରେ ତାହାର ବି ଆପଡେଟ ଆସିଜାଇଛି । ଜାହା ଆପଣ ମାନଙ୍କ ପାଇଁ ବଡ ଖୁସୀ ଖବର ଖୁବ ଶୀଘ୍ର ରାଜ୍ୟରେ 9 ଲକ୍ଷ 60 ହଜାର ହୀତାଧିକାରୀ ଙ୍କୁ ଆୱାସ ମିଳିବାକୁ ଯାଉଛି ତେବେ ଆପଣ ମାନେ ଭାବୁଥିବେ କେଉଁ ୱେବସାଇଟ ଯୋଗେ ଆପଣ ମାନେ ଲିଷ୍ଟ ଦେଖି ପାରିବେ ତେବେ ଜାହାର ଲିଙ୍କ୍ ଆମେ ଏଠାରେ ଦେଇଛୁ ଆପଣ ମାନେ ଚାହିଁଲେ ଚେକ୍ କରି ପାରିବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Prasidhi
Uncategorized

ବଡ଼ ହେଲା ପରେ କିପରି ଦିଶୁଛନ୍ତି ଏହି ଓଡ଼ିଆ ପ୍ରସିଦ୍ଧି ଶିଶୁକଳାକାର ଦେଖନ୍ତୁ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଓଲିଉଡ ର ଚାଇଲ୍ଡ ଅଭିନେତ୍ରୀ ପ୍ରସିଦ୍ଧି ନାୟକ ଙ୍କୁ ତ ଆପଣ ମାନେ ଭଲ ଭାବେ ଜାଣିଥିବେ । ଦିର୍ଘ ଦିନ ଧରି ଓଲିଉଡ ରେ ଅଭିନୟ କରି ଆସୁଛନ୍ତି ପ୍ରସିଦ୍ଧି । ତାହାଲେ ସେ ଓଡିଆ ସିନେମା ସହିତ ଓଡିଆ ସିରିଏଲ ରେ ବି ଅଭିନୟ କରିଛନ୍ତି । ମାତ୍ର 6 ବର୍ଷ ବୟସ ରୁ ହିଁ ଓଲିଉଡ ଇଣ୍ଡଷ୍ଟ୍ରୀ ରେ କାମ […]

ଅଧିକ ପଢ
Kalia Yojana
Uncategorized

ଆଜି ଆସିବ କାଳିଆ ଯୋଜନାରେ ଟଙ୍କା । ପାଇବାକୁ ହେଲେ କରନ୍ତୁ ଏହି କାମ ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସିଲା ବଡ ଖୁସୀ ଖବର ଆଜି ଉତ୍କଳ ଦିବସ ଅବସର ରେ କାଳିଆ ଯୋଜନା ରେ ମିଳିବାକୁ ଯାଉଛି କାଳିଆ ଯୋଜନା ର କିସ୍ତି ଟଙ୍କା । ତେବେ କେଉଁ ଚାଷୀ ଙ୍କୁ ମିଳିବ କଣ ରହିଛି ସଂମ୍ପର୍ଣ୍ଣ ଅପଡେଟ ଆସନ୍ତୁ ଜାଣିନେବା ତା ଆଗରୁ ଆପଣ ମାନେ ପୋଷ୍ଟ କୁ ଶେଷ ଯାଏ ପଢନ୍ତୁ । ତେବେ କିଛି […]

ଅଧିକ ପଢ
Kalia Yojana
Uncategorized

କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର । ଏହି ତାରିଖରେ ଆସିବ ଟଙ୍କା

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର ଆପଣ ସମସ୍ତ ଙ୍କୁ ମିଳିବାକୁ ଯାଉଛି ଟଙ୍କା ଆପଣ ମାନେ ଭୂମୀହୀନରେ ଥାଆନ୍ତୁ ବା ଆପଣ ମାନେ ଚାଷୀରେ ଥାଆନ୍ତୁ ଦୁଇ ଜଣଙ୍କୁ ମିଳିବ ଟଙ୍କା କେତେ ଟଙ୍କା ମିଳିବ କେଉଁ ତାରିଖ ରେ ମିଳିବ । କଣ ରହିଛି ସଂମ୍ପର୍ଣ୍ଣ ପ୍ରେସସ ଆପଣ ମାନଙ୍କୁ ସବୁ ବିଷୟ ରେ ସଂମ୍ପର୍ଣ୍ଣ ବିବରଣି […]

ଅଧିକ ପଢ