ଡାଏରୀ ହାତଲେଖା ମିଶିଲେ, ଅର୍ଚ୍ଚନା ଫଶିଲା !

Diarie 1

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ସତ କହିବ ଅର୍ଚ୍ଚନା ର ହସ୍ତାକ୍ଷର । ଅର୍ଚ୍ଚନା ର ହାତଲେଖା ଖୋଲିବ ଅର୍ଚ୍ଚନା ର ଗୁମର । ଅର୍ଚ୍ଚନା ର ଯେଉଁ ଡାଏରି ଦୁଇଟି ମିଳିଛି ଏବଂ ଏଥିରେ ଲେଖା ଯାଇଛି ଅନେକ କିଛି କଥା । ପୋଲିସ ବର୍ତ୍ତମାନ କେବଳ ଏତିକି ସିଅର ହେବାକୁ ଚାହିଁଛି ଯେ ଏ ହାତ ଲେଖା ଅର୍ଚ୍ଚନାଙ୍କ ର । କାରଣ ଅର୍ଚ୍ଚନା ଯେଉଁଭଳି ଭାବର ଲୋକ ସିଏ କେବେବି ପଛଘୁଞ୍ଚା ଦେଇଦେବେ ଆଉ କହିବେ ଏହା ମୋର ନୁହେଁ ।

ଲେଖାଯାଇଥିବା ତଥ୍ୟ ମୁଁ ଏ ବିଷୟରେ କିଛି ଜାଣିନାହିଁ । ବୋଧହୁଏ ମୋତେ ଫସେଇଦେବା ପାଇଁ ଚାଲିଛି ଆଉ ଗୋଟିଏ ଚକ୍ରାନ୍ତ । ସେଇଥିପାଇଁ ଖଣ୍ଡଗିରି ଥାନାର ଦୁଇ ଅଧିକାରୀ ଆଜି ଆସିଥିଲେ ଝାରପଡା ଜେଲ୍ । ଆଉ ନେଇଥିଲେ ଅର୍ଚ୍ଚନାଙ୍କ ହେଣ୍ଡଟ୍ରାଇଙ୍ଗ ସ୍ପେସିମେନ୍ । ଏହାକୁ ମାନ୍ୟବର କୋର୍ଟଙ୍କ ଆଦେଶ ରେ ମ୍ୟାଚ କରାଯିବ । ଯଦି ଅର୍ଚ୍ଚନାଙ୍କ ହସ୍ତାକ୍ଷର ତାଙ୍କ ଡାଏରି ରେ ରହିଥିବା ହସ୍ତାକ୍ଷର ସହିତ ମିଶେ ତେବେ ସାଂଘାତିକ । ଆଉ ଯଦି ନମିଶେ ତେବେ ପୁଣିଥରେ ଏହା ପ୍ରଶ୍ନ ସୃଷ୍ଟି କରିବ ।

Archana nag 1

ଯେ ଏହି ଡାଏରି କିଏ ରଖିଥିଲା । ଅର୍ଚ୍ଚନା ନାଗଙ୍କ ଡାଏରିରେ ରହିଥିଲା ଅନେକ କିଛି ତଥ୍ୟ । ବଡ ବଡିଆଙ୍କ ନାଁ , କଣ୍ଟାକ୍ଟ ନଂ ବୋଧହୁଏ ହେଇପାରେ ଏହି ସବୁ ଲିଷ୍ଟ ଥିଲା ସେସେଇ ସବୁ ବ୍ୟକ୍ତି ମାନଙ୍କ ର ଯିଏ ଅର୍ଚ୍ଚନାଙ୍କ ପାଖକୁ ନିୟମିତ ଭାବେ ଆସୁଥିଲେ ।

ତେବେ ଅର୍ଚ୍ଚନାଙ୍କ ବଡ ବଡିଆ ଲିଙ୍କ୍ ସହିତ ସମ୍ପ୍ରକ୍ତିକୁ ପ୍ରମାଣିତ କରିବାକୁ ଏହା ହେଉଛି ବଡ ପ୍ରମାଣ । ଯେଉଁଥି ପାଇଁ ପୋଲିସ କୁ ଏବେ ଆବଶ୍ୟକ ଅର୍ଚ୍ଚନାର ହେଣ୍ଡରାଇଟଂ ଆଉ ଡାଏରିରେ ଥିବା ହାତ ଲେଖାକୁ ମିଶାଇବାର । ଅର୍ଚ୍ଚନା ଇଂରାଜୀ ଭାଷାରେ ଡାଏରିରେ ସବୁ କିଛି ଲେଖା ରହିଥିଲା । ତେବେ ଏବେ ଖାଲି ଅପେକ୍ଷା ଅର୍ଚ୍ଚନାର ହେଣ୍ଡରାଇଟଂ ଏବଂ ଡାଏରିରେ ଲେଖା ହୋଇଥିବା ହସ୍ତାକ୍ଷର ମିଶିବାର ରିପୋର୍ଟ କୁ ନେଇ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *