ସାମ୍ନାକୁ ଆସିଲା ମୃ-ତ୍ୟୁ ପୂର୍ବରୁ ଡିଜେ ଆଜେକ୍ସଙ୍କ ଶେଷ ଫୋଟୋ ଆଉ ପ୍ରେମିକା ଜିଜ୍ଞାସାଙ୍କୁ କରିଥିବା ଶେଷ ଇମେଲ Ajex

DJ Ajax

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜେକ୍ସ ଙ୍କ ମୃ-ତ୍ୟୁ ପୂର୍ବର ଫୋଟ ଏବେ ସାମ୍ନାକୁ ଆସିଲା କିଛି ଫୋଟ ଏବଂ କିଛି ଦୁଃଖ ଦାୟକ କଥା ସାମ୍ନାକୁ ଆସିଛି । ଯେଉଁଥିରେ ଛଟପଟ ହୋଇ ଆଜେକ୍ସ କାନ୍ଦି କାନ୍ଦି ଲେଖିଛନ୍ତି ଆପଣ ମାନେ ଦେଖି ପାରୁଥିବେ । ମୁଁ ତୁମକୁ ପାଗଳ ପରି ଭଲ ପାଉଥିଲି । ଆଉ ତୁମେ କହୁଥିଲ ନାଁ ମୁଁ ପ୍ରେମ ପାଇଁ ଜିବନ ଦେଇ ପାରିବି କି ନାହିଁ ଏଇ ଦେଖ ମୁଁ ଏବେ ଭୂତ ହୋଇ ହୋଇଜାଇଛି ।

ଆଜି ମୁଁ ଆଉ ନାହିଁ ଏ ଦୁନିଆଁ ରେ ସବୁ ଦିନପାଇଁ ଦୂରକୁ ଚାଲି ଜାଇଛି । ଏବେ ତୁମେ ଖୁସୀରେ ରୁହ ଆଉ ତୁମେ ଯେତେ ପାରୁଛ ରଶ୍ମି ସହିତ ସେ-କ୍ସ କର ତା ସହିତ ବୁଲ ହେଲେ ମୁଁ ଏ ସବୁ ଆଉ ସହି ପାରୁନି । ଆଉ ମତେ ଭୁଲି ଯାଅ କାରଣ ତମେ କଲ କଲେବି ମୁଁ ଆଉ ଉଠେଇ ପାରିବିନି । ଏହି ଭଳି କିଛି କହି ଜିବନ ହାରି ଦେଇଥିଲେ ଆଜେକ୍ସ । ଆଉ ଏବେ ଏମିତି କିଛି ଲେଖା ଆଉ ଫୋଟ ସାମ୍ନାକୁ ଆସିଛି ।

dj

ତେବେ ଏହି ଫୋଟ ରେ ଆପଣ ମାନେ ଦେଖି ପାରୁଥିବେ କେମିତି ଛଳ ଛଳ ଆଖିରେ କାନ୍ଦି କାନ୍ଦି ସେଲ୍ଫି ମଧ୍ୟ ନେଇଛନ୍ତି । ତା ସହିତ ଏହି ପରି କିଛି ଦୁଃଖ ଭରା କଥା ଲେଖିଛନ୍ତି । ଯେ କେମିତି ଭାବେ ଜିଜ୍ଞାସା ପ୍ରଥମ ରୁ ତାଙ୍କୁ ବ୍ୟବାହର କରୁଥିଲେ ହେଲେ ଭଲ ପାଉ ନଥିଲେ । ଭଲ ପାଇବାର ଅଭିନୟ କୁଆଡେ କରୁଥିଲେ ଜିଜ୍ଞାସା ଆଉ ରଶ୍ମି ସହିତ ସବୁ ବେଳେ କୁଆଡେ ଲୁଚି ଲୁଚି ମିଶୁ ଥିଲେ ।

ତେବେ ଏହି ମେଲ କୁ ଆପଣ ମାନେ ଦେଖି ପାରୁ ଥିବେ ଯେଉଁ ମେଲ କୁ ଡିଜେ ଆଜେକ୍ସ ଜିଜ୍ଞାସା କୁ ପଠେଇ ଥିଲେ । ଏହା ମୃ-ତ୍ୟୁ ପୂର୍ବରୁ ସବୁ ଭାବି ନିଜର ମନର କଥାକୁ ସବୁ ଲେଖି ପେକେଇଥିଲେ । ଆଉ ତା ପରେ ଜିବନ ହାରିଥିଲେ । ଏମିତି ସେଟିଂ କରିଥିଲେ ମୃ-ତ୍ୟୁ ପରେ ପରେ ମେସେଜ୍ ଜିଜ୍ଞାସା ପାଖକୁ ଜାଇଥିଲା । ତେବେ ଆପଣ ଦେଖି ପାରୁଥିବେ ଗୋଟି ଗୋଟି କରି ସେ ସବୁ ଫୋଟ ପକେଇଛନ୍ତି ।

Azex

ତେବେ ଏହିଥିରୁ ସ୍ପଷ୍ଟ ଭାବେ ଜଣା ପଡୁଛି ଯେ ଡିଜେ ଆଜେକ୍ସ କେମିତି ପାଗଳ ପରି ପ୍ରେମ କରୁଥିଲେ । ହେଲେ ସେ ସଫଳ ହୋଇ ପାରିଲେନି । ମରିବା ଆଗରୁ ଏମିତି ଲେଖା ଲେଖି ଦେଇଜାଇଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ କରନ୍ତୁ ।

Leave a Reply

Your email address will not be published. Required fields are marked *