DJ Azexଙ୍କ ପ୍ରେମିକା ଜିଜ୍ଞାସାକୁ ଘଣ୍ଟା ଘଣ୍ଟା ଧରି ପ୍ରଶ୍ନ କରିଛି ପୋଲିସ । ଜିଙ୍ଗାସା ମାନିଲେ ସବୁ ସତ

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆସିଲା ସବୁଠାରୁ ବଡ ଖବର ଡିଜେ ଆଜେକ୍ସ ଙ୍କ ପ୍ରେମିକା କୁ ଜେରା କିଛି ପୋଲିସ । ଘଣ୍ଟା ଘଣ୍ଟା ଧରି ତନ୍ନ ତନ୍ନ କରି ପଚାରୁଛି ପୋଲିସ । ଯାହା କିଛି ଦୁହିଁଙ୍କ ମଧ୍ୟରେ ସଂମ୍ପର୍କ କେମିତି ଗଢିଥିଲା । ଆଉ କେମିତି ଆଜେକ୍ସ ଙ୍କ ସହିତ ସଂମ୍ପର୍କ ସୃଷ୍ଟି ହୋଇଥିଲା । କେଉଁଠି ଦେଖା ସାକ୍ଷାତ କରିଥିଲେ ନାଁ କେମିତି ପ୍ରେମ ସଂମ୍ପର୍କ ଚାଲିଥିଲା । ଆଉ କେଉଁ ସମୟ ରେ ରଶ୍ମି ପୁଣି ଥରେ ଫେରିଥିଲେ । ଯେ କି ପୁରୁଣା ପ୍ରେମିକ ଥିଲେ ।

ତେବେ କେଉଁଠି ଫାଟ ସୃଷ୍ଟି ହେଲା ଆଉ କାହିଁକି ଏହି ପରି ନିସ୍ପତି ନେଇ ଶେଷରେ ଜିବନ ହାରି ଦେଲେ ଆଜେକ୍ସ । ଏହି ସବୁ କୁ ନେଇ ପୋଲିସ ଏବେ ତନ୍ନ ତନ୍ନ ପଚାରି ବୁଝୁଛି । ତେବେ ଏଠାରେ କହି ରଖିବାକୁ ଚାହିଁବୁ ପୋଲିସ ଜବଦ କରିଥିବା ବେବଛେଦ ରିପୋର୍ଟ ମଧ୍ୟ ଏଠାରେ ଆସି ସାରିଛି । ସେପଟେ 17 ତାରିଖ ଦିନ ରାତିରେ ଏକାଧିକ ଥର କଲ କରିଥିଲା ପ୍ରେମିକା ଟେନସନ ହୋଇ ଟଙ୍କା ସୁନା ସବୁ ଜାଚିଥିଲେ ଆଜେକ୍ସ ।

dj

କହିଥିଲେ ଟଙ୍କା ସୁନା ସବୁ ନେଇଯିବ ହେଲେ ଆଉ ମତେ ପାଇ ପାରିବ ନାହିଁ । ନିଜେ ଆଜେକ୍ସ ଙ୍କ ମୋବାଇଲ ରୁ ଏମିତି କିଛି ଚାର୍ଟ ବାହାର କରିଛି ପୋଲିସ । ଆଉ ତା ପରେ ତନ୍ନ ତନ୍ନ କରି ପଚରା ଉଚୁରା କରୁଛି ପୋଲିସ ତେବେ ଜାହା ଜଣା ପଡିଛି ତିନି ଘଣ୍ଟା କାଳ ଜେରା କରିଛି ପୋଲିସ ଜିଜ୍ଞାସା କୁ । ତେବେ ଏହିଥିରୁ ହୁଏତ କିଛି ସ୍ପଷ୍ଟ ସୂଚନା ବାହାର କୁ ଆସିପାରେ । ଯେଉଁଥିରୁ ଜଣାପଡି ପାରେ ଯେ କଣ ପାଇଁ ଆଜେକ୍ସ ଏମିତି ଚରମ ନିସ୍ପତି ନେଇ ଜିବନ ହାରି ଦେଲେ ।

ତେବେ ଅନ୍ୟ ପଟେ ପ୍ରେମିକା ର ପୁରୁଷ ବନ୍ଧୁ ଙ୍କୁ ଜେରା କରାଜାଇ ନାହିଁ । ତେବେ ଦେଖିବାକୁ ବାକି ରହିଲା କେତେ ବେଳେ ପୁରୁଷ ବନ୍ଧୁ ଜେରା ହେଉଛନ୍ତି ଆଉ ଫୋଟ ଏବଂ ଭିଡ଼ିଓ ର ଯେଉଁ କଥା ଉଠୁଛି । ସେହି ସବୁ ଭିତରେ କେମିତି ସମ୍ପୃକ୍ତ ରହିଛନ୍ତି ରଶ୍ମି ତାହାବି ହୁଏତ ସାମ୍ନାକୁ ଆସିଯିବ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ କରନ୍ତୁ ।

Leave a Reply

Your email address will not be published. Required fields are marked *