କରନ୍ତୁ ଏହି ଗୋଟିଏ ଛୋଟିଆ କାମ । ଝିଅ ନିଜେ ଆସି ପ୍ରପୋଜ କରିବ

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆମେ ଆପଣ ମାନଙ୍କ ସହିତ ଏକ ଇମ୍ପଟାନ୍ସ ଟପିକ୍ ଉପରେ ଆଲୋଚନା କରିବା କି ତୁମେ ଜାହାକୁ ଭଲପାଉଛ ସେ ତୁମକୁ ପ୍ରକୃତ ରେ ଭଲପାଉଛି କି ନାହିଁ । ଏବଂ ତୁମେ ଏମିତି କଣ କଲେ ତୁମ ପାର୍ଟନର ତୁମକୁ ବହୁତ ଭଲ ପାଇବ । ଏବଂ ତୁମେ ଜାହାକୁ ଭଲପାଉଛ ସେ ତୁମକୁ ପାଇବା ପାଇଁ ରାତି ଦିନ କାନ୍ଧିବ । ତେବେ ଆସନ୍ତୁ ଏହି ସବୁ ବିଷୟ ରେ ଜାଣିବା ।

ତେବେ ପ୍ରଥମ କାମ ହେଲା ତୁମେ ଇମୋସନାଲ ହେବା ବନ୍ଦ କର ଯେତେ ତୁମେ ଇମୋସନାଲ ହେଉଛ ମାନେ ପାର୍ଟନର ଟାଇମ୍ ଦେଉନାହାଁନ୍ତି ରେସ୍ପନ୍ସ କରୁନାହାଁନ୍ତି । ତେବେ ତୁମକୁ ଅବହେଳା କରୁଛନ୍ତି ଭାବି ତୁମେ ଇମୋସନାଲ ହେଉଛ । କିନ୍ତୁ ତୁମକୁ ସେହିସବୁ ବନ୍ଦ କରିବାକୁ ପଡିବ । କାରଣ କଥା କଥା ରେ ଇମୋସନାଲ ହେଲେ ପାର୍ଟନର ତୁମକୁ ଦୂର୍ବଳ ମନେ କରିବ ।

ସେ ଭାବିବ କି ତୁମ ଭିତରଟା ଷ୍ଟ୍ରଙ୍ଗ୍ ନାହିଁ ଏବଂ ଛୋଟ ଛୋଟ କଥାରେ ଭାଙ୍ଗିପଡୁଛ । ତେଣୁ ବଡ ବଡ ଅସୁବିଧା କୁ କଣ ସଲ୍ଭ୍ କରିବ । ତେଣୁ କରି ତୁମେ ଭିତରୁ ଷ୍ଟଙ୍ଗ୍ ହେବାକୁ ଚେଷ୍ଟାକର । ଏବଂ ଛୋଟ ଛୋଟ କଥା ରେ ପାର୍ଟନର ଙ୍କ ସାମ୍ନା ରେ କାନ୍ଧିବା ଏବଂ ଦୁଖଃ କରିବା ଭଳି କାମ କରନାହିଁ ।

love 2

ଏବଂ ଦ୍ୱତୀୟ କଥା ହେଲା ପାର୍ଟନର ଙ୍କୁ ସବୁ କାମରେ ସାହାଯ୍ୟ କରିବା । କାରଣ ଖରାପ ସମୟ ରେ ଯେ ସାହାଯ୍ୟ କରେ ତାଙ୍କୁ ସମସ୍ତେ ମନେ ରଖନ୍ତି । ଆଉ ତୁମେ ସାହାଯ୍ୟ କରୁଛ ତେବେ ପାର୍ଟନର ତୁମକୁ ସବୁବେଳେ ମନେ ରଖିବ । ଏବଂ ପାର୍ଟନର କିଛି ବି କମି ଅନୁଭବ କରଲେ ସେ ପ୍ରଥମେ ତୁମ କଥା ଭାବିବ । ଯେଉଁଠୀ କେହି ନଥାନ୍ତି ସେହିଠି ତୁମେ ରୁହ ଦେଖିବେ ତୁମ ପାର୍ଟନର ତୁମକୁ ନିଜେ ଝୁରିବ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

