ଦୀପାବଳୀରେ ଏହି 4ଟି ରାଶିର ଭାଗ୍ୟ ଚମକିବ | ଧନର ବର୍ଷା ହେବ

UUUUUUUUU

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଦୀପାବଳୀରେ ହେବାକୁ ଯାଉଛି ଏକ ମହା ସଂଯୋଗ । ଯାହା ଫଳରେ ଏହି ୪ଟି ରାଶିର ଭାଗ୍ୟ ସମ୍ପୂର୍ଣ୍ଣ ଭାବରେ ବଦଳିବାକୁ ଯାଉଛି । ଯେପରିକି ଏହି ବର୍ଷ ଆଲୋକର ପର୍ବ ଦୀପାବଳୀ ଅକ୍ଟୋବର ୨୫ ତାରିଖରେ ପଡୁଅଛି । ଏହି ଦିନ କାର୍ତ୍ତିକ ଅମାବାସ୍ୟା ଶ୍ରୀ ଶ୍ୟାମ କାଳୀ ପୂଜା ଏବଂ ପୟା ଶ୍ରାଦ୍ଧ ମଧ୍ୟ ରହିବ। ଏହି ଦୀପାବଳୀ ରେ ମଧ୍ୟ ଏହି ୪ ଗୋଟି ରାଶିର ଭାଗ୍ଯ ସମ୍ପୂର୍ଣ୍ଣ ଭାବରେ ବଦଳିବାକୁ ଯାଉଛି ।

ଦୀପାବଳୀ ପରଠାରୁ ଆପଣଙ୍କ ଅଟକି ରହୁଥିବା ସମସ୍ତ କାର୍ଯ୍ୟ ସଂପୂର୍ଣ୍ଣ ହେବ। ଆପଣ ନିଜ ଜୀବନରେ ବଡ ପରିବର୍ତ୍ତନ ଦେଖିବାକୁ ପାଇଁବେ। ଦୀର୍ଘ ଧରି ଲାଗି ରହିଥିବା ସ୍ୱାସ୍ଥ୍ୟ ସମସ୍ୟାରେ ସୁଧାର ଆସିବ । ଗ୍ରହରେ ବିଭିନ୍ନ ପ୍ରକାର ଖୁସିର ଖବର ମିଳିବ । ନୂଆ ନୂଆ ମିତ୍ର କରିବାରେ ଆଗ୍ରହୀ ରହିବେ ।

ଆର୍ଥିକ ଉନ୍ନତି ପାଇଁ ନୂତନ ଯୋଜନା ମାନ ପ୍ରସ୍ତୁତ କରିବେ । କାର୍ଯ୍ୟ ଶୈଳୀରେ ସୁଧାର ଆସିବ । ଯେଉଁ ବି ନୂଆ କାର୍ଯ୍ୟ କରିବାକୁ ଆପଣ ବିଚାର କରୁଛନ୍ତି ଏବେଠାରୁ ଆପଣଙ୍କ ସମୟ ଶୁଭ ଅଟେ । ଆପଣ କୌଣସି ବି ନୂଆ କାର୍ଯ୍ୟ ଆରମ୍ଭ କରିପାରିବେ । ସମାଜରେ ଆପଣଙ୍କ ମାନ ସମ୍ମାନ ର ବ୍ରୁନ୍ଧି ପାଇଁବ । କିଛି ପ୍ରଭାବ ଶାଳୀ ବ୍ୟକ୍ତିଙ୍କ ସହିତ ଆପଣଙ୍କ ସମ୍ପର୍କ ବୃନ୍ଧି ପାଇଁବ । କାର୍ଯ୍ୟ କ୍ଷେତ୍ରରେ ଏମାନଙ୍କ କାର୍ଯ୍ୟକୁ ସମସ୍ତେ ପ୍ରଶଂସା କରିବେ ।

ଆପଣ କୌଣସି ବି ନୂଆ କାର୍ଯ୍ୟ ଆରମ୍ଭ କରି ପାରନ୍ତି । ଯେଉଁମାନେ ପ୍ରେମ ଜୀବନ ଯାପନ କରୁଛନ୍ତି ସେମାନଙ୍କ ପାଇଁ ମଧ୍ୟ ଏହି ସମୟ ବହୁତ ଭଲ ଅଟେ । ଆପଣଙ୍କ ଘରେ ଖୁସିର ବାତାବରଣ ରହିବ । ପୁରୁଣା ବନ୍ଧୁଙ୍କ ସହ ଦେଖା ହୋଇପାରେ । ମାଁ ଲକ୍ଷ୍ମୀଙ୍କ କୃପାରୁ ଏହି ଦୀପାବଳୀ ପରଠାରୁ ଆପଣଙ୍କ ଭାଗ୍ୟ ବଦଳିବାକୁ ଯାଉଛି ।

ତେବେ ବନ୍ଧୁଗଣ ସେହି ୪ଗୋଟି ଭାଗ୍ୟଶାଳୀ ରାଶି ଗୁଡିକ ହେଉଛନ୍ତି – ବୃଷ ରାଶି, ସିଂହ ରାଶି, ତୁଳା ରାଶି, କୁମ୍ଭ ରାଶି । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published.

odisha band
Editorial

କାଲି ଓଡିଶା ବନ୍ଦ ଡାକରା – ଘରୁ ବାହାରିବା ଆଗରୁ ଜାଣି ନିଅନ୍ତୁ ଏହି ଖବର ।

ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ କରୁଛୁ । ବନ୍ଧୁଗଣ ଆସନ୍ତା କାଲି ଧର୍ମ ଘଟ ରେ ସାମିଲ ହେବନି ଘୋରଇ ବସ୍ ରାଜ୍ୟର ସମସ୍ତ ରୁଟ୍ ରେ ଘୋରଇ ବସ୍ ଗଡିବା ନେଇ ଆଭିମୂଖ୍ୟ ସ୍ପଷ୍ଟ କରିଛି ଘୋରଇ ବସ୍ ମାଲିକ ସଙ୍ଘ ଧର୍ମଘଟ ସମୟ ରେ ଘୋରଇ ବସ୍ ମାଲିକ ସଙ୍ଘ ଗୋଣ୍ଡଗୋଳ ଆଶଂକା କରିଛି ସୁରକ୍ଷା ପ୍ରଦାନ ପାଇଁ ପୋଲିସ ଡିଜି ଙ୍କୁ ଭେଟି ନିବେଦନ କରିଛି ସଂଘ । […]

ଅଧିକ ପଢ
Riya 1
Editorial

ସୁଟିଂ ସେଟରେ ସବୁ ଖୋଲି ଦେଲେ ରିୟା – ସ୍ୱାମୀଙ୍କୁ ଦେଖି ଆଉ

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ସୁଟିଂ ସେଟ୍ ରେ ସ୍ୱାମୀ ଙ୍କ ସହ ରୋମାନ୍ସ କରୁଥିବାର ନଜର ଆସିଛନ୍ତି ଓଡିଆ ଅଭିନେତ୍ରୀ ରିୟା ଦେ । ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଗତ ମାସରେ ସୁନିଲ ଏବଂ ରିୟା ଙ୍କର ବିବାହ ହୋଇଥିଲା । ଆଉ ବାହାଘର ଟି ବହୁତ ଧୁମଧାମ୍ ରେ ହୋଇଥିଲା ଯେଉଁଥିରେ ଓଲିଉଡ ର ସମସ୍ତ ସେଲିବ୍ରେଟି ମାନେ ଯୋଗ ଦେଇଥିଲେ । ଆଉ […]

ଅଧିକ ପଢ
aret
Editorial

ବାପା ସହିତ ୫ ଟା ମୋବାଇଲ ଖୋଲିବ ଝିଅ ଅର୍ଚ୍ଚନାର କଳା ଗୁମର !

ଆପଣ ମାନଙ୍କୁ ଆମର ପୋର୍ଟଲକୁ ବହୁତ ବହୁତ ସ୍ୱଗତ କରୁଛୁ । ବନ୍ଧୁଗଣ ଲେଡି ବ୍ଲାକ୍ ମେଲର ଅର୍ଚ୍ଚନା ନାଗଙ୍କ ବାପା ଙ୍କୁ ସମନ ପରେ ଇଡି ଜେରା କରିଛି । ପ୍ରବର୍ତ୍ତନ ନିର୍ଦ୍ଧେଶାଳୟ ରେ ସମନ ପରେ ତାଙ୍କୁ ହାଜର କରାଜାଇଥିବା ସୂଚନା ରହିଛି । ତେବେ ଅର୍ଚ୍ଚନା ଙ୍କ ବେନାମୀ ସଂମ୍ପତୀ ନେଇ ଇଡି ଖୋଳତାଳ କରୁଛି । ତାଙ୍କର ବାପାଙ୍କୁ ପଚରା ଉଚୁରା କରୁଛି ଏହି ସଂମ୍ପତୀ ବାବଦରେ ଅର୍ଚ୍ଚନା ଙ୍କ ସଂମ୍ପର୍କ […]

ଅଧିକ ପଢ