ରାତିରେ ଶୋଇବା ପୂର୍ବରୁ କରନ୍ତୁ ଏହି ଗୋଟିଏ କାମ ! ମସ୍ତିଷ୍କ ଏତେ ପ୍ରଖର କାମ କରିବ କି ବିଶ୍ୱାସ ହେବ ନାହିଁ !

Spread the love

ଯେତେବେଳେ କୌଣସି ବ୍ୟକ୍ତିର ମସ୍ତିଷ୍କ ଶାନ୍ତ ରହେ ନାହିଁ, ତେବେ ସେଥିରୁ ସୁନିଶ୍ଚିତ ଯେ, ସେହି ବ୍ୟକ୍ତି ଅନେକରେ ନେଇ ଚାଲୁଛି ! ଏମିତିରେ ତ ବ୍ୟକ୍ତି ସବୁ କାର୍ଯ୍ୟ ନିଜ ମସ୍ତିଷ୍କ ସାହାଯ୍ୟରେ କରିଥାଏ ! ସିଧା ଶବ୍ଦରେ କହିଲେ ମସ୍ତିଷ୍କ ଆମ ଜୀବନର ଏକ ବିଶେଷ ଅଂଶ ! ଆଜି ଆମେ ଆପଣଙ୍କୁ ଏମିତି ଏକ କୌଶଳ କହିବାକୁ ଯାଉଛୁ, ଆପଣଙ୍କ ମସ୍ତିଷ୍କ ସର୍ବଦା ସତେଜ ରହିବ ଏବଂ ଚଳଚଞ୍ଚଳତାର ସହିତ ସବୁ କାର୍ଯ୍ୟ ସହଜରେ ସଂପାଦନ କରିପାରିବେ !

ଆମ୍ଭେମାନେ ଆଜି ବିଜ୍ଞାନ ଯୁଗରେ ପଦାର୍ପଣ କରିଛୁ ! ଆଜିର ଦୁନିଆରେ ପ୍ରତ୍ୟେକ ବ୍ୟକ୍ତର ଜୀବନ ଏତେ ବ୍ୟସ୍ତ ବହୁଳ ଯେ, ସେ ଗୋଟିଏ ସେକେଣ୍ଡ ମଧ୍ୟ ନୀରବରେ ବସି ନିଜେ ବିଷୟରେ ଚିନ୍ତା କରିବା ଅଥଚ ନିଜ ବିଷୟରେ ଭାବିବାକୁ ମଧ୍ୟ ସମୟ ପାଏ ନାହିଁ ! ସେହି ପାଇଁ ବ୍ୟକ୍ତିର ମସ୍ତିଷ୍କ ଶାନ୍ତି ରହେ ନାହିଁ ! ଆଜିକର ଦୁନିଆରେ (ଆବାଳ ବୃଦ୍ଧ ବନିତା ) ସମସ୍ତେ ନିଜ ନିଜ କାର୍ଯ୍ୟରେ ବ୍ୟସ୍ତତା ! କିଏ ଟଙ୍କା ରୋଜଗାର ପାଇଁ ବ୍ୟସ୍ତତା ତ କିଏ ଦୁଇମୁଠା ଖାଇବା ପାଇଁ ବ୍ୟସ୍ତତା ଓ ଆଉ କେତେକ ପ୍ରେମକୁ ନେଇ ବ୍ୟସ୍ତତା !

ଏହି ସବୁ କାର୍ଯ୍ୟରେ ବ୍ୟସ୍ତତା ରହି ଆଜିର ମନୁଷ୍ୟ ନିଜ ବିଷୟରେ ଭାବିବାକୁ ସମୟ ପାଏ ନାହିଁ ! ଯଦି ବ୍ୟକ୍ତି କିଛି ସେ ଏକୁଟିଆ ରହିବ କିମ୍ବା ପ୍ରକୃତିର ସୌନ୍ଦର୍ଯ୍ୟକୁ ଉପଭୋଗ କରି ସମୟ ବିତାଇବ ତେବେ ମସ୍ତିଷ୍କ ଆପେ ଆପେ ଶାନ୍ତ ହୋଇଯିବ !

ଆସନ୍ତୁ ଏବେ ଜାଣିବା ସେହି ଉପାୟ ବିଷୟରେ ଯାହାକୁ ଆପଣ ଅବଲମ୍ବନ କରି ନିଜର ମସ୍ତିଷ୍କକୁ ଶାନ୍ତ କରିପାରିବେ :-

Google

ପ୍ରଥମେ ଶାନ୍ତିରେ ଗୋଟିଏ ଜାଗାରେ ବସନ୍ତୁ ଓ ଗୋଟିଏ ଅଜଣା ଶବ୍ଦକୁ ଧ୍ୟାନରେ ଶୁଣନ୍ତୁ ! ଏହି ଶବ୍ଦ ଆପଣଙ୍କ ଶରୀରରୁ ମାନେ ଆପଣଙ୍କ ଆତ୍ମାରୁ ଆସୁଥାଏ, ତଥା ଶୁଣିବା ପାଇଁ ଚେଷ୍ଟା କରନ୍ତୁ ! ବର୍ତ୍ତମାନ ଏହି ଶବ୍ଦକୁ ଅତ୍ୟନ୍ତ ଗଭୀରତାରୁ ଅନୁଭବ କରିବାକୁ ପ୍ରୟାସ କରନ୍ତୁ ! ଏହିପରି ଭାବରେ ଆପଣଙ୍କୁ 10ମିନିଟ କରିବାକୁ ହେବ ! ଯଦି ଆପଣ ଏହା ରାତିରେ କରିବେ ତ ବହୁତ ଭଲ ! କାରଣ ରାତିରେ ଆପଣଙ୍କ ମନରେ କୌଣସି କାର୍ଯ୍ୟର ଚିନ୍ତା ନ ଥାଏ ଓ ଆପଣ ଆରାମରେ ନିଜ ମସ୍ତିଷ୍କ କୁ ଶାନ୍ତ କରିପାରିବେ ! ଏହି ଉପାୟ ଦ୍ୱାରା ଆପଣ ସମସ୍ତ କାର୍ଯ୍ୟ ଅତ୍ୟନ୍ତ ସହଜରେ ନିଜ ମସ୍ତିଷ୍କକୁ ଶାନ୍ତ କରିପାରିବେ !

ଆଶା କରୁଛୁ ଆପଣ ଏହି ଉପାୟକୁ ଆପଣାଇବେ ! ଅନୁଛେଦଟି କିପରି ଲାଗିଲା Comment କରି ଜଣାନ୍ତୁ ଏବଂ share କରି ଅନ୍ୟକୁ ଜଣାନ୍ତୁ !