କାର୍ତ୍ତିକ ମାସ କରନ୍ତୁ ଏହି କାମ ପୁଣ୍ୟ ପ୍ରାପ୍ତି ହେବ

Kartik Masa

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଆମର ଏହି ପୋଷ୍ଟ ମାଧ୍ୟମରେ ଜଣାଇବୁ କି କାର୍ତ୍ତିକ ମାସରେ କେଉଁ ସବୁ କାମ କରିବା ଉଚିତ୍ ଏବଂ କେଉଁ ସବୁ ନିୟମ ଆପଣ ମାନେ ପାଳନ କରିବା ଉଚିତ୍ ସେ ସବୁ ବିଷୟ ରେ ଆମେ ଆପଣ ମାନଙ୍କୁ ଆମର ଏହି ପୋଷ୍ଟ ରେ ଜଣାଇବୁ । ତେବେ ଆପଣ ମାନେ ସମ୍ପୁର୍ଣ୍ଣ ସୂଚନା ଜାଣିବା ପାଇଁ ହେଲେ ଆପଣ ମାନେ ଆମର ଏହି ପୋଷ୍ଟ ଟିକୁ ଶେଷ ପର୍ଯ୍ୟନ୍ତ ପଢନ୍ତୁ ।

ବନ୍ଧୁଗଣ କାର୍ତ୍ତିକ ମାସ କୁ ଧର୍ମ ମାସ ପବିତ୍ର ବୋଲି କୁହାଯାଏ ଏହି ମାସରେ ଅଧିକ ପର୍ବ ପର୍ବାଣି ମଧ୍ୟ ପାଳନ କରାଯାଇଥାଏ । ଶାସ୍ତ୍ର ଅନୁସାରେ ଏହି ମାସ ପ୍ରତ୍ୟେକ ବ୍ୟକ୍ତି ବିଶେଷ ମାନଙ୍କ ପାଇଁ ବହୁତ ମହତ୍ୱପୁର୍ଣ୍ଣ ରହିଥାଏ କାରଣ ଏହି ମାସ ରେ ସମସ୍ତେ ପ୍ରାୟତଃ ନିଜ ପାପାରୁ ମୁକ୍ତି ପାଇବା ପାଇଁ ଧର୍ମ କାମ ସବୁ କରିଥାନ୍ତି , କାରଣ ମାନ୍ୟତା ଅଛି କି ଏହି ମାସରେ ଯଦି ଆପଣ କିଛି ଭଲ କାମ କରୁଛନ୍ତି ତେବେ ଏହା ଦ୍ୱାରା ଆପଣ ଙ୍କ ର ପାପ କର୍ମ ଧିରେ ଧିରେ କମିଯାଇଥାଏ । ଏହି ମାସରେ ଯଦି ଆପଣ ଭଗବାନ ଙ୍କୁ ପ୍ରସନ୍ନ କରୁଛନ୍ତି ତେବେ ଆପଣ ଙ୍କୁ ନିଶ୍ଚିତ ରୂପରେ ସୁଫଳ ମିଳିଥାଏ ।

Vishnu

ଶାସ୍ତ୍ର୍ ଅନୁସାରେ ଏହି ମାସରେ ପୂଜା ବ୍ରତ କରିବା ଦ୍ୱାରା ଆମର ସମସ୍ତ ମାନଶିକ ପୁରଣ ହୋଇଥାଏ । ଏହା କରିବା ଦ୍ୱାରା ଘରେ ଶୁଖ ଏବଂ ଶାନ୍ତି ଭରିଯାଇଥାଏ । କୁହାଯାଏ କି ଭଗବାନ ବିଷ୍ଣୁ ନାରଦ ଙ୍କୁ ଏବଂ ବୁଦ୍ଧ ଦେବ ଙ୍କୁ ଏହି କାର୍ତ୍ତିକ ମାସରେ ମହାନତା ବିଷୟ ରେ କହିଥିଲେ ଏହା ଛଡା ଏହି ମାସରେ କେତେକ ନିୟମ ମଧ୍ୟ ରହିଛି ଯେଉଁ ନିୟମ ଗୁଡିକ ପାଳନ କରିବା ଦ୍ୱାରା ସମସ୍ତ ମନସ୍କାମନା ପୁରଣ ହୋଇଥାଏ ଏବଂ ଗୃହକୁ ଶୁଖ ଏବଂ ଶାନ୍ତି ର ଆଗମନ ହୋଇଥାଏ । ତେବେ ଆସନ୍ତୁ ଜାଣିବା କଣ ସେହି ନିୟମ ଗୁଡିକ ଯାହାକୁ ଆପଣ ମାନେ ପାଳନ କରିବା ଦ୍ୱାରା ଭଗବାନ ଙ୍କୁ ଲାଭ କରି ପାରିବେ ଏବଂ ଆପଣ ହୋଇପାରିବେ ଭାଗ୍ୟଶାଳି ।

ତେବେ ବନ୍ଧୁଗଣ ପ୍ରଥମ ନିୟମ ଟି ହେଉଛି ଏହି ମାସରେ ଆପଣ ମାନେ କାହାର କିଛି ଅନିଷ୍ଟ ଚିନ୍ତା କରନ୍ତୁ ନାହିଁ କି ଆପଣ ମାନେ କାହାର ଅମଙ୍ଗଳ ଚିନ୍ତା କରନ୍ତୁ ନାହିଁ । ଏଭଳି କାର୍ଯ୍ୟ କରିବା ଦ୍ୱାରା ଆପଣ ଙ୍କ ଉପରେ ଭଗବାନ ଙ୍କ ର କୃପା ମିଳିଥାଏ ।

