ଜୀବନ ନେବା ଭଳି ରୋଗରେ ଆକ୍ରାନ୍ତ ହୋଇଛନ୍ତି ଧର୍ମେନ୍ଦ୍ର ! ତିନି ଦିନ ପରେ ଡାକ୍ତରଖାନାରୁ ଛୁଟି ମିଳିଲା ।

Spread the love

ଅଭିନେତା ଧର୍ମେନ୍ଦ୍ର ବଲିଉଡ଼ରୁ ବର୍ତ୍ତମାନ ଦିନ ଗୁଡିକରେ ଦୁରେଇ ଯାଇଛନ୍ତି କିନ୍ତୁ ଧର୍ମେନ୍ଦ୍ରଙ୍କ ପ୍ରଶଂସକଙ୍କ ପାଇଁ ଦୁଃସମ୍ବାଦ ସାମ୍ନାକୁ ଆସିଛି । ଧର୍ମେନ୍ଦ୍ର ବର୍ତ୍ତମାନ ରୋଗାକ୍ରାନ୍ତ ହୋଇଯାଇଛନ୍ତି; ଯାହାଫଳରେ ନିକଟରେ ଧର୍ମେନ୍ଦ୍ରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଏହି ଖବର ଶୁଣିବା ପରେ ଧର୍ମେନ୍ଦ୍ରଙ୍କ ପ୍ରଶଂସକ ଧର୍ମେନ୍ଦ୍ରଙ୍କ ଆରୋଗ୍ୟ କାମନା କରିଛନ୍ତି କିନ୍ତୁ ବର୍ତ୍ତମାନ ଧର୍ମେନ୍ଦ୍ରଙ୍କୁ ଡାକ୍ତରଖାନାରୁ ଛୁଟି ମିଳିଯାଇଛି; ଯାହାଫଳରେ ଧର୍ମେନ୍ଦ୍ରଙ୍କ ପ୍ରଶଂସକ ଖୁସି ଜାହିର କରିଛନ୍ତି । କେବଳ ଏତିକି ନୁହେଁ, ଧର୍ମେନ୍ଦ୍ରଙ୍କ ସ୍ୱାସ୍ଥ୍ୟ ସମ୍ପୂର୍ଣ୍ଣ ରୂପରେ ସୁଧୁରୀ ନାହିଁ କିନ୍ତୁ ଘରେ ଧର୍ମେନ୍ଦ୍ରଙ୍କ ସଠିକ ଯତ୍ନ ନିଆଯାଉଛି ।

୮୩ ବର୍ଷୀୟ ଧର୍ମେନ୍ଦ୍ର ସ୍ୱାସ୍ଥ୍ୟବାନ ଅଟନ୍ତି । ଯାହାଫଳରେ ସେ ନିଜ ଫାର୍ମହାଉସରେ ଚାଷ କରିବା ପସନ୍ଦ କରନ୍ତି । ବିଗତ ଦିନ ଗୁଡିକରେ ଧର୍ମେନ୍ଦ୍ରଙ୍କ କିଛି ଫୋଟ ସୋସିଆଲ ମିଡିଆରେ ଭାଇରଲ ହୋଇଛି; ଯେଉଁଥିରେ ଧର୍ମେନ୍ଦ୍ର ଚାଷ କରୁଥିବାର ନଜରକୁ ଆସିଛି । ଏହାର ଅର୍ଥ ଏହା ଯେ, ବଲିଉଡ଼ରୁ ଦୂରେଇ ଯିବା ପରେ ଧର୍ମେନ୍ଦ୍ର ନିଜକୁ ଫିଟ ରଖିବା ପାଇଁ ଚାଷ କାମକୁ ଆପଣାଇଛନ୍ତି । କହିବା ପାଇଁ ଚାହୁଁଛୁ, ଏହି ବର୍ଷ ପ୍ରଥମଥର ଧର୍ମେନ୍ଦ୍ରଙ୍କ ପୁଅ ସନ୍ନି ଦେବଲ ନିର୍ବାଚନ ଲଢ଼ିଥିଲେ ଏବଂ ସାଂସଦ ମଧ୍ୟ ହୋଇଛନ୍ତି । ବର୍ତ୍ତମାନ ଧର୍ମେନ୍ଦ୍ରଙ୍କ ଘରେ ଦୁଇଜଣ ସାଂସଦ ଅଛନ୍ତି ।

ଏହି କାରଣରୁ ଡାକ୍ତରଖାନାରେ ଭର୍ତ୍ତି ହେବା ପାଇଁ ପଡିଥିଲା :

