ଡାଇବେଟିସ ସପ୍ତାହରେ ଭଲ ହେବ ଆପଣଙ୍କ ମାତ୍ର ୧ ଚାମଚ୍ ଏହି Gunda ଖାଇଲେ ଜୀବନରେ କେବେ ହେବେ ନାହିଁ ଅସୁବିଧା…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ତେବେ ଆମେ ଆଜି ଆପଣ ମାନଙ୍କ ସହିତ ଡାଇବେଟିସ କୁ କମେଇବା ପାଇଁ ଏମିତି ଏକ ଘୋରଇ ଉପଚାର ସେୟାର କରିବା ପାଇଁ ଯାଉଛୁ ଯାହା ଆପଣ ମାନଙ୍କ ଡାଇବେଟିସ କୁ ସହଜ ରେ କମେଇ ପାରିବ । ଯଦି ଆପଣ ମାନଙ୍କର ଡାଇବେଟିସ କୋଣ୍ଟ୍ରୋଲ ରେ ରହୁନାହିଁ । ଏହାକୁ ଆପଣ ମାନେ ପ୍ରତିଦିନ ଜିବନ ରେ ସାମିଲ କରନ୍ତୁ ତେବେ ଆପଣ ମାନଙ୍କର ଡାଇବେଟିସ କୋଣ୍ଟ୍ରଲ ରେ ରହିବ । ଏବଂ ଆପଣ ମାନଙ୍କର ସୁଗାର କେବେବି ଅଧିକ ହେବ ନାହିଁ ।

ଏବେ ଆସନ୍ତୁ ଜାଣିବା ଡାଇବେଟିସ କୁ କମ୍ କରିବା ଲାଗି ଏହି ଗୁଣ୍ଡକୁ ଆପଣ ମାନେ କିପରି ବନେଇବେ ଏହାର ସେବନ କେମିତି କରିବେ । ତେବେ ଏହାକୁ ପ୍ରସ୍ତୁତ କରିବା ଲାଗି ଆପଣ ମାନଙ୍କୁ ପ୍ରଥମେ ଚଣା ର । ଯାହା ଆମକୁ ବହୁତ ସହଜରେ ମଧ୍ୟ ମିଳିଯାଏ । ଏଥିରୁ ବହୁତ ଅଧିକ ମିନେରାଲ ଏବଂ ଫାଇବର ମିଳେ। ଏହା ଶରୀର ର କୈଣସି ପ୍ରକାରର ରୋଗ ହେବାକୁ ଦେଇ ନଥାଏ । ଆହୁରୀ ବି ମଧ୍ୟ ଏହିଥିରେ ଅଗଣିତ ଗୁଣ ରହେ । ଜାହାକି ଏହା ଆମ ଶରୀର କୁ ଭିଟାମିନ ଦେଇଥାଏ ।

chana

ତେବେ ଦ୍ୱତୀୟ ସାମଗ୍ରୀ ଆପଣ ମାନଙ୍କୁ ଆବଶ୍ୟକ ପଡିବ ତାହା ହେଉଛି ମେଥି ଦାନା । ତେବେ ଏହା ବିଷୟ ରେ ସମସ୍ତେ ଜାଣିଛନ୍ତି । ଏହା ଆମର ରକ୍ତ ସଞ୍ଚାଳନ ରେ ବହୁତ ଅଧିକ ଫାଇଦା ପହଞ୍ଚାଇଥାଏ । ଯଦି ଆପଣ ଏହାକୁ ପ୍ରତିଦିନ ସେବନ କରିବେ ତେବେ ଏହା ଆମକୁ ବହୁତ ଫାଇଦା ଦେଇଥାଏ ।

ଏବେ ଏଥିପାଇଁ ଆପଣଙ୍କୁ ତୃତୀୟ ସାମଗ୍ରୀ ର ଆବଶ୍ୟକ ପଡ଼ିବ ତାହା ହେଉଛି 50 ଗ୍ରାମ ଜୁଆଣି । ଏବେ ଆପଣଙ୍କୁ ଏହି ସମସ୍ତ ସାମଗ୍ରୀ କୁ ଆପଣଙ୍କୁ ସଠିକ ମାତ୍ରା ରେ ନେବାକୁ ହେବ । ଏହିଥିରୁ ଆପଣ ମାନଙ୍କୁ ଅଗଣିତ ଫାଇଦା ମିଳେ । ଯଦି ଆପଣ ମାନେ ଏହାକୁ ପ୍ରତିଦିନ ସେବନ କରିବେ । ଏହା ଏକ ଔଷଧ ଅଟେ । ଯାହାକୁ ଆମେ ମାନେ ପ୍ରତିଦିନ ସାମିଲ କରିବା ଆବଶ୍ୟକ ଅଟେ ।

juani

ଏହା ପରେ ଚତୁର୍ଥ ସାମଗ୍ରୀ ଜରରୀ ପଡିବ ତାହା ହାଲା ଡାଲଚିନି । ବନ୍ଧୁଗଣ ଆପଣ ମାନଙ୍କର ଡାଇବେଟିସ ରହିଛି ତେବେ ଆପଣ ମାନେ ଜଳଖିଆ ସମୟ ରେ ପିଉଥିବା ଚାହା ରେ ଆପଣ ମାନେ ଡାଲଚିନି ର ପ୍ରୋୟଗ କରନ୍ତୁ । ଏବେ ଆସନ୍ତୁ ଜାଣିବା ପ୍ରସ୍ତୁତ ପ୍ରଣାଳୀ । 100 ଗ୍ରାମ୍ ମେଥି କୁ ନେଇ ଆଗ ଭଲ କରି ଭାଜି ନିଅନ୍ତୁ । ସେହି ପରି ଆପଣ ମାନେ ଜୁଆଣି ଏବଂ ଚାହା କୁ ମଧ୍ୟ କିଛି ପରିମାଣ ରେ ଭାଜି ନିଅନ୍ତୁ ।

ଏବେ ଆପଣ ମାନେ 2 ଗୋଟି ବଡ ଡାଲଚିନି କୁ ନେଇ ଆପଣ ମାନେ ଭାଜନ୍ତୁ । ଏବେ ଆପଣ ମାନେ ଏହି ସବୁ କୁ ଭଲ କରି ଗ୍ରାଇଣ୍ଡ କରନ୍ତୁ । ତେବେ ଏବେ ଆପଣ ମାନଙ୍କ ଫାଇନ ପାୱଡର ପ୍ରସ୍ତୁତ ଅଟେ । ଆପଣ ଏହାକୁ ରଖି ଦିଅନ୍ତୁ ପ୍ରତିଦିନ ଖାଲି ପେଟରେ ଏହାର ସେବନ କରନ୍ତୁ ଦେଖିବେ ଡାଇବେଟିସ ଭଳି ସମସ୍ୟା ଧିରେ ଧିରେ କମିବାରେ ଲାଗିବ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *