ଦେଶର ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସମରୂପୀ ଚେହେରା, ଆପଣ ଦେଖାଇବା ପରେ ଆଶ୍ଚଯ୍ୟ ହୋଇଯିବେ !

Spread the love

ସମସ୍ତେ କୁହନ୍ତି ଦୁନିଆରେ ୭ ଜଣ ଲୋକଙ୍କ ସମରୂପୀ ଚେହେରା ରହିଛି । ଏହି କଥା ବାସ୍ତବରେ ସତ କି ମିଛି ତାହା ଆମକୁ ମଧ୍ୟ ଜଣାନାହିଁ । କିନ୍ତୁ ଆଜି ଆମେ ଯେଉଁ ଲୋକଙ୍କ ଫୋଟ ଦେଖାଇବାକୁ ଯାଉଛୁ, ସେହି ଫୋଟଗୁଡିକ ଦେଖାଇବା ପରେ ଆପଣ ସତ ଓ ମିଛି ମଧ୍ୟରେ ପାର୍ଥକ୍ୟ ଜାଣିପାରିବେ । ତେବେ ଆସନ୍ତୁ ଦେଖାଇବା ସେହି ଫୋଟଗୁଡିକ :

୧) ବାବା ରାମଦେବ : ଯୋଗଗୁରୁ ବାବା ରାମଦେବଙ୍କ ଏକ ସମରୂପୀ ଚେହେରା ବ୍ୟକ୍ତି ସୋସିଆଲ ମିଡିଆରେ ବେଶ୍ ହଲଚଲ୍ ସୃଷ୍ଟି କରି ଲୋକଙ୍କ ପ୍ରିୟପାତ୍ର ହୋଇପାରିଛି । ଯାହାକୁ ଲୋକମାନେ ରାମଦେବଙ୍କ ଯାଆଁଳା ଭାଇ ବୋଲି କହୁଛନ୍ତି ।

2. ବିରାଟ କୋହଲି :

ଏହି ଫୋଟୋ ବିରାଟ କହିଲିଙ୍କ କେଉଁ ପୁରୁଣା ଫୋଟୋ ନୁହେଁ । ଏହି ହେଉଛି ବିରାଟ କହିଲିଙ୍କ ସମରୂପୀ ଚେହେରା ବ୍ୟକ୍ତିଙ୍କ ଫୋଟୋ । ଆପଣ ମଧ୍ୟ ଦେଖି ଆଶ୍ଚଯ୍ୟ ହୋଇଗଲେ ନା । ସୋସିଆଲ ମିଡିଆରେ ଏହି ଫୋଟୋ ଗୁଡିକ ବହୁ ମାତ୍ରାରେ share ହେବ ସଂଗେ ସଂଗେ ଭାଇରଲ ମଧ୍ୟ ହେଉଛି ।

3. ଅଜୟ ଦେବଗନ୍ :

ବଲିଉଡ୍ ର ସିଂଘମ୍ ଅଜୟ ଦେବଗନ୍ ଙ୍କ ସମରୂପୀ ଚେହେରା ଏହି ଯୁବକ । ଏହି ଯୁବକକୁ ଦେଖାଇବା ପରେ ଲାଗୁଛି ଏହି ଯୁବକ ଜଣକ ଅଜୟ ଦେବଗନ୍ ଙ୍କ ଯାଆଁଳା ଭାଇ । ଏହି ଫୋଟୋ ସୋସିଆଲ ମିଡିଆରେ ବହୁ ମାତ୍ରାରେ ଭାଇରଲ ହେବାରେ ଲାଗିଛି ।

4. ସଲମାନ ଖାନ :

ସମସ୍ତଙ୍କ ପ୍ରିୟ ସାଲ୍ଲୁ ଭାଇଙ୍କ ପରି ଦେଖାଯାଉଥିବା ଏହିଂ ଯୁବକ । ଏହି ୟୁବନଙ୍କ ଫୋଟୋ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି । ଏହି ଯୁବକଙ୍କ ଦେଖାଇବା ଶୈଳୀ (Looks) ସଲମାନ ଖାନାଙ୍କ ପରି ଅଟେ । ଏତଦବ୍ୟତୀତ ଶାରୀରିକ ଗଠନ (Body) ମଧ୍ୟ ସଲମାନଙ୍କ ପରି ।

5. ରଣବୀର କପୁର :-

ଏହି ଫାଟକୁ ଭଲ ଭାବରେ ଦେଖନ୍ତୁ, ଏହି ଫୋଟର ଥିବା ଯୁବକ ଜଣକ ଦେଖିବାଉ ରଣବୀର କାପୁରଙ୍କ ପରି । ରଣବୀର କପୁରଙ୍କ ପରି ଷ୍ଟାଇଲ ଏବଂ ଶରୀର ଗଠନ (ବୋଡି) । ଦେଖିବାକୁ ରଣବୀର କପୁରର ଭାଇ ପରି କିନ୍ତୁ ଭାଇ ନୁହେଁ ସମରୂପୀ ଚେହେରା ।

6. ନରେନ୍ଦ୍ର ମୋଦି :-

ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମରୂପୀ ଚେହେରା ବ୍ୟକ୍ତି ଦେଖିବାକୁ ମୋଦିଜୀଙ୍କ ପରି । ଖଣ୍ଡେ ଦୂରରୁ ଦେଖିଲେ, ଆପଣ ମଧ୍ୟ କହି ପାରିବେ ନାହିଁ ଯେ, ଏହି ବ୍ୟକ୍ତି ଜଣକ ଅସିଲିରେ ମୋଦି ନ ନାହିଁ ।

7. ଅବଦୁଲ କାଲାମ :-

ଭାରତ ମାତ୍ର ଯୋଗ୍ୟତମ ସୂତ ଏକାଧାରରେ ଥିଲେ ଜଣେ ରାଜନୀତିଜ୍ଞ, ବୈଜ୍ଞାନିକ ଓ ସଂସଦୀୟ ପାର୍ଲିଆମେଣ୍ଟର ପୂର୍ବତନ ରାଷ୍ଟ୍ରପତି ଅବଦୁଲ କାଲାମଙ୍କ ସମରୂପୀ ଚେହେରା ବ୍ୟକ୍ତି ମଧ୍ୟ ରହିଛି । ସୋସିଆଲ ମିଡିଆରେ ଲୋକଙ୍କ ବେଶ୍ ମନ ପସନ୍ଦ ହୋଇଛି । ଏହି ବ୍ୟକ୍ତିଙ୍କ ଷ୍ଟାଇଲ ଚାଲିଚଳନ ମାନ୍ୟବର କାଲାମଙ୍କ ପରି ।