ଏ ୪ ଝିଅଙ୍କୁ ବିବାହ କରନ୍ତୁନି ନଚେତ ଜୀବନ ସାରା କାନ୍ଦୁଥିବେ I

4 girls

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ସମସ୍ତ ଙ୍କୁ ନିଜ ଲାଇଫ ରେ ଭଲ ଲାଇଫ ପାର୍ଟନର ଦରକାର ସେ ପାର୍ଟନର ହେଉ କିମ୍ବା ଲାଇଫ ପାର୍ଟନର କାହକୁ ଯଦି ଭଲ ଝିଅଟେ ମିଳିଗଲା ତା ଲାଇଫ ଖୁସୀରେ ଭରିଯାଏ । ହେଲେ ଜିବନ ସାଥି ଯଦି ଖରାପ ଗୁଣ ରେ ପୁରୀ ରହିଛି ତେବେ ସାରା ଜିବନ କାନ୍ଦିବା ଓ ଅନୁତାପ କରିବାରେ କଟିଯିବ । ତେବେ କିପରି କରିବେ ଗୋଟେ ଭଲ ଜିବନ ସାଥି ତାଲାସ ଜାହା ଜାହାକୁ ଆମେ ଲାଇଫ ପାର୍ଟନର କରି ପାରିବା । ତେବେ ଆମେ ଆପଣ ମାନଙ୍କୁ ଏଠାରେ ଏମିତି ଚାରି ପ୍ରକାରର ଝିଅ ମାନଙ୍କ ବିଷୟ ରେ ଜଣେଇବୁ ଜାହା ସହିତ ବିବାହ କରିବା ଦୂରର କଥା ତାଙ୍କ ସହିତ ଟାଇମ୍ ପାସ ପାଇଁ ଚିନ୍ତା କରନ୍ତୁ ନାହିଁ । ନହେଲେ ଆପଣ ସାରା ଜିବନ ପସ୍ତେଇବେ । ତେବେ ଆସନ୍ତୁ ଜାଣିନେବା ସେହି ଚାରି ପ୍ରକାରର ଝିଅ ମାନଙ୍କ ବିଷୟ ରେ ।

ତେବେ ପ୍ରଥମେ ହେଲା ଯେଉଁ ଝିଅ ମାନେ ଅଧିକ ସୋପିଂ କରିବା ପାଇଁ ପସନ୍ଦ କରନ୍ତି ଏବଂ ସବୁବେଳେ ଅଧିକ ଟଙ୍କା ଖର୍ଚ୍ଚ କରନ୍ତି ଏବଂ ସବୁ ବେଳେ ନୂଆ ନୂଆ ସ୍ଥାନକୁ ବୁଲିବାକୁ ଇଚ୍ଛା କରନ୍ତି ମୈଜ ମଜଲିସ୍ ରେ ଏମାନେ ଦିନ କାଟିବାକୁ ପସନ୍ଦ କରନ୍ତି । ସେମାନଙ୍କ ଡିମାଣ୍ଡ କେହିବି ମଣିଷ ପୂରଣ କରି ପାରିବେ ନାହିଁ । ସେମାନଙ୍କ ମନବି କୈଣସି ଗୋଟିଏ ଜାଗାରେ ସ୍ଥିର ହୋଇ ରହେ ନାହିଁ । ବିବାହ ପରେ ଏହିପରି ଝିଅ ମାନଙ୍କୁ ଆପଣ ଚଳେଇ ପାରିବେ ନାହିଁ ।

women

ସେହି ପରି ଦୁଇ ରେ ଆପଣ ମାନଙ୍କ ପ୍ରେଜେଣ୍ଟ ରେ ଯେଉଁ ଝିଅ ଅନ୍ୟ ପୁଅ ମାନଙ୍କୁ ହେଣ୍ଡସମ୍ ଏବଂ ସ୍ମାର୍ଟ କହେ କିମ୍ବା ଆପଣଙ୍କ ରିଲେସନ ସିପ୍ ରେ ଥାଇ ଅନ୍ୟ ପୁଅ ମାନଙ୍କ ତାରିଫ କରିବା ଓ ସେମାନଙ୍କ ଉପରେ ନଜର ରଖୁଥିବା ଝିଅ ମାନଙ୍କ ଠାରୁ ସବୁବେଳେ ଦୂରେଇ ରୁହନ୍ତୁ । ଏମାନେ ଆପଣଙ୍କୁ କେଉ ମୂହୁର୍ତ୍ୱ ରେ ବି ଧୋକା ଦେଇ ପାରନ୍ତି ।

ସେହି ପରି ଲାଇଫ କୁ ଏନଜୟ କରିବା ପାଇଁ ଅନ୍ୟ ଉପରେ ଡିପେଣ୍ଡ କରୁଥିବା ଝିଅ । ଯେଉଁ ଝିଅ ମାନେ ଅଳସୁଆ ଘର କାମ ତ ଦୂରର କଥା ନିଜର କାମବି ଠିକ୍ ସେ କରନ୍ତି ନାହିଁ । ସେମାନେ ଲାଇଫ କୁ ଏନଜୟ କରିବା ଲାଗି ଅନ୍ୟ ଉପରେ ଡିପେଣ୍ଡ କରନ୍ତି। ଏମାନଙ୍କ ଠାରୁ ସବୁ ବେଳେ ଦୂରେଇ ରୁହନ୍ତୁ ।

women 2

ସେହି ପରି ଜବାବ ଦେଉଥିବା ଝିଅ ଏହି ପରି ଝିଅ ମାନଙ୍କ ସହିତ ମୋଟେ ବି ସଂ-ମ୍ପର୍କ ରଖିବା କଥା ନୁହେଁ । ଯେଉଁ ମାନେ ଛୋଟ ଛୋଟ କଥାରେ ରାଗିଯାଏ ସମସ୍ତ ଙ୍କ ମୁହଁ ରେ ଜବାବ ଦିଏ ଟିକେ ଟିକେ କଥାରେ ଜବାବ ଦିଏ କିମ୍ବା ରୁକ୍ଷ ବ୍ୟବହାର କରେ ଏହି ପରି ଝିଅ ମାନଙ୍କ ଠାରୁ ଆପଣ ମାନେ ସବୁ ବେଳେ ଦୂରେଇ ରୁହନ୍ତୁ ଆପଣ ମାନଙ୍କ ପାଇଁ ବହୁତ ଭଲ ହେବ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *