ଦିନକୁ 3 ଥର ଖାଆନ୍ତୁ ଏହି ଜିନିଷ : ଡାଇବେଟିସ ହୋଇଯିବ ମୂଳରୁ ଶେଷ

Spread the love

ଆଜି ଆମେ ଆପଣଙ୍କ ସହ ଡାଇବେଟିସ ବିଶ୍ୱରେ ଆଲୋଚନା କରିବୁ | ଏହା ଏମିତି ଗୋଟେ ରୋଗ ଯାହା ଥରେ ହୋଇଗଲେ ଜୀବନସାରା ଭୋଗିବାକୁ ପଡିଥାଏ | ଏହି ରୋଗ ସ୍ୱାସ୍ଥ୍ୟ ଉପରେ ବହୁତ ସାଈଡ଼ ଇଫେକ୍ଟ ପକାଇଥାଏ | ଆଧୁନିକ ଚିକିତ୍ସା ବିଜ୍ଞାନ ଅନୁସାରେ ଡାଇବେଟିସ ପୁର୍ଣ ରୂପେ ଶେଷ ହୁଏନି | କିନ୍ତୁ ଏହା ଉପରେ ନିୟନ୍ତ୍ରଣ ରଖାଯାଇ ପାରିବ | ଡାଇବେଟିସ ଆଜିର ସମୟରେ ତିନି ଜଣଙ୍କ ମଧ୍ୟରୁ ଜଣକୁ ନିହାତି ହୋଇଥିବ |ଏହାର ମୁଖ୍ୟ କାରଣ ଆଜିର ସମୟରେ ସମସ୍ତେ ଘର ଠାରୁ ବାହାର ଖାଇବା ପସନ୍ଦ କରିଥାନ୍ତି | ବନ୍ଧୁଗଣ ଆଜିର ବିଷୟଟି ହେଉଛି ମାତ୍ରକୁ ଦିନିକୁ ତିନିଥର ଖାଆନ୍ତୁ ଏହି ଜିନିଷ ଡାଇବେଟିସ ହୋଇଯିବ ମୂଳରୁ ଶେଷ \ ତେବେ ଚାଲନ୍ତୁ ବନ୍ଧୁଗଣ ଏହି ସୁନ୍ଦର ବିଷୟଟିକୁ ଆଲୋଚନା କରିବା :-

ସୁଗର କୁ କମ କରିବା ପାଇଁ ଶାରୀରିକ ଯୋଗ , ଆସନ ,ବ୍ୟାୟାମ କରିବା ଆବଶ୍ୟକ ଅଟେ | ସକାଳ ସମୟରେ ଖାଲି ପାଦରେ ଘାସରେ ବୁଲିବା ଆବଶ୍ୟକ | ଏହା ଚେଷ୍ଟା କରିବା ଦରକାର ଯେ ଭରପୁର ନିଦ କମ ସେ କମ ଆଠ ଘଣ୍ଟା ନେବା ଆବଶ୍ୟକ \ ସବୁ ପ୍ରକାର ମାନସିକ ଚିନ୍ତାରୁ ଦୂରରେ ରୁହନ୍ତୁ | ଧୁମ୍ରପାନ କରନ୍ତୁନାହିଁ | ଲୁଣ କମ ଖାଆନ୍ତୁ | ଶରୀରକୁ ପାଣିର ଅଭାବ ହେବାକୁ ଦିୟନ୍ତୁ ନାହିଁ |ଦିନରେ କମସେ କମ ଚାରି ରୁ ପାଞ୍ଚ ଲିଟର ପାଣି ପିୟନ୍ତୁ |

⧭ ସାରୁ

ବନ୍ଧୁଗଣ ସାରୁ କୁ ଭାରତରେ ବିଭିନ୍ନ ନାମରେ ଜଣାଯାଏ |ଏହା ସହ ବୋହୁ ଲୋକ ଏହାର ତରକାରୀ କରି ଖାଇବାକୁ ପସନ୍ଦ ତୋ କରିଥାନ୍ତି ଏବଂ ଅନେକ ଲୋକ ସାରୁ ର ପକୋଡ଼ି ବନାଇ ଖାଇବାକୁ ପସନ୍ଦ କରନ୍ତି | ଏହା ବହୁତ ସ୍ୱାଦିଷ୍ଟ ହୋଇଥାଏ | ସାରୁ ରେ ଭିଟାମିନ ସି , କ୍ୟାଲସିୟମ୍, ମାଗ୍ନେଶୀୟମ, ଆଇରନ ଏବଂ ଭିଟାମିନ ବି ଭରପୁର ହୋଇଥାଏ | ବନ୍ଧୁଗଣ ସାରୁ ରେ ଅଣ୍ଟିଆକ୍ସିଡେଣ୍ଟ ମିଳିଥାଏ | ଯାହା ଆମ ଶରୀରକୁ ବିଭିନ୍ନ ପ୍ରକାରର ରୋଗରୁ ବଞ୍ଚାଇ ଥାଏ | ସାରୁ ରୁ ପର୍ଯ୍ୟାପ୍ତ ପରିମାଣରେ ଫାଇବର ମିଳିଥାଏ | ଯାହା ଡାଇବେଟିସ ସହ ଲଢ଼ିବାରେ ବୋଟ ସାହାଯ୍ୟ କରିଥାଏ | ଏଥିପାଇଁ ସାରୁ ସେବନ ନିହାତି କରନ୍ତୁ |

⧭ କଲରା

କୋଲରା ଡାଇବେଟିସ କୁ ନିୟନ୍ତ୍ରଣ କରିବାରେ ବହୁତ ସାହାଯ୍ୟ କରେ | ଏହା ପୁରା ଶରୀରର ଗ୍ଳୋକୋଜ ମେଟାବଲିଜିୟମକୁ ପ୍ରଭାବିତ କରିଥାଏ | ଅଧିକରୁ ଅଧିକ କଲରା ଜୁସ ପିଅନ୍ତୁ |

⧭ ମେଥି

ମେଥିରେ ମଧୁମେହ କୁ ନିୟନ୍ତ୍ରଣ କରିବାର କ୍ଷମତା ଅଛି | ଏହା ରକ୍ତର ସୁଗର ଲେବଲକୁ କମ କରିଥାଏ | ଏହା ଗ୍ଲୁକୋଜ ଓ ଈଂସୁନୀଲର ସ୍ତରକୁ ବଢ଼ାଇ ଥାଏ |

⧭ ଜାମକୋଳି

ଜାମକୋଳି ରକ୍ତର ସୁଗର କୁ କମ କରି ମଧୁମେହ କୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ |

ସ୍ୱାସ୍ଥ୍ୟ ସମ୍ବନ୍ଧିତ ଏହି ଅନୁଛେଦଟି ଆପଣଙ୍କୁ କିପରି ଲାଗିଲା Comment କରି ଜଣାନ୍ତୁ |