ଶା-ରୀ-ରିକ ସ-ମ୍ପ-ର୍କ ପରେ କରନ୍ତୁ ଏହି କାମ ନଚେତ ପଛରେ ଅସୁବିଧା ରେ ପଡିବେ

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ପରିବାର ପାଇଁ ସ୍ୱାମୀ ସ୍ତ୍ରୀ ଙ୍କ ସଂମ୍ପର୍କ ସଠିକ୍ ରହିବା ନିହାତି ଆବଶ୍ୟକ ଅଟେ । ତେବେ ଦେଖିବା ପାଇଁ ଗଲେ ଆମେ ମାନେ ବିବାହ କରନ୍ତି କେବଳ ବଂଶ ବଢେଇବା ପାଇଁ । ଏହା ହେଉଛି ଏମିତ ଏକ ସଂମ୍ପର୍କ ଜାହା ଖରାପ ସମୟ ଆମକୁ ଗଛରୁ ଛାଇ ଦେବ । ଭଲ ସମୟ ରେ ଏହା ଆମ ସହିତ ଛିଡା ହୋଇଯୁିବ । ଆମେ ଯଦି ଏମିତି କିଛି କାମ କରିବା ଯାହା ଖରାପ କିମ୍ବା ଭଲ ହୋଇଥାଏ । ଆମେ ଜାଣି ନଥାନ୍ତି ସେହି ସମୟ ରେ ଆମ ସହିତ ଆମ ଜିବନ ସାଥି ର ଆବଶ୍ୟକତା ନିଶ୍ଚିତ ଭାବେ ରହିଥାଏ ।

ସେମିତି ରେ ଆମେ ଆପଣ ମାନଙ୍କୁ ଜଣେଇବା ପାଇଁ ଯାଉଛୁ ଯେ ବିବାହ କରିବା ପରେ କିଛି ସଂମ୍ପର୍କ କମ୍ ଦିନରେ ହିଁ ଭାଙ୍ଗି ଯାଉଛି । ଏହାର କାରଣ ଆମେ ଆପଣ ମାନଙ୍କୁ କହିବା ପାଇଁ ଗଲେ ଅନେକ କାରଣ ରହିଛି ହେଲେ ଆମେ ଆଜି କେବଳ ମୂଳ କାରଣ ବିଷୟ ରେ କହିବୁ । ବନ୍ଧୁଗଣ ସ୍ଵାମୀ ହେଉ କିମ୍ବା ସ୍ତ୍ରୀ ସତରେ ସେମାନେ ନିଜର ଦରକାର ଜିନିଷ କୁ ନିଜ ଜୀବନ ସାଥି ଙ୍କ ପାଖରୁ ପାଇ ଥାନ୍ତି ,

love

ସାଧାରଣ ଭାବେ ଦେଖିବା ପାଇଁ ଗଲେ ଆମେ ଜାଣି ପାରିବା କି ଯଦି ମନ ମିଶୁଛି ଦୁଇ ଜଣଙ୍କ ମଧ୍ୟରେ କଥା ମଧ୍ୟ ଭଲ ଅଛି ତଥାପି ଏହା ଖରାପ ହୋଇ ଥାଏ । ହେଲେ ଯଦି ସ୍ଵାମୀ ସ୍ତ୍ରୀ ଙ୍କ ମଧ୍ୟରେ ପ୍ରେମ ନାହିଁ କିମ୍ବା ଶା-ରୀ-ରିକ ସଂ-ମ୍ପ-ର୍କ ନାହିଁ ତେବେ ଏହା ଖରାପ କଥା ହୋଇଥାଏ । ଓ ଏହି ସଂମ୍ପର୍କ ବହୁତ କମ ଦିନରେ ଭାଙ୍ଗିଯାଏ । ଏହି ପରି ସଂମ୍ପର୍କ ରେ ଆଉ କେହି ଜଣେ ଆସିଯାଏ ତୃତୀୟ ବ୍ୟକ୍ତି ବା ମହିଳା ।

ତେବେ ଏହା ପାଇଁ ଆପଣ ମାନେ ଧ୍ୟନ ଦେବେ । ଯେଉଁ ଲୋକ ମାନେ ଶା-ରୀ-ରିକ ସଂ-ମ୍ପ-ର୍କ କୁ ରଖିବା କେବେବି ଠିକ୍ ବୋଲି ଭାବନ୍ତି ନାହିଁ । ସେହି ପରି ଲୋକ ମାନେ ଭୁଲ ଥାନ୍ତି । ଏହା ଆମ ପାଇଁ ସେହି ଭଳି ଭାବେ ଜରୁରୀ ଅଟେ ଯେଉଁ ଭଳି ଭାବେ ମନ ମିଶିବା ଜରୁରୀ ଅଟେ । ଏହା ପରେ ଆସେ କି ଆମେ ମାନେ ସଂ-ମ୍ପ-ର୍କ ସ୍ଥାପନ କରିବା ପରେ କିଛି ଭୁଲ କରିଥାନ୍ତି । ଯାହା ଦ୍ୱାରା ଖରାପ ପ୍ରଭାବ ପଡେ ଗ୍ରହ ମାନଙ୍କର ଯେଉଁ ମାନେ ସଂ-ମ୍ପ-ର୍କ ସ୍ଥାପନା କରନ୍ତି ହେଲେ ଏହା ପରେ ଶୈଚ ସ୍ଥାପନା କରନ୍ତି ନାହିଁ ସେମାନେ ଅସୁବଧା ଭୋଗ କରନ୍ତି ।

ଆପଣ ମାନେ ଜାଣିଥିବେ ଏହା ନକରିବା ଦ୍ୱାରା ଶରୀରରେ ଅନେକ ପ୍ରକାରର ନାକାରାତ୍ମକ ପ୍ରଭାବ ଦେଖାଦିଏ । ଏହା ସହ ବିଭିନ୍ନ ରୋଗ ବି ହୋଇଥାଏ । ତେବେ ଏମିତି ବେଳେ ଆମେ ଯଦି ପରିସ୍କାର ଭାବେ ରଖନ୍ତି ତେବେ ଆମ ଜିବନ ରେ ବିଭିନ୍ନ ସମସ୍ୟା ଦୂର ହେବା ସହ ସୁଖ ଶାନ୍ତି ବଜାଇ ରହେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *