5000 ପାଇବା ପାଇଁ କରି ଦିଅନ୍ତୁ ଏହି ସବୁ କାମ ।

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ସମସ୍ତେ ଜାଣିଥିବେ ଏବେ କାଳିଆ ଯୋଜନା ରେ ପୁଣିଥରେ ଅନଲାଇନ ଆରମ୍ଭ ହୋଇଛି ଖାସ କରି ଭୂମୀହିନ ମାନଙ୍କ ପାଇଁ । ତେବେ ଏମିତି ରେ ଆପଣ ମାନେ ଯଦି ମୋଟେ ବି କାଳିଆ ଯୋଜନା ରେ ଇନଭଲ୍ବ ନାହାଁନ୍ତି ଏବଂ ଆପଣ ମାନେ ଆପ୍ଲାୟ କରିବା ପାଇଁ ଚାହୁଁଛନ୍ତି ତେବେ ଆପଣ ମାନେ କରି ପାରିବେ ।

ହେଲେ ଆମେ ଆପଣ ମାନଙ୍କୁ ଏଠାରେ ସୂଚନା ଦେବୁ କି ଆପଣ ମାନଙ୍କର ଯଦି ଭୂମିହୀନ ରେ ନାମ ଥିଲେ କେମିତି ଚାଷୀ କରେଇବେ ଏବଂ ଚାଷୀ ରେ ନାମ ଥିଲେ କେମିତି ଭୂମିହୀନ କରେଇବେ ଆପଣ ମାନଙ୍କୁ ଏଠାରେ ସୂଚନା ଦେବୁ । ଏମିତି ରେ ଆପଣ ମାନେ ଘରେ ରହି ମୋବାଇଲ ଜରିଆରେ ନିଶ୍ଚିତ ଭାବେ କରି ପାରିବେ ।

Kalia Yojana

ପ୍ରଥମେ ତ ଆପଣ ମାନେ କାଳିଆ ଯୋଜନା ର ୱେବସାଇଟ ଅପନ କରନ୍ତୁ kalia.odisha.gov.in ଏବଂ ପରେ Online Grievance Application Form ଉପରେ କ୍ଲିକ କରନ୍ତୁ । ଏବଂ ପରେ ଆପଣ ମାନଙ୍କୁ ଏଠାରେ ପ୍ରସିଡ୍ ରେ କ୍ଲିକ୍ କରିବାକୁ ହେବ ଏବଂ ପରେ ଆପଣ ମାନଙ୍କୁ ଏଠାରେ ନିଜର ଆଧାର ନମ୍ବର ଏବଂ ନିଜର ରାସନ କାର୍ଡ ନମ୍ବର ଦେଇକରି ସୋ ରହିଛି ସେହ ସୋ ରେ କ୍ଲିକ୍ କରିବେ ।

ତେବେ ଦେଖିବେ ଆପଣ ମାନଙ୍କର ପୂର୍ବରୁ ଯଦି ଭୂମିହୀନ ରେ ରହିଥିବ । ତେବେ ଏହିଠାରେ ସମସ୍ତ ଡିଟେଲ୍ସ ଦେଖେଇଦେବ ଏବଂ ବ୍ୟାଙ୍କ୍ ଆକାଉଣ୍ଟ ସବୁ କିଛି ଦେଖେଇଦେବ । ଏବଂ ଆପଣ ମାନଙ୍କ EKYC ଭେରିଫାଇ ହୋଇଛି କି ନାହିଁ ଦେଖେଇ ଦେବ । ଏବଂ ଏଠାରେ ଆପଣ ମାନଙ୍କୁ କଣ କରିବାକୁ ହେବ ନାଁ ଗ୍ରାଭେନ୍ସି କେଟାଗୋରୀ ରେ ଆପଣ ମାନେ ଇନଷ୍ଟଲ ନୋଟ ରିସିଭ ରେ କ୍ଲିକ୍ କରି ପାରିବେ ଯଦି ପଇସା ରିସିଭ ହେଉନଥିବ ତେବେ ନିଶ୍ଚିତ କରି ପାରିବେ ।

ଏବଂ ପରେ ଆପଣ ମାନଙ୍କୁ ପାର୍ମର କେଟାଗୋରୀ ରେ ଆପଣ ମାନଙ୍କୁ ଲ୍ୟାଣ୍ଡଲେସ ଏବଂ ଚାଷୀ ଏହି ଦୁଇଟି ସିଲେକ୍ଟ କରି ଆପଣ ମାନଙ୍କୁ ଡକ୍ୟୁମେଣ୍ଟ ଆପଲୋର୍ଡ କରିବାକୁ ହେବ ତେବେ ଜାଇ ଆପଣ ମାନେ ଏଠାରେ ଯଦି ଭୂମିହୀନ ରେ ନାମ ଥିଲେ କେମିତି ଚାଷୀ କରେଇବେ ଏବଂ ଚାଷୀ ରେ ନାମ ଥିଲେ କେମିତି ଭୂମିହୀନ କରେଇ ପାରିବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Uncategorized

LIC ରେ ଆସିଲା ନୂଆ ସ୍କିମ ଦେଖନ୍ତୁ । ଆପଣ ମାନେ ବି ହେବେ ମାଲେମାଲ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ LIC ରେ ଆସିଲା ନୂଆ ସ୍କିମ ରଖିବେ 100 ଟଙ୍କା ପାଇବେ 75 ହଜାର ଟଙ୍କା । ପ୍ରତ୍ୟୋକ ମଣିଷ ଚାହାଁନ୍ତି ନିଜର ଭବିଷ୍ୟତ ପାଇଁ କିଛି ଅର୍ଥ ସଞ୍ଚୟ କରିବା ପାଇଁ ଯଦି ଆପଣ ମାନଙ୍କର ରୋଜଗାର କମ୍ ରହିଛି ଆଉ ଆପଣ ମାନେ ସଞ୍ଚୟ କରିବାକୁ ଚାହୁଁଛନ୍ତି । ତେବେ ଆପଣ ମାନେ LIC ର ଏହି ସ୍କିମ୍ ରେ ସ୍ୱଳ୍ପ […]

ଅଧିକ ପଢ
alerted
Uncategorized

ଆଜି ୨୨ ମାର୍ଚ୍ଚ | ଆଜିବି କାଳବୈଶାଖୀ | ଏସବୁ ଜିଲ୍ଲାକୁ ସତର୍କ |

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମାର୍ଚ୍ଚ ମାସ ୨୨ ତାରିଖ ବୁଧବାର ଅର୍ଥାତ୍ ଆଜି । ଆଜି ରାଜ୍ୟର ୧୨ଟି ଜିଲ୍ଲାରେ କାଳ ବୈଶାଖୀ ଜନିତ ହାଲୁକାରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି । ଆଉ ସେପଟେ ୨୩ ରୁ ଅର୍ଥାତ୍ ଆସନ୍ତା କାଲିଠାରୁ ଉତ୍ତର ପଶ୍ଚିମ ଭାରତ ଉପରେ ଆଉ ଏକ ପଶ୍ଚିମା ଝଡର ପ୍ରଭାବ ଅନୁଭୂତ ହେବ । ଆଉ ଏହାର ପ୍ରଭାବ ଓଡିଶା ଉପରେ […]

ଅଧିକ ପଢ
Rashmi
Uncategorized

ମୁଁ ଯାହା ଚାଁହୁଥିଲି ସେଇଟା ତୁ ଦେଲୁନି ,ସେଥିପାଇଁ ମୁଁ ରଶ୍ମି ପାଖକୁ ଗଲି

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମୋର ଆଉ ତୋ ପ୍ରତି ଫିଲିଙ୍ଗ୍ସ ନାହିଁ । ମୋର ଏବେ ମୋର ଏକ୍ସ ବୟଫ୍ରେଣ୍ଡ ପ୍ରତି ଫିଲିଙ୍ଗ୍ସ ଚାଲି ଆସିଛି । ମୁଁ ଏବେ ଆଉ ତୋ ପାଖରେ ରହିବାକୁ ଚାହୁଁ ନାହିଁ । ତୋ ପାଖରେ ଯେତିକି ଦିନ ରହିଲି ବହୁତ ରହିଲି । ତୋ ପାଖରେ ଯେତିକି ଦିନ ରହିଲି ତାହା ତୋ ଭାଗ୍ୟ । ଏବେ ମୁଁ ପୁଣି […]

ଅଧିକ ପଢ