ତ୍ରିକୋଣୀୟ ପ୍ରେମ ଯୋଗୁଁ ଚାଲିଗଲା ଡିଜେ ଆଜେକ୍ସଙ୍କ ଜୀବନ ! ଦେଖନ୍ତୁ ତାଙ୍କ ପ୍ରେମିକାଙ୍କ ଫଟୋ

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଫେମସ୍ ଡିଜେ ଆଜେକ୍ସଙ୍କ ମୃ-ତ୍ୟୁକୁ ନେଇ ଆସିଲା ନୂଆ ଟୁଇଷ୍ଟ । ମୃ-ତ୍ୟୁ ପଛରେ ଅଛି ପ୍ରେମ ଜନିତ କାରଣ । ତ୍ରିକୋଣୀୟ ପ୍ରେମକୁ ନେଇ ଡିଜେ ଆଜେକ୍ସ ଓରଫ ଅକ୍ଷୟ କୁମାରଙ୍କ ମୃ-ତ୍ୟୁ ହେଇଥିବା ଅଭିଯୋଗ କଲେ ପରିବାର ଲୋକ । ତେବେ ଭୁବନେଶ୍ୱରର ଖାର ନଗର ସ୍ଥିତ ନିଜ ଘରୁ ତାଙ୍କର ଝୁଲତା ମୃ-ତ୍ୟୁ ଦେହ ଉନ୍ଧାର କରାଯାଇଛି ।

ଏବଂ ଏହି ମୃ-ତ୍ୟୁ ଖବର ପଛରେ ରହିଛି ତ୍ରିକୋଣୀୟ ପ୍ରେମ । କୌଣସି କାରଣ ନେଇ ବ୍ଲାକମେଲ୍ କରୁଥିଲେ ତାଙ୍କର ବାନ୍ଧବୀ । ଆଉ ଯେଉଁ କାରଣରୁ ଚାଲି ଯାଇଛି ଡିଜେ ଆଜେକ୍ସଙ୍କ ଜୀବନ । ତେବେ ଡିଜେ ଆଜେକ୍ସଙ୍କ ଦାଦା ଚନ୍ଦ୍ରମଣିଙ୍କ ସୂଚନା ଅନୁଯାୟୀ ଗତକାଲି ସଂନ୍ଧ୍ୟା ପ୍ରାୟ ୬.୩୦ ରେ ଘରକୁ ଫେରିଥିଲେ ଅକ୍ଷୟ । ଭଲ ଲାଗୁନାହିଁ ବୋଲି କହି ଅନେକ ସମୟ ରୁମ୍ ଭିତରେ ଥିଲେ । ଆଉ ଶୋଇବାକୁ ଯାଉଛି କେହି ନଉଠାଇବାକୁ ମଧ୍ୟ କହିଥିଲେ ।

DJ Azex

ଏହା ଭିତରେ ବର୍ଷା କାରଣରୁ ଲାଇନ କଟି ଯାଇଥିଲା । ଆଉ ଲାଇନ ଆସିବା ପରେ ରାତି ୧୦ଟା ବେଳକୁ ତାଙ୍କ ପରିବାର ଲୋକେ ତାଙ୍କୁ ଡାକିଥିଲେ । କିନ୍ତୁ ଡିଜେ ଆଜେକ୍ସ କୌଣସି ପ୍ରତିକ୍ରିୟା ଦେଇନଥିଲେ । ପରିବାର ଲୋକେ କବାଟ ବାଡେଇବା ସତ୍ତ୍ବେ ସେ କୌଣସି ଉତ୍ତର ମଧ୍ୟ ଦେଇନଥିଲେ । ଏହାପରେ ପରିବାର ଲୋକେ କବାଟ ଭାଙ୍ଗି ଭିତରେ ପଶିଥିଲେ ।

ତେବେ ଡିଜେ ଆଜେକ୍ସ ଏକ ବେଡସିଟ୍ ରେ ଝୁଲି ପଡିଥିବା ସେମାନେ ଦେଖିବାକୁ ପାଇଁଥିଲେ । ତୁରନ୍ତ ଡିଜେ ଆଜେକ୍ସକୁ ଏକ ଘରୋଇ ହସ୍ପିଟାଲକୁ ନେଇ ଯାଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃ-ତ ଘୋଷଣା କରିଥିଲେ । ଏହାପରେ ପରିବାର ଲୋକେ ମୃ-ତ ଶରୀରକୁ କ୍ୟାପିଟାଲ ହସ୍ପିଟାଲକୁ ନେଇ ଯାଇଥିଲେ । ଏସବୁ ଘଟଣା ଭିତରେ ପ୍ରେମ ସମ୍ପର୍କକୁ ନେଇ ଡିଜେ ଆଜେକ୍ସଙ୍କ ଜୀବନ ଯାଇଥିବା ଏବେ ପରିବାର ଲୋକ ଅଭିଯୋଗ କରିଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *