ଘର ପାଇବାକୁ ଚାହୁଁଥିଲେ କରି ଦିଅନ୍ତୁ ଏହି କାମ।

house

ଆପଣ ମାନଙ୍କୁ ଆମ ର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ପିଏମ୍ ଆୱାସ ଯୋଜନା ଅଧିନ ରେ ଆସୁଛି ଆଉ କିଛି ବଡ ଆପଡେଟ । ବହୁତ ଶୀଘ୍ର ରାଜ୍ୟରେ ଆବଣ୍ଟିତ ହେବାକୁ ଯାଉଛି ପ୍ରଧାନ ମନ୍ତ୍ରୀ ଆୱାସ ଯୋଜନା ଅଧିନରେ ଘର ନିର୍ମାଣ ତେବେ ଆର୍ଥିକ ବର୍ଷ 2022/23 ରେ ପ୍ରସ୍ତୁତି ହେବ ୱାର୍କଡ ଖାତାକୁ ଆସିବ ଟଙ୍କା । ଆସନ୍ତୁ ସଂମ୍ପର୍ଣ୍ଣ ରିପୋର୍ଟ ଜାଣିବା ତା ପୂର୍ବରୁ ପୋଷ୍ଟ କୁ ଶେଷ ଯାଏ ପଢନ୍ତୁ ।

ପଏମ୍ ଆୱାସ ର ହିତାଧିକୀ ଙ୍କ ପାଇଁ ଆସିଛି ବଡ ଖବର । ସରକାର ପଏମ୍ ଆୱାସ ଯୋଜନା କୁ ନେଇ ବଡ ଘୋଷଣା କରିଛନ୍ତି । ପ୍ରଧାନ ମନ୍ତ୍ରୀ ଆୱସ ଗ୍ରାମିଣ କୁ 2024 ପର୍ଯ୍ୟନ୍ତ ଜାରି ରଖିବାକୁ ମଞୁରୀ ମିଳି ଜାଇଛି । ସୂଚନା ଯୋଗ୍ୟ ଯେ ପ୍ରଧାନ ମନ୍ତ୍ରୀ ଗ୍ରାମିଣ ଯୋଜନା ଅଧିନରେ 2.95 କୋଟି ପକ୍କାଘର ଆବଣ୍ଟନ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି ।

pm

ବର୍ତମାନ ସୁଧା ପ୍ରାୟ 2 କୋଟି ପକ୍କାଘର ନିର୍ମାଣ ହୋଇଛି । ହେଲେ ଏବେ ଯାଏ ଅନେକ ପରିବାର ବାକି ରହିଛନ୍ତି । ଏହାକୁ ଦୃଷ୍ଟି ରେ ରଖି 2024 ପର୍ଯ୍ୟନ୍ତ ପଏମ୍ ଆୱାସ ଯୋଜନା ଜାରି ରଖିବାକୁ ଅନୁମୋଦନ ଦିଆଜାଇଛି । ଏହା ସହିତ 2022/23 ଆର୍ଥିକ ବର୍ଷ ଜାନୁଆରୀ ପ୍ରଥମ ସପ୍ତାହ ସୁଧା ପ୍ରସ୍ତୁତ ହୋଇଯିବ ୱାର୍କଡ ଏବଂ ଆପଣ ମାନେ ବି ପ୍ରଧାନ ମନ୍ତ୍ରୀ ଆୱାସ ଯୋଜନା ଅଧିନ ରେ ଘର ନିର୍ମାଣ ।

ତେବେ ଆପଣ ମାନଙ୍କର ନାମ ଏହି ପଏମ୍ ଆୱାସ ଯୋଜନା ଲିଷ୍ଟ ରେ ରହିଛି କି ନାହିଁ ସେହି ବିଷୟ ରେ ଆପଡେଟ ନେବା ପାଇଁ ଆପଣ ମାନେ ପଏମ୍ ଆୱାସ ଯୋଜନା ଅଫିସିଆଲ ୱେବସାଇଟ କୁ ଜାଇ ପାଇ ପାରିବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *