ଦେଶର ସମସ୍ତ SBI ଗ୍ରାହକଙ୍କ ପାଇଁ ବହୁତ ଜରୁରୀ ସୂଚନା

Spread the love

ହାଁ ବନ୍ଧୁଗଣ ଆପଣ ଠିକ୍ ପଢ଼ିଛନ୍ତି, ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଅଫ ଇଣ୍ଡିଆରେ ଯେଉଁମାନେ ଆକାଉଣ୍ଟ ଖାତା ଖୋଲିଥିବା ସେହି ଉପଭୋକ୍ତାଙ୍କ ପାଇଁ ଏକ ବହୁତ ବଡ଼ ସୂଚନା ଆସିଛି । ବନ୍ଧୁଗଣ ଯାହାକି ଆପଣ ଜାଣିଥିବେ ଆଜିର ସମୟରେ ପ୍ରାୟ ଲୋକମାନଙ୍କର ପାଖରେ ବ୍ୟାଙ୍କରେ ଖାତା ରହିଅଛି ଓ ସମସ୍ତ ବ୍ୟାଙ୍କ ମାନଙ୍କ ମଧ୍ୟରୁ ସବୁଠାରୁ ବଡ଼ ବ୍ୟାଙ୍କ ଏସବିଆଇ ଏବଂ ସବୁଠାରୁ ଅଧିକ ଗ୍ରାହକ ଖାତା ଖୋଲିଛନ୍ତି । ଯଦି ଏସବିଆଇରେ ଆପଣ ମଧ୍ୟ ଖାତା ଖୋଲିଛନ୍ତି ତେବେ ଏହି ଅନୁଛେଦକୁ ଶେଷ ପର୍ଯ୍ୟନ୍ତ ପଢନ୍ତୁ । ଦେଶର ସମସ୍ତ ଏସବିଆଇ ଗ୍ରାହକଙ୍କ ନିମନ୍ତେ ଏକ ଜରୁରୀ ସୂଚନା ଆସିଛି । ତେବେ ଆସନ୍ତୁ ଜାଣିବା ସେହି ବିଷୟରେ :-

ସୂଚନା ମୁତାବକ, ଏହି ଜରୁରୀ ସୂଚନା ଦେଶର ସମସ୍ତ ଏସବିଆଇ ବ୍ୟାଙ୍କ ଖାତା ଗ୍ରହକମାନଙ୍କ ପାଇଁ ଜାରି କରାଯାଇଛି । ଏହି ସୂଚନା ମାଧ୍ୟମରେ ଏସବିଆଇ ଜଣାଇବାକୁ ଚାହୁଁଛି ଯେ, ଆଜିକାଲି ଇଣ୍ଟରନେଟ ଚୋରି ମାଧ୍ୟମରେ ଲୋକଙ୍କ ବ୍ୟାଙ୍କ ଖାତା ଖାଲି କରାଯାଉଛି । ବ୍ୟାଙ୍କ ତା’ ନିଜ ବେବ୍ସାଇଟରେ କହିଛି ଯେ “ଫିକ୍ସିଂ ଏକ ପ୍ରକାର ସାମାନ୍ୟ ଯାହା ଇଣ୍ଟରନେଟ ମାଧ୍ୟମରେ ହାର୍କସମାନେ ସର୍ବସାଧାରଣଙ୍କ ଆକାଉଣ୍ଟରୁ ଟଙ୍କା ଚୋରି କରିଥାନ୍ତି । ଅର୍ଥାତ ଉପଭୋକ୍ତାଙ୍କ / ଗ୍ରାହକଙ୍କ ଇମେଲ ଦ୍ୱାରା ଏହି ଫିକ୍ସିଂ ମାଧ୍ୟମରେ ହାଇପର ଲିଙ୍କ ପଠାଯାଉଛି ଓ ଏହି ହାଇପର ଲିଙ୍କ ଉପରେ କ୍ଲିକ କରିବା ତକ୍ଷଣାତ ଉପଭୋକ୍ତା/ଗ୍ରାହକ ଏକ ନକଲି ବେବ୍ସାଇଟ କୁ ଚାଲିଯାଉଛି । ଯାହାକି ଅସଲି ଇଣ୍ଟରନେଟ ବ୍ୟାଙ୍କିଙ୍ଗ ଭଳି ସମାନ ପ୍ରତିତ ହୋଇଥାଏ । ଯଦି ଆପଣଙ୍କ ପାଖକୁ ମଧ୍ୟ ଏହି ପ୍ରକାରର ଇମେଲ ଓ ସନ୍ଦେଶ ପ୍ରାପ୍ତ ହୋଇଛି ତେବେ ତାହାକୁ ତୁରନ୍ତ ଉପେକ୍ଷା ବା ଇଗ୍-ନର କରନ୍ତୁ ।

ଯଦି ଆପଣ ଏହି ହାଇପର ଲିଙ୍କରେ କ୍ଲିକ କରିବେ ତେବେ ହାର୍କସମାନେ ଆପଣଙ୍କ ଆକାଉଣ୍ଟରୁ ସବୁତକ ଟଙ୍କା ଚୋରି କରି ନେବେ । ଏହିପାଇଁ କତୃପକ୍ଷ ଦୟା ନୁହନ୍ତି । ତେଣୁ ସର୍ବସାଧାରଣଙ୍କ ଜଣାଇ ଦିଯାଉଛି ଯେ, ଏହି ପରି କୌଣସି ସନ୍ଦେହ ଜନିତ ଲିଙ୍କ କ୍ଲିକ କରନ୍ତୁ ନାହିଁ, ଯଦ୍ୱାରା ଆପଣ ଅସୁବିଧାରେ ପଢ଼ିପାରନ୍ତି ।

Share କରି ଅନ୍ୟଙ୍କୁ ଜଣାନ୍ତୁ ।