ଘର ପାଇବାକୁ ଚାହୁଁଥିଲେ କରି ଦିଅନ୍ତୁ ଏହି କାମ।

house

ଆପଣ ମାନଙ୍କୁ ଆମ ର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ପିଏମ୍ ଆୱାସ ଯୋଜନା ଅଧିନ ରେ ଆସୁଛି ଆଉ କିଛି ବଡ ଆପଡେଟ । ବହୁତ ଶୀଘ୍ର ରାଜ୍ୟରେ ଆବଣ୍ଟିତ ହେବାକୁ ଯାଉଛି ପ୍ରଧାନ ମନ୍ତ୍ରୀ ଆୱାସ ଯୋଜନା ଅଧିନରେ ଘର ନିର୍ମାଣ ତେବେ ଆର୍ଥିକ ବର୍ଷ 2022/23 ରେ ପ୍ରସ୍ତୁତି ହେବ ୱାର୍କଡ ଖାତାକୁ ଆସିବ ଟଙ୍କା । ଆସନ୍ତୁ ସଂମ୍ପର୍ଣ୍ଣ ରିପୋର୍ଟ ଜାଣିବା ତା ପୂର୍ବରୁ ପୋଷ୍ଟ କୁ ଶେଷ ଯାଏ ପଢନ୍ତୁ ।

ପଏମ୍ ଆୱାସ ର ହିତାଧିକୀ ଙ୍କ ପାଇଁ ଆସିଛି ବଡ ଖବର । ସରକାର ପଏମ୍ ଆୱାସ ଯୋଜନା କୁ ନେଇ ବଡ ଘୋଷଣା କରିଛନ୍ତି । ପ୍ରଧାନ ମନ୍ତ୍ରୀ ଆୱସ ଗ୍ରାମିଣ କୁ 2024 ପର୍ଯ୍ୟନ୍ତ ଜାରି ରଖିବାକୁ ମଞୁରୀ ମିଳି ଜାଇଛି । ସୂଚନା ଯୋଗ୍ୟ ଯେ ପ୍ରଧାନ ମନ୍ତ୍ରୀ ଗ୍ରାମିଣ ଯୋଜନା ଅଧିନରେ 2.95 କୋଟି ପକ୍କାଘର ଆବଣ୍ଟନ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି ।

pm

ବର୍ତମାନ ସୁଧା ପ୍ରାୟ 2 କୋଟି ପକ୍କାଘର ନିର୍ମାଣ ହୋଇଛି । ହେଲେ ଏବେ ଯାଏ ଅନେକ ପରିବାର ବାକି ରହିଛନ୍ତି । ଏହାକୁ ଦୃଷ୍ଟି ରେ ରଖି 2024 ପର୍ଯ୍ୟନ୍ତ ପଏମ୍ ଆୱାସ ଯୋଜନା ଜାରି ରଖିବାକୁ ଅନୁମୋଦନ ଦିଆଜାଇଛି । ଏହା ସହିତ 2022/23 ଆର୍ଥିକ ବର୍ଷ ଜାନୁଆରୀ ପ୍ରଥମ ସପ୍ତାହ ସୁଧା ପ୍ରସ୍ତୁତ ହୋଇଯିବ ୱାର୍କଡ ଏବଂ ଆପଣ ମାନେ ବି ପ୍ରଧାନ ମନ୍ତ୍ରୀ ଆୱାସ ଯୋଜନା ଅଧିନ ରେ ଘର ନିର୍ମାଣ ।

ତେବେ ଆପଣ ମାନଙ୍କର ନାମ ଏହି ପଏମ୍ ଆୱାସ ଯୋଜନା ଲିଷ୍ଟ ରେ ରହିଛି କି ନାହିଁ ସେହି ବିଷୟ ରେ ଆପଡେଟ ନେବା ପାଇଁ ଆପଣ ମାନେ ପଏମ୍ ଆୱାସ ଯୋଜନା ଅଫିସିଆଲ ୱେବସାଇଟ କୁ ଜାଇ ପାଇ ପାରିବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Uncategorized

LIC ରେ ଆସିଲା ନୂଆ ସ୍କିମ ଦେଖନ୍ତୁ । ଆପଣ ମାନେ ବି ହେବେ ମାଲେମାଲ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ LIC ରେ ଆସିଲା ନୂଆ ସ୍କିମ ରଖିବେ 100 ଟଙ୍କା ପାଇବେ 75 ହଜାର ଟଙ୍କା । ପ୍ରତ୍ୟୋକ ମଣିଷ ଚାହାଁନ୍ତି ନିଜର ଭବିଷ୍ୟତ ପାଇଁ କିଛି ଅର୍ଥ ସଞ୍ଚୟ କରିବା ପାଇଁ ଯଦି ଆପଣ ମାନଙ୍କର ରୋଜଗାର କମ୍ ରହିଛି ଆଉ ଆପଣ ମାନେ ସଞ୍ଚୟ କରିବାକୁ ଚାହୁଁଛନ୍ତି । ତେବେ ଆପଣ ମାନେ LIC ର ଏହି ସ୍କିମ୍ ରେ ସ୍ୱଳ୍ପ […]

ଅଧିକ ପଢ
alerted
Uncategorized

ଆଜି ୨୨ ମାର୍ଚ୍ଚ | ଆଜିବି କାଳବୈଶାଖୀ | ଏସବୁ ଜିଲ୍ଲାକୁ ସତର୍କ |

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମାର୍ଚ୍ଚ ମାସ ୨୨ ତାରିଖ ବୁଧବାର ଅର୍ଥାତ୍ ଆଜି । ଆଜି ରାଜ୍ୟର ୧୨ଟି ଜିଲ୍ଲାରେ କାଳ ବୈଶାଖୀ ଜନିତ ହାଲୁକାରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି । ଆଉ ସେପଟେ ୨୩ ରୁ ଅର୍ଥାତ୍ ଆସନ୍ତା କାଲିଠାରୁ ଉତ୍ତର ପଶ୍ଚିମ ଭାରତ ଉପରେ ଆଉ ଏକ ପଶ୍ଚିମା ଝଡର ପ୍ରଭାବ ଅନୁଭୂତ ହେବ । ଆଉ ଏହାର ପ୍ରଭାବ ଓଡିଶା ଉପରେ […]

ଅଧିକ ପଢ
Rashmi
Uncategorized

ମୁଁ ଯାହା ଚାଁହୁଥିଲି ସେଇଟା ତୁ ଦେଲୁନି ,ସେଥିପାଇଁ ମୁଁ ରଶ୍ମି ପାଖକୁ ଗଲି

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମୋର ଆଉ ତୋ ପ୍ରତି ଫିଲିଙ୍ଗ୍ସ ନାହିଁ । ମୋର ଏବେ ମୋର ଏକ୍ସ ବୟଫ୍ରେଣ୍ଡ ପ୍ରତି ଫିଲିଙ୍ଗ୍ସ ଚାଲି ଆସିଛି । ମୁଁ ଏବେ ଆଉ ତୋ ପାଖରେ ରହିବାକୁ ଚାହୁଁ ନାହିଁ । ତୋ ପାଖରେ ଯେତିକି ଦିନ ରହିଲି ବହୁତ ରହିଲି । ତୋ ପାଖରେ ଯେତିକି ଦିନ ରହିଲି ତାହା ତୋ ଭାଗ୍ୟ । ଏବେ ମୁଁ ପୁଣି […]

ଅଧିକ ପଢ