ମିଡ଼ିଆ ରିପୋର୍ଟ ଅନୁସାରେ ଧର୍ମେନ୍ଦ୍ରଙ୍କୁ ଡେଙ୍ଗୁ ଜ୍ଵର ହୋଇଛି । ଯାହାଫଳରେ ଧର୍ମେନ୍ଦ୍ରଙ୍କୁ ତିନି ଦିନ ପାଇଁ ଡାକ୍ତରଖାନାରେ ଭର୍ତ୍ତି ହେବା ପାଇଁ ପଡିଥିଲା । ଏହି ସମୟରେ ଧର୍ମେନ୍ଦ୍ରଙ୍କ ସହ ଲକ୍ଷ ଲକ୍ଷ ପ୍ରଶଂସକଙ୍କ ପ୍ରାର୍ଥନା ମଧ୍ୟ ଥିଲା । କହିବା ପାଇଁ ଚାହୁଁଛୁ, ତିନି ଦିନର ଚିକିତ୍ସା ପରେ ଧର୍ମେନ୍ଦ୍ରଙ୍କୁ ଛୁଟି ମିଳିଯାଇଛି କିନ୍ତୁ ଏହା ସହ ଧର୍ମେନ୍ଦ୍ରଙ୍କୁ ଆରାମ କରିବା ପାଇଁ ପରାମର୍ଶ ଦିଆଯାଇଛି । ବର୍ତ୍ତମାନ ଧର୍ମେନ୍ଦ୍ର ନିଜ ପରିବାର ସହ ଆରମ କରୁଛନ୍ତି । ଏହାର ଅର୍ଥ ହେଉଛି, ବର୍ତ୍ତମାନ ଧର୍ମେନ୍ଦ୍ରଙ୍କ ସ୍ୱାସ୍ଥ୍ୟ ସମ୍ପୂର୍ଣ୍ଣ ରୂପରେ ଠିକ ହୋଇନାହିଁ ।

ଫାର୍ମ  ହାଉସରେ ନିଜର ସମୟ ଅତିବାହିତ କରୁଛନ୍ତି :

ଫିଲ୍ମରୁ ଦୁରେଇ ଯିବା ପରେ ଧର୍ମେନ୍ଦ୍ର ନିଜର ସମୟ ନିଜ ଫାର୍ମହାଉସରେ ବିତାଉଛନ୍ତି । ଫାର୍ମ ହାଉସରେ ଧର୍ମେନ୍ଦ୍ର ଚାଷ କରୁଛନ୍ତି । ଏହାସହ ଗାଈକୁ ଚାରା ଦେବା କାମ ମଧ୍ୟ କରୁଛନ୍ତି । ନିଜ ସନ୍ତାନଙ୍କ ପାଇଁ ଚାଷ କରୁଛନ୍ତି; ଯାହାଫଳରେ ଭଲ ପନିପରିବା ଖାଇପାରିବେ । କହିବା ପାଇଁ ଚାହୁଁଛୁ, ଫାର୍ମ ହାଉସର ଅନେକ ଫୋଟ ସୋସିଆଲ ମିଡ଼ିଆରେ ଦେଖିବା ପାଇଁ ମିଳୁଛି । ଫିଲ୍ମରୁ ଧର୍ମେନ୍ଦ୍ର ଖୁବ ପ୍ରସିଦ୍ଧି ଲାଭ କରିଥିଲେ ।

ନାତିର ପ୍ରମୋସନ କରିଥିଲେ :

ନିକଟରେ ଧର୍ମେନ୍ଦ୍ରଙ୍କ ନାତି କରଣ ଦେବଲଙ୍କ “ପଲ୍ ପଲ୍ ଦିଲକେ ପାସ୍” ରିଲିଜ ହୋଇଛି । ଯାହାର ପ୍ରମୋସନ ପାଇଁ ସେ ଟିଭି ଶୋ’ ଗୁଡିକରେ ଦେଖାଯାଉଥିଲେ । ସେହି ସମୟରେ ସେ ଲୋକଙ୍କ ସହ ବହୁତ ମସ୍ତି କରିଥିଲେ । କେବଳ ଏତିକି ନୁହେଁ, ସେ କପିଲ ଶର୍ମା ଶୋ’ରେ ମଧ୍ୟ ଦେଖିବା ପାଇଁ ମିଳିଥିଲେ । କହିବା ପାଇଁ ଚାହୁଁଛୁ, ଧର୍ମେନ୍ଦ୍ର ନିଜ ଫିଲ୍ମ କ୍ୟାରିୟରରେ ଅନେକ ହିଟ୍ ଫିଲ୍ମର ଭେଟି ଦର୍ଶକଙ୍କୁ ଦେଇଛନ୍ତି, ଯେଉଁଥିରେ ଧର୍ମେନ୍ଦ୍ରଙ୍କ ପ୍ରାୟତଃ ଫିଲ୍ମ ହିଟ୍ ହୋଇଥିଲା । ସେ ଫିଲ୍ମ ବହୁତ ମନ ଦେଇ କରୁଥିଲେ, ଯାହାଫଳରେ ଧର୍ମେନ୍ଦ୍ରଙ୍କ ପ୍ରତିଟି ଫିଲ୍ମ ହିଟ୍ ହୋଇଥିଲା ଏବଂ ଧର୍ମେନ୍ଦ୍ର ଏକ ବଡ଼ ଅଭିନେତା ସୂଚୀରେ ସାମିଲ ହୋଇଥିଲେ ।