ତେବେ ଦ୍ୱିତୀୟ ରେ ହେଉଛି ଆପଣ ମାନେ ଏହି ମାସରେ କୈଣସି ପ୍ରକାର ର ବୃକ୍ଷ ଲତା ର କ୍ଷତି କରନ୍ତୁ ନାହିଁ ନଚେତ ଆପଣ ଙ୍କ ର ସ୍ୱାସ୍ଥ୍ୟ ଜନିତ ସମସ୍ୟା ଦେଖା ଦେଇ ପାରେ ।

ତେବେ ତୃତୀୟ ରେ ହେଉଛି ଆପଣ ଏହି ମାସରେ କୈଣସି ପ୍ରକାର ର ଜୀବ ହତ୍ୟା କରନ୍ତୁ ନାହିଁ ନଚେତ ଏହା କରିବା ଦ୍ୱାରା ଆପଣ ଙ୍କୁ ଜୀବ ହତ୍ୟା ର ମହାପାପ ଲାଗିଥାଏ । ତେବେ ବନ୍ଧୁଗଣ ଏହା ରହିଥିଲା କିଛି ନିୟମ ଯାହାକୁ ଆପଣ ମାନେ ପାଳନ କରିବା ଦ୍ୱାରା ଆପଣ ଙ୍କ ଉପରେ ଭଗବାନ ସନ୍ତୁଷ୍ଟ ହୋଇ ଆପଣ ଙ୍କ ର ମାନସିକ ପୁରଣ କରିଥାନ୍ତି ।

ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

G M

Leave a Reply

Your email address will not be published.

millionaire
ବିବିଧ

କୋଟିପତି ହେବା ଆଗରୁ ମିଳିଥାଏ ଏହି ୧ ସଂକେତ |

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଏହି ସବୁ କାମ କରିବା ଦ୍ୱାରା ମାଁ ଲକ୍ଷ୍ମୀ ପ୍ରତ୍ସନ୍ନ ହୋଇଥାନ୍ତି । ମାଁ ଲକ୍ଷ୍ମୀଙ୍କୁ ପ୍ରତ୍ସନ୍ନ କରିବା ଦ୍ୱାରା ଅନେକ ନୀତି ନିୟମ ରହିଥାଏ । ଅନ୍ନପୂର୍ଣ୍ଣା ହେଉଛନ୍ତି ମାଁ ଲକ୍ଷ୍ମୀ । ହିନ୍ଦୁ ଧର୍ମରେ ମାଁ ଲକ୍ଷ୍ମୀଙ୍କୁ ଧନର ଦେବୀ ବୋଲି କୁହାଯାଏ । ମାନ୍ୟତା ହିସାବରେ ଯେଉଁ ବ୍ୟକ୍ତିଙ୍କ ଉପରେ ମାଁ ଲକ୍ଷ୍ମୀଙ୍କ କୃପା ରହିଥାଏ ସେ ବ୍ୟକ୍ତିର କେବେବି […]

ଅଧିକ ପଢ
ବିବିଧ

ଓଡ଼ିଶାକୁ ମାଡ଼ି ଆସୁଛି କି ବିପଦ ଓଡ଼ିଶାରେ ଦେଖା ଦେଲେ ଧଳା କାଉ !

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଓଡିଶାକୁ ମାଡି ଆସୁଛି ବିପଦ । ଦେଖା ଦେଲାଣି ଧଳା କୂଆ । ସତ ହେବକି ମାଳିକା ବଚନ । ମାଡି ବସୁଛି ବଡ ବିପଦ । ସତ ହେବାକୁ ଯାଉଛି ଗୋଟି ଗୋଟି ମାଳିକାର ବାଣୀ । ଓଡିଶାକୁ ଆସିଛି ଧଳା କୂଆ । ମିଳିଛି ବିପଦର ସଙ୍କେତ । ଆପଣମାନେ କଳା କାଉ ସବୁବେଳେ ଦେଖିଥିବେ । ଓଡିଶାକୁ ଆସିଛି ଧଳା […]

ଅଧିକ ପଢ
ବିବିଧ

ଦୀର୍ଘ ୫୦୦ବର୍ଷ ପରେ ପ୍ରଭୁ ଭୋଳାନାଥ ହେଲେ ପ୍ରସନ ! ଆଜିଠାରୁ ଏହି ରାଶି ମାନଙ୍କୁ ମିଳିବ ପ୍ରଚୁର ଧନ..ଜାଣନ୍ତୁ କେଉଁ ରାଶି ଗୁଡିକ ?

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ରାଶି ନକ୍ଷତ୍ର ମନୁଷ୍ୟ ଜୀବନ ଉପରେ ସିଧାସଳଖ ପ୍ରଭାବ ପକାଇ ଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଏହି ରାଶି ନକ୍ଷତ୍ର ପାଇଁ ଆମ ଜୀବନର ଉଥାନ ପତନ ହୋଇଥାଏ । ଜ୍ୟୋତିଷ ଶାସ୍ତ୍ରରେ ରାଶି ମାନଙ୍କୁ ବହୁତ୍ ହିଁ ପ୍ରାଧାନ୍ୟ ଦିଆ ଯାଇଥାଏ । ସଂସାର ରେ ଜନ୍ମ ହୋଇଥିବା 12 ଗୋଟି ରାଶି ସହିତ ଜଡ଼ି ହୋଇ ରହିଥାଏ । ଏବଂ ଏହି […]

ଅଧିକ ପଢ