odisha band
Editorial

କାଲି ଓଡିଶା ବନ୍ଦ ଡାକରା – ଘରୁ ବାହାରିବା ଆଗରୁ ଜାଣି ନିଅନ୍ତୁ ଏହି ଖବର ।

ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ କରୁଛୁ । ବନ୍ଧୁଗଣ ଆସନ୍ତା କାଲି ଧର୍ମ ଘଟ ରେ ସାମିଲ ହେବନି ଘୋରଇ ବସ୍ ରାଜ୍ୟର ସମସ୍ତ ରୁଟ୍ ରେ ଘୋରଇ ବସ୍ ଗଡିବା ନେଇ ଆଭିମୂଖ୍ୟ ସ୍ପଷ୍ଟ କରିଛି ଘୋରଇ ବସ୍ ମାଲିକ ସଙ୍ଘ ଧର୍ମଘଟ ସମୟ ରେ ଘୋରଇ ବସ୍ ମାଲିକ ସଙ୍ଘ ଗୋଣ୍ଡଗୋଳ ଆଶଂକା କରିଛି ସୁରକ୍ଷା ପ୍ରଦାନ ପାଇଁ ପୋଲିସ ଡିଜି ଙ୍କୁ ଭେଟି ନିବେଦନ କରିଛି ସଂଘ । […]

ଅଧିକ ପଢ
Riya 1
Editorial

ସୁଟିଂ ସେଟରେ ସବୁ ଖୋଲି ଦେଲେ ରିୟା – ସ୍ୱାମୀଙ୍କୁ ଦେଖି ଆଉ

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ସୁଟିଂ ସେଟ୍ ରେ ସ୍ୱାମୀ ଙ୍କ ସହ ରୋମାନ୍ସ କରୁଥିବାର ନଜର ଆସିଛନ୍ତି ଓଡିଆ ଅଭିନେତ୍ରୀ ରିୟା ଦେ । ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଗତ ମାସରେ ସୁନିଲ ଏବଂ ରିୟା ଙ୍କର ବିବାହ ହୋଇଥିଲା । ଆଉ ବାହାଘର ଟି ବହୁତ ଧୁମଧାମ୍ ରେ ହୋଇଥିଲା ଯେଉଁଥିରେ ଓଲିଉଡ ର ସମସ୍ତ ସେଲିବ୍ରେଟି ମାନେ ଯୋଗ ଦେଇଥିଲେ । ଆଉ […]

ଅଧିକ ପଢ
aret
Editorial

ବାପା ସହିତ ୫ ଟା ମୋବାଇଲ ଖୋଲିବ ଝିଅ ଅର୍ଚ୍ଚନାର କଳା ଗୁମର !

ଆପଣ ମାନଙ୍କୁ ଆମର ପୋର୍ଟଲକୁ ବହୁତ ବହୁତ ସ୍ୱଗତ କରୁଛୁ । ବନ୍ଧୁଗଣ ଲେଡି ବ୍ଲାକ୍ ମେଲର ଅର୍ଚ୍ଚନା ନାଗଙ୍କ ବାପା ଙ୍କୁ ସମନ ପରେ ଇଡି ଜେରା କରିଛି । ପ୍ରବର୍ତ୍ତନ ନିର୍ଦ୍ଧେଶାଳୟ ରେ ସମନ ପରେ ତାଙ୍କୁ ହାଜର କରାଜାଇଥିବା ସୂଚନା ରହିଛି । ତେବେ ଅର୍ଚ୍ଚନା ଙ୍କ ବେନାମୀ ସଂମ୍ପତୀ ନେଇ ଇଡି ଖୋଳତାଳ କରୁଛି । ତାଙ୍କର ବାପାଙ୍କୁ ପଚରା ଉଚୁରା କରୁଛି ଏହି ସଂମ୍ପତୀ ବାବଦରେ ଅର୍ଚ୍ଚନା ଙ୍କ ସଂମ୍ପର୍କ […]

ଅଧିକ ପଢ