ଭୁଲରେ ମଧ୍ୟ ଛୁଅନ୍ତୁ ନାହିଁ ସ୍ତ୍ରୀମାନଙ୍କର ଏହି ଅଙ୍ଗକୁ, ହୋଇଯାଆନ୍ତି ଦେବୀ କ୍ରୋଧିତ ଓ ସାମ୍ନା କରିବାକୁ ପଡିବ ଅନେକ ଅସୁବିଧା

Spread the love

ପ୍ରକୃତି ସୌନ୍ଦର୍ଯ୍ୟର ଗନ୍ତାଘର ଅଟେ । ଏହି ସୌନ୍ଦର୍ଯ୍ୟଭରା ପ୍ରକୃତିରେ ଅନେକ ସୁନ୍ଦର ସୁନ୍ଦର ତରୁଳତା ଠାରୁ ଆରମ୍ବ କରି ମନୁଷ୍ୟ ମନୁଷ୍ୟ ପର୍ଯ୍ୟନ୍ତ, ଆକର୍ଷଣୀୟ ବସ୍ତୁମାନ ବିଦ୍ୟମାନ ରହିଛି । ପ୍ରକୃତିର ସୌନ୍ଦର୍ଯ୍ୟଭରା ରଚନା ମଧ୍ୟରୁ ଗୋଟିଏ ହେଉଛି ମହିଳା, ଯାହାଙ୍କ ଆଗରେ ଦୁନିଆର ସମସ୍ତ ମଣିଷ ମୁଣ୍ଡ ତଳକୁ କରି ଦିଅନ୍ତି । ମହିଳାମାନେ ଘରକୁ ଯୋଡି ବି ପାରନ୍ତି ଓ ଘରକୁ ଭାଙ୍ଗି ବି ପାରନ୍ତି । ମହିଳାଙ୍କ ଦ୍ଵାରା ଏହି ସଂସାର ଚାଲିଥାଏ । ମହିଳାଙ୍କ କାରଣରୁ ଦୁଇ ପରିବାର ଏକାଠି ହୋଇ ଥାନ୍ତି । ପୁରୁଷ ମାନେ ମହିଳାଙ୍କ ସବୁ ପ୍ରାୟ ସମସ୍ତ ଗୁଣକୁ ପସନ୍ଦ କରିଥାନ୍ତି ଓ ମହିଳାଙ୍କ ପାଇଁ ପାଗଳ ମଧ୍ୟ ହୋଇଥାନ୍ତି । କିନ୍ତୁ ଯଦି ଆପଣ ଦେବୀ ମାଙ୍କୁ ପୂଜା କରୁଛନ୍ତି, ତେବେ ଭୁଲରେ ବି ସ୍ତ୍ରୀମାନଙ୍କର ଏହି ଅଙ୍ଗକୁ ସ୍ପର୍ଶ କରନ୍ତୁ ନାହିଁ, ଦେବୀ କ୍ରୋଧିତ ହୁଅନ୍ତି ଏବଂ ଆପଣଙ୍କ ଜୀବନ ଉପରେ ଦୁଃଖର ପାହାଡ ଲଦି ହୋଇଯିବ ।

ଭୁଲରେ ବି ସ୍ପର୍ଶ କରନ୍ତୁ ନାହିଁ ସ୍ତ୍ରୀମାନଙ୍କର ଏହି ଅଙ୍ଗକୁ :

ବହୁତ ଅଜବ କଥା ଅଟେ କିନ୍ତୁ ଶାସ୍ତ୍ରରେ ଗୋଟିଏ କଥା ବିଷୟରେ ବିସ୍ତାର ରୂପରେ କୁହାଯାଇଛି ଯେ, ମହିଳାମାନଙ୍କ ସହିତ ପୁରୁଷମାନଙ୍କୁ କେଉଁଭଳି ଭବାରେ ବ୍ୟବହାର କରିବା ଉଚିତ । ତାଙ୍କ ସହିତ ସମ୍ବନ୍ଧ ରଖିବା ସମୟରେ ବିଭିନ୍ନ କଥା ପ୍ରତି ଧ୍ୟାନ ଦେବାକୁ ପଡିଥାଏ । ଶାସ୍ତ୍ର ଅନୁସାରେ ସ୍ତ୍ରୀ ମାନଙ୍କର ଏକ ବିଶେଷ ଅଙ୍ଗ ଏମିତି ବି ହୋଇଥାଏ ଯାହାକୁ ସ୍ପର୍ଶ କରିବା ଦ୍ଵାରା ମା’କାଳୀ କ୍ରୋଧିତ ହୋଇଥାନ୍ତି ।

ହିନ୍ଦୁ ଧର୍ମରେ ମହିଳାଙ୍କୁ ଦେବୀ ବୋଲି କୁହା ଯାଇଛି । ସେଥିପାଇଁ ସେମାନଙ୍କ ସହିତ ସମ୍ବନ୍ଧ ରଖିବା ପୂର୍ବରୁ ତାଙ୍କ ଠାରୁ ଅନୁମତି ନେବା ଉଚିତ । ଶାସ୍ତ୍ରରେ ଲେଖା ହୋଇଛି; ମହିଳାଙ୍କ ସହିତ ତାଙ୍କର ଅନୁମତିରେ ସମ୍ବନ୍ଧ ରଖିବା କୌଣସି ଅସୁବିଧା ନୁହଁ, କିନ୍ତୁ ସମ୍ବନ୍ଧ ସ୍ଥାପିତ କରିବା ସମୟରେ ଯଦି ଆପଣ ତାଙ୍କର ନାଭିକୁ ସ୍ପର୍ଶ କରି ଦେଉଛନ୍ତି ତେବେ ମା’କାଳୀ କ୍ରୋଧିତ ହୋଇ ଯାଆନ୍ତି । ନାଭି ଏକ ବିଶେଷ ଜାଗା ଅଟେ ଯାହାକୁ ଭୁଲରେ ବି ସ୍ପର୍ଶ କରିବା ଉଚିତ ନୁହେଁ, ସ୍ତ୍ରୀମାନଙ୍କର ନାଭିରେ ମା’କାଳୀଙ୍କର ଶକ୍ତି ନିହିତ ହୋଇଥାଏ । ଏହାକୁ ସ୍ପର୍ଶ କରିବା ଦ୍ଵାରା ପୁରୁଷଙ୍କ ଉପରେ ସମସ୍ୟାର ପାହାଡ ଲଦି ହୋଇଯାଏ । ଏହା ବ୍ୟତୀତ ନାଭି ଆମ ଶରୀରର କେନ୍ଦ୍ର ହୋଇଥାଏ ଏବଂ ଏହାକୁ ସର୍ବଦା ସଫା କରିବା ଉଚିତ ।