ବର୍ଷା ଦିନ ରେ ଘରକୁ ସାପ (SNAKES) ନ ଆସିବା ପାଇଁ ଏହି ଉପାୟ କରନ୍ତୁ,ଆପଣଙ୍କ ଅଂଚଳ ରେ ମଧ୍ୟ ସାପ ପସିବେ ନାହିଁ…

snakes

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ସବୁ ଦିନ ଆପଣ ମାନଙ୍କ ଘରେ ସାପ ପଶୁଛନ୍ତି । ତେବେ ଆମେ ଆଜି ଆପଣ ମାନଙ୍କୁ ଯେଉଁ ଉପାୟ ବିଷୟ ରେ କହିବୁ ତାହାକୁ କରିବା ଦ୍ୱାରା ଆପଣ ମାନଙ୍କ ଘରେ କେବେ ବି ସାପ ପସିବ ନାହିଁ । ସେମିତି ରେ ଆପଣ ମାନେ ଜାଣିଥିବେ ଏବେ ବର୍ଷା ସମୟ ଆସିଗଲାଣି ଏହି ସମୟ ରେ ହିଁ ସାପ ମାନଙ୍କ ପାଇଁ ବହୁତ ସଠିକ୍ ସମୟ ଅଟେ ଯେଉଁ ସମୟ ରେ ସାପ ମାନେ ଘରେ ପସିଜାଇଥାନ୍ତି ।

ବହୁତ ସମୟ ରେ ଏମିତି ବି ଦେଖିବା ପାଇଁ ମିଳେ କି ଲୋକ ମାନଙ୍କୁ ଘରେ ପଶି ସାପ କାମୁଡିବା ସହିତ ଲୋକ ମାନେ ସାପ ଦେଖି ବହୁତ ଡରିଜାଇଥାନ୍ତି । ବହୁତ ଲୋକ ମାନଙ୍କ ମନରେ ଏହି ପ୍ରଶ୍ନ ଉଠିଥାଏ କି ସେମାନେ ଘରେ ସାପ ଦେଖିଲେ କଣ କରିବେ ବୋଲି । ଏହି ମଧ୍ୟରେ ସାପ ଘର ଲୋକ ମାନଙ୍କୁ କାମୁଡିବା ଆରମ୍ଭ କରିଥାଏ । ତେବେ ଗୋଟିଏ ସାପ ବାହାରିଗଲେ ଆଉ ଏକ ସାପ ଆସେ ହେଲେ ଆମେ ଆଜି ଆପଣ ମାନଙ୍କୁ ଏମିତି ଉପାୟ ବିଷୟ ରେ କହିବୁ ଜାହା କରିବା ପରେ ଆପଣ ମାନଙ୍କ ଘରେ କେବେ ବି ସାପ ର ପ୍ରବେଶ ହେବ ନାହିଁ ।

snakes

ଆମେ ମାନେ ଏହି ବିଷୟ ରେ ଜାଣିବା ଜରୁରୀ ଅଟେ ଘରେ ସାପ ପସିବା କୁ ଦେବା ଠିକ୍ ନୁହେଁ । ବିଜ୍ଞାନ ରେ ସୂଚନା ଦିଆଜାଇଛି ଯେ କିରୋସିନ ର ଗନ୍ଧ କେବେ ବି ସାପ କୁ ପସନ୍ଦ ଆସେ ନାହଁ । ସେହିଥି ପାଇଁ ଆପଣ ମାନେ ଘର ପରିସରରେ ଆପଣ ମାନେ ଯଦି କିରୋସିନି ଛିଞ୍ଚିଦେବେ ତେବେ ଘରକୁ ସାପ ଆସିବାର ବହୁତ ସମ୍ଭାବନା କମ୍ ରହିଥାଏ ।

ହେଲେ ଏହି ବିଷୟ ରେ ଆପଣ ମାନେ ସବୁବେଳେ ଧ୍ୟନ ଦେବେ କି କିରୋସିନି ଛିଞ୍ଚିବା ଦ୍ୱାରା ଆପଣ ମାନଙ୍କ ଘରେ ନିଆଁ ଲାଗିବାର ମଧ୍ୟ ବହୁତ ଅଧିକ ସମ୍ଭବନା ରହିଥାଏ । ତେଣୁ ସାବଧାନତା ର ସହିତ ଆପଣ ମାନେ ଘର ଚାରିପଡେ ଏହି କିରୋସିନି କୁ ସ୍ପ୍ରେ କରି ନିଅନ୍ତୁ । ଏବଂ ଏମିତି କରିବା ଦ୍ୱାରା ଆପଣ ମାନଙ୍କ ଘରଠାରୁ 2 କିଲୋମିଟର ଦୂରରେ ସାପ ମାନେ ରହିବେ ।

ଏହି ଉପାୟ ମାଧ୍ୟମ ରେ ହିଁ ଆପଣ ମାନେ ନିଶ୍ଚିତ ଭାବେ ସାପକୁ ନିଜ ଘରକୁ ପସେଇବାରୁ ମୁକ୍ତି ପାଇପାରିବେ। ତଥା ନିଜର ଘର ଚାରିପଟେ ସବୁ ସମୟ ରେ ସଫା ରଖିବା ପାଇଁ ଚେଷ୍ଟା କରନ୍ତୁ । ତଥା ଘର ମଧ୍ୟରେ ରହିଥିବା ଖଟ ତଳ ଆଦିକୁ ଆପଣ ମାନେ ଭଲ କରି ଦେଖନ୍ତୁ ଏବଂ ସଫା କରନ୍ତୁ । ସାପ କେବେ ବି ପ୍ରବେଶ କରିବ ନାହିଁ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Uncategorized

LIC ରେ ଆସିଲା ନୂଆ ସ୍କିମ ଦେଖନ୍ତୁ । ଆପଣ ମାନେ ବି ହେବେ ମାଲେମାଲ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ LIC ରେ ଆସିଲା ନୂଆ ସ୍କିମ ରଖିବେ 100 ଟଙ୍କା ପାଇବେ 75 ହଜାର ଟଙ୍କା । ପ୍ରତ୍ୟୋକ ମଣିଷ ଚାହାଁନ୍ତି ନିଜର ଭବିଷ୍ୟତ ପାଇଁ କିଛି ଅର୍ଥ ସଞ୍ଚୟ କରିବା ପାଇଁ ଯଦି ଆପଣ ମାନଙ୍କର ରୋଜଗାର କମ୍ ରହିଛି ଆଉ ଆପଣ ମାନେ ସଞ୍ଚୟ କରିବାକୁ ଚାହୁଁଛନ୍ତି । ତେବେ ଆପଣ ମାନେ LIC ର ଏହି ସ୍କିମ୍ ରେ ସ୍ୱଳ୍ପ […]

ଅଧିକ ପଢ
alerted
Uncategorized

ଆଜି ୨୨ ମାର୍ଚ୍ଚ | ଆଜିବି କାଳବୈଶାଖୀ | ଏସବୁ ଜିଲ୍ଲାକୁ ସତର୍କ |

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମାର୍ଚ୍ଚ ମାସ ୨୨ ତାରିଖ ବୁଧବାର ଅର୍ଥାତ୍ ଆଜି । ଆଜି ରାଜ୍ୟର ୧୨ଟି ଜିଲ୍ଲାରେ କାଳ ବୈଶାଖୀ ଜନିତ ହାଲୁକାରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି । ଆଉ ସେପଟେ ୨୩ ରୁ ଅର୍ଥାତ୍ ଆସନ୍ତା କାଲିଠାରୁ ଉତ୍ତର ପଶ୍ଚିମ ଭାରତ ଉପରେ ଆଉ ଏକ ପଶ୍ଚିମା ଝଡର ପ୍ରଭାବ ଅନୁଭୂତ ହେବ । ଆଉ ଏହାର ପ୍ରଭାବ ଓଡିଶା ଉପରେ […]

ଅଧିକ ପଢ
Rashmi
Uncategorized

ମୁଁ ଯାହା ଚାଁହୁଥିଲି ସେଇଟା ତୁ ଦେଲୁନି ,ସେଥିପାଇଁ ମୁଁ ରଶ୍ମି ପାଖକୁ ଗଲି

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମୋର ଆଉ ତୋ ପ୍ରତି ଫିଲିଙ୍ଗ୍ସ ନାହିଁ । ମୋର ଏବେ ମୋର ଏକ୍ସ ବୟଫ୍ରେଣ୍ଡ ପ୍ରତି ଫିଲିଙ୍ଗ୍ସ ଚାଲି ଆସିଛି । ମୁଁ ଏବେ ଆଉ ତୋ ପାଖରେ ରହିବାକୁ ଚାହୁଁ ନାହିଁ । ତୋ ପାଖରେ ଯେତିକି ଦିନ ରହିଲି ବହୁତ ରହିଲି । ତୋ ପାଖରେ ଯେତିକି ଦିନ ରହିଲି ତାହା ତୋ ଭାଗ୍ୟ । ଏବେ ମୁଁ ପୁଣି […]

ଅଧିକ ପଢ