ଡାଇଭେଟିଜ ଥିଲେ ଖାଆନ୍ତୁ ଏହି 4ଟି ସ୍ନେକସ୍ , ସୁଗର ଲେବଲ ରହିବ କଣ୍ଟ୍ରୋଲ

Spread the love

ବ୍ଲଡ଼ ପ୍ରେସର ରୋଗୀମାନେ ନିଜ ଖାଇବା ପିଇବା ପ୍ରତି ଧ୍ୟାନ ଦେବା ଉଚିତ। ଖାଦ୍ୟରେ ନିଆଯାଉଥିବା ଅତ୍ୟଧିକ ଚିନି କ୍ଷତିକାରକ ହୋଇଥାଏ । କାହିଁକି ନା ଏଥିରେ ରକ୍ତରେ ଗ୍ଲୋକୋଚର ମାତ୍ରା ଅଧିକ ହୋଇ ଯାଇଥାଏ । ଶରୀରେ ଏହାର ଲେବୁଲ୍ ଅଧିକ କିମ୍ବା କମ ହୋଇଗଲେ ବ୍ୟକ୍ତିର ଶରୀରକୁ କ୍ଷତି ପହଞ୍ଚାଇ ଥାଏ । ଏହା ବ୍ୟତିତ ଡା଼ଇବେଟିସ ରୋଗୀ ମାନଙ୍କୁ ସଧାରଣ ଲୋକମାନଙ୍କ ପାଖରୁ ଅଧିକ ଭୋକ ଲାଗି ଥାଏ । ଅଳ୍ପ ଅଳ୍ପ ସମୟରେ କିଛି ଖାଇବା ପାଇଁ ଇଛା ହୋଇଥାଏ କିନ୍ତୁ ଅଧିକ ମୋଟା ହେବାର ସମ୍ଭାବନା ମଧ୍ୟ ଥାଏ । ଏମିତିରେ ଏମିତି କିଛି ଖାଦ୍ୟ ଖାଇବା ଦରକାର ଯାହା ଭୋକରୁ ସନ୍ତୁଷ୍ଟ ବି ହୋଇପାରିବେ ଏବଂ ବ୍ଲଡ଼ ସୁଗର ହେବାର ଡର ମଧ୍ୟ ନଥାଏ ।

ଡ୍ରାଇ ଫ୍ରୁଡ୍ସ:-

ଡା଼ଇବେଟିସ୍ ରୋଗୀଙ୍କ ଖାଦ୍ୟରେ ଡ୍ରାଇ ଫ୍ରୁଟ୍ସ ଖାଦ୍ୟ ଖାଇବା ଦରକାର କିନ୍ତୁ ଏହାକୁ ସୀମିତ ମାତ୍ରାରେ ନେବା ବହୁତ ଜରୁରୀ ଅଟେ। ଆବଶ୍ୟକତା ଠାରୁ ଅଧିକ ଖାଇଲେ ଆପଣଙ୍କୁ ରୋଗୀବି ମଧ୍ୟ କରିପାରେ। ନଟସ୍ ଫାଇବର, ଭିଟାମିନ, ମିନରୋଲସ ଅଧିକ ମାତ୍ରାରେ ଏବଂ କାର୍ବସ୍ କମ ମାତ୍ରାରେ ରହି ଥାଏ। ଏହାକୁ ଖାଇଲେ ରକ୍ତରେ ବ୍ଲଡ଼ ସୁଗରର ଲେବୁଲ ବଢେ ନାହିଁ। ଏଥି ପାଈଁ ସ୍ନେକସରେ ପେଶା ଅଖରର୍ଟ, କାଜୁ, ବାଦାମ, ଆଦି ଖାଆନ୍ତୁ।

ପିନଟ, ଘିଅ ଏବଂ ସେଓ : –

ସେଓରେ ନିଉଟ୍ରିସିୟସ, ଭିଟାମିନ B, C ଏବଂ ପଟେସିୟମ୍ ଭଳି ଜରୁରୀ ମିନରୋଲସ୍ ରହିଥାଏ । ସେଓରେ ଗୋଟେ ପିସ୍ ପିନଟ ବୋଟର୍ ସହିତ ଖାଇଲେ ଲାଭ ମିଳିଥାଏ । ପିନଟ ବୋଟରରେ ଭିଟାମିନ E, ମେଗ୍ନେସିୟମ୍ ଏବଂ ମେଗ୍ନିଜ୍ ସୁଗର୍ ର ଲେବୁଲକୁ କୋଂଟ୍ରଲ କରିବାରେ ସାହାର୍ଯ୍ୟ କରିଥାଏ । 1 ମଧ୍ୟମ ଆକାରରେ ସେଓ ସହିତ ଅଂଶ ( ପ୍ରାୟ 28ଗ୍ରାମ) ପିନଟ ବୋଟର ଖାଆନ୍ତୁ। ଏହା ବ୍ୟତିତ ସୁଗର ରୋଗୀ ନାସପାତି ସହିତ ଏହି ବୋଟର କୁ ଖାଇ ପାରିବେ।

ସିଝା ଅଣ୍ଡା :-

ଅଣ୍ଡା ପ୍ରୋଟିନରେ ଭରପୁର ରହି ଥାଏ ଓ ଅର୍କ କାର୍ବସ୍ କମ ମାତ୍ରାରେ ଥାଏ । ଏଥିରେ ସୁଗରର ମାତ୍ରାକୁ କଂଟ୍ରୋଲ କରିଥାଏ । ନିଜ ଖାଦ୍ୟରେ ସିଝା ଅଣ୍ଡା ଖାଆନ୍ତୁ ।

ୟଗୋର୍ଟ ଏବଂ ବେରିଜ୍ :-

ଡ଼େୟରି ପ୍ରୋଡ଼କ୍ଟରେ ତିଆରି ୟଗୋର୍ଟ ଡା଼ଇବେଟିସ ରୋଗୀମାନଙ୍କ ପାଈଁ ଳାଭକାରି ଅଟେ। ଏଥିରେ ଭୁକ କୋଟ୍ରୋଲ ହୋଇଥାଏ ଏବଂ ଏହା ସୁଗରକୁ ବଢିବା ପାଈଁ ଦେଇ ନଥାଏ। ୟଗୋର୍ଟରେ ସବୁଜ ବେରିଜ୍ ପକେଇ ଖାଇଲେ ଳାଭକାରି ହୋଇଥାଏ, ଏଥିରେ ମେଟାବ୍ଳାଜିମ୍ ଅଧିକ ହେବାକୁ ଲାଗେ