ଭୁଲରେବି ଏପରି ଝିଅକୁ ବିବାହ କରନ୍ତୁ ନାହିଁ , ନ ହେଲେ ପସ୍ତେଇବେ

girl 2

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏପରି ମହିଳା ମାନଙ୍କ ବିଷୟ ରେ ଜଣାଇବୁ ଯାହାକି ଆପଣ ମାନେ ଭୁଲ ରେ ବି ଏପରି ମହିଳା ମାନଙ୍କୁ ଆପଣ ମାନେ ବିବାହ କରନ୍ତୁ ନାହିଁ ନଚେତ ଆପଣ ମାନେ ପରବର୍ତ୍ତୀ ସମୟ ରେ ବହୁତ ପ୍ରକାର ର ଅସୁବିଧା ର ସାମନା କରିବେ । ତେବେ ବନ୍ଧୁଗଣ ସମ୍ପୁର୍ଣ୍ଣ ବିଷୟ ରେ ସୂଚନା ପାଇବା ପାଇଁ ହେଲେ ଆପଣ ମାନେ ଆମର ଏହି ପୋଷ୍ଟ ଟିକୁ ଶେଷ ପର୍ଯ୍ୟନ୍ତ ପଢନ୍ତୁ ।

ତେବେ ବନ୍ଧୁଗଣ ଆଚାର୍ଯ୍ୟ ଚାଣକ୍ୟ ବିବାହକୁ ନେଇ ଏପରି କିଛି କଥା କହିଛନ୍ତି ଯାହାକୁ ଏପରି କିଛି ମହିଳା ମାନେ ରହିଛନ୍ତି ଯଦି ଆପଣ ମାନେ ଏପରି ମହିଳା ମାନଙ୍କୁ ନିଜର ଜୀବନ ସାଥୀ ଭାବରେ ପ୍ରାପ୍ତ କରନ୍ତି ତେବେ ଆପଣ ମାନେ ସାରା ଜୀବନ ପଶ୍ଚତାପ କରିବେ । ତେବେ ବନ୍ଧୁଗଣ ଆଚାର୍ଯ୍ୟ ଚାଣକ୍ୟ ହେଉଛନ୍ତି ଜଣେ ବହୁତ ବଡ ବିଦ୍ୱାନ ପୁରୁଷ ସେ ତାଙ୍କର ନିତି ଶାସ୍ତ୍ର ରେ ଏପରି କିଛି କଥା ବିଷୟ ରେ ବର୍ଣ୍ଣନା କରିଛନ୍ତି ଯାହାକି ସେଥିରେ ସବୁ କିଛି ଉଲ୍ଲେଖ କରାଯାଇଛି କି ମଣିଷ ମାନେ କେଉଁ ପ୍ରକାର ର ମହିଳା ମାନଙ୍କୁ ବିବାହ କରିବା ଉଚିତ୍ ନୁହେଁ ।

Chanakya

ତେବେ ବନ୍ଧୁଗଣ ଆଚାର୍ଯ୍ୟ ଚାଣକ୍ୟ ତାଙ୍କର ନିତି ଶାସ୍ତ୍ର ରେ କହିଛନ୍ତି କି ଏପରି ମହିଳା ଯେଉଁ ମାନେ ସଂସ୍କାରି ହୋଇଥାନ୍ତି ଏପରି ମହିଳା ମାନଙ୍କୁ ବିବାହ କରିବା ଉଚିତ୍ ନଚେତ ସଂସ୍କାର ବିହିନି ନାରୀ ମାନେ ଘର ଚଳାଇବା ପାଇଂ ଉପଯୁକ୍ତ ହୋଇନଥାନ୍ତି ଯାହା ଦ୍ୱାରା ଆପଣ ଙ୍କ ର ଖୁସୀ ର ସଂସାର ଭାଙ୍ଗି ହୋଇଯାଇଥାଏ ।

ତେବେ ଆଚାର୍ଯ୍ୟ ଚାଣକ୍ୟ ଙ୍କ କହିବା ଅନୁଯାଇ ଏକ ସଂସ୍କାରି ମହିଳା ତାର ଘରକୁ ଯୋଡି ରଖିବା ପାଇଁ ସେ ତାର ସମସ୍ତ ପ୍ରକାର ର ପ୍ରୟାସ କରିବା ସହ ସେ ତାର ଘର ର ସମସ୍ତ ସଦସ୍ୟ ଙ୍କ ର ଉପଯୁକ୍ତ ଯତ୍ନ ନେବା ସହ କାହାକୁ କିଭଳି ସମ୍ମାନ ଦେବା ଉଚିତ୍ ସେ ସବୁ ତାହାକୁ ଜଣାଥାଏ ।

ତେଣୁ ବନ୍ଧୁଗଣ ଆପଣ ମାନେ ଯଦି ବିବାହ କିବାକୁ ଚାହୁଁଥାନ୍ତି ତେବେ ଆପଣ ମାନେ ଏକ ସଂସ୍କାରି ମହିଳା ଙ୍କୁ ବିବାହ କରନ୍ତୁ , ଯାହା ଦ୍ୱାା ଆପଣ ଙ୍କ ର ଜୀବନ ରେ କେବେ ହେଲେ କୈଣସି ପ୍ରକାର ର ଅସୁବିଧା ଆସିବ ନାହିଁ କିମ୍ବା କୌଣସି ପ୍ରକାର ର ଆପଣ ଙ୍କ ର ମାନ ସମାନ ହାନି ହେବ ନାହିଁ ।

ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Leave a Reply

Your email address will not be published. Required fields are